Odisha Link
Bridging the Missing Links in Odisha
Daily Archives

October 14, 2019

ଗୋପାଳପୁର ବନ୍ଦରରେ ଲାଗିଲା ବୃହତ୍‍…

ଗୋପାଳପୁର: ୧୦୫,୦୦୦ ଟନର୍‍ ଚୁନପଥର ବୋଝେଇ ପ୍ରଥମ ବୃହତ୍‍ (କେପ୍‍ ସାଇଜ୍‍) ଜାହାଜ ଅକ୍ଟୋବର ୧୨ ତାରିଖରେ ଗୋପାଳପୁର ବନ୍ଦରରେ ପହଞ୍ଚିଛି। କେପ୍‍ ସାଇଜ୍‍ ଜାହାଜ ପାଇଁ ସୁବିଧା ଥିବା ଭାରତର ଅଳ୍ପ କେତେକ ବନ୍ଦର ମଧ୍ୟରେ ଗୋପାଳପୁର ସ୍ଥାନ ପାଇ ପାରିଛି। ଗୋପାଳପୁର ବନ୍ଦରର ଏକ ପ୍ରମୁଖ ଉପଭୋକ୍ତା…

‘ମୋ ସରକାର’ ଆଗରେ ଲୁଚିଗଲା…

ଭୁବନେଶ୍ବର: ରାଜ୍ୟରେ ଏବେ ମୋ ସରକାର କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା। ହେଲେ ଏହି ଚର୍ଚ୍ଚା ଭିତରେ ଲୁଚିଯାଇଛି ଓଡ଼ିଶା ଲୋକସେବା ଅଧିକାର ଆଇନ। ୨୦୧୨ ମସିହା ଅର୍ଥାତ୍‌ ୭ବର୍ଷ ତଳେ ଏହି ଆଇନ୍‌ ଆଣିଥିଲେ ରାଜ୍ୟ ସରକାର। ଏହି ଆଇନର ମୂଳ ଲକ୍ଷ୍ୟ ଥିଲା ନିର୍ଦ୍ଦିଷ୍ଟ ସମୟ ସୀମାରେ ସେବା ଉପଲବ୍ଧ କରିବା।…

ମୋ ସରକାର: ୪ ଜିଲ୍ଲା ହସ୍ପିଟାଲରେ ବେଡ୍…

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦ ଜଣ ଲୋକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ମୋ ସରକାର ଟିମ୍’ ଅଫିସରଙ୍କ ଜିଲ୍ଲା…

ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି…

ଭୁବନେଶ୍ବର: ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି ପଂଚାୟତର ସରପଂଚ ସନ୍ତୋଷ ସାମଲ ହତ୍ୟା ଧମକ ଦେଇ ମାଡ ମାରିଛନ୍ତି। ଏପରିକି ଶାସକ…

OTET ପରୀକ୍ଷା ଅନୀୟମିତତାକୁ ନେଇ ବୋର୍ଡ…

ଭୁବନେଶ୍ବର: ୨୦୧୯ ରେ ହୋଇଥିବା ଓଟିିଇଟି ପରୀକ୍ଷାରେ ବହୁ ଅନୀୟମିତତା ଦେଖାଯାଇଥିଲା। ଏହା ପୂର୍ବରୁ ହୋଇଥିବା ଓଟିିଇଟି ପ୍ରଶ୍ନପତ୍ର ପ୍ରଘଟ ପରେ ବିଦ୍ୟାର୍ଥୀ ପରିଷଦ ସାରା ରାଜ୍ୟରେ ଆନ୍ଦୋଳନ କରିଥିଲା ଏବଂ ଯାହା ଫଳରେ ପରୀକ୍ଷା ବାତିଲ ହୋଇ ଆଉ ଥରେ ଅନଲାଇନ୍ ମାଧ୍ୟମରେ ହୋଇଥିଲା। ଅନଲାଇନ୍ ରେ ହୋଇଥିବା…

ଦେବଦୂତ ସାଜିଲେ ବାଲେଶ୍ବର ଏସପି

ବାଲେଶ୍ବର: ମାନବିକତାର ହାତ ବଢାଇଲେ ବାଲେଶ୍ବର ଏସ ପି ବି ଯୁଗଳ କିଶୋର। କର୍ତ୍ତବ୍ୟକୁ ପଛରେ ପକାଇ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସାହାଯ୍ୟର ହାତ ବଢାଇଲେ।ଦୁର୍ଘଟଣାରେ ବାପ ଝିଅ ଗୁରୁତର ଅବସ୍ଥାରେ ରାଜ ପଥରେ କଷ୍ଟରେ ଛଟପଟ ହେଉଥିବାବେଳେ ବାଲେଶ୍ବର ଏସ.ପି ଦେବଦୂତ ସାଜି ନିଜ ଗାଡିରେ ଡାକ୍ତରଖାନାକୁ ଆଣି…

୨୦ରୁ ‘କୋରାପୁଟ ସାହିତ୍ୟ ଉତ୍ସବ’,…

କୋରାପୁଟ: ଆସନ୍ତା ୨୦ ତାରିଖରୁ ଅନୁଷ୍ଠିତ ହେବ ଦ୍ବିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଏହି ଉତ୍ସବ ୨ଦିନ ହେବ। ଏହି ଦୁଇ ଦିନିଆ ସାରସତ୍ବ ସମାରୋହରେ ଦେଶର ବିଭିନ୍ନ ଭାଗରୁ ଶତାଧିକ ସାରସତ୍ବ ସାଧକ ଯୋଗ ଦେବେ। ଏହି ଅବସରରେ ବିଶିଷ୍ଟ କଥାକାର ଡ.ଗୌରହରି ଦାସ ଓ କବି ବିିପିନ୍‌ ନାୟକଙ୍କୁ କୋରାପୁଟ ସାହିତ୍ୟ…

ଅଭିଜିତ ବାନାର୍ଜୀଙ୍କୁ ଅର୍ଥନୀତିରେ…

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଅଭିଜିତ୍‌ ବାନାର୍ଜୀଙ୍କୁ ମିଳିଲା ଅର୍ଥନୀତିରେ ନେବେଲ୍‌ ପୁରସ୍କାର ମିଳିଛି। ତାଙ୍କ ସହ ଅସ୍ଥର ଡୁଫଲ ଓ ମାଇକେଲ୍‌ କ୍ରେମରଙ୍କୁ ବି ମିଳିତି ଭାବେ ଏହି ପୁରସ୍କାର ମିଳିଛି। ଏହି ତିନିଜଣ ଅର୍ଥଶାସ୍ତ୍ରୀଙ୍କୁ ବିଶ୍ୱରୁ ଦାରିଦ୍ର୍ୟ ଦୂର କରିବା ପାଇଁ କରିଥିବା ଗେବଷଣା…

ପୁଣି ହସ୍ପିଟାଲ ବାରଣ୍ଡାରେ ପ୍ରସବ!

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରାଣ୍ଡାରେ ପ୍ରସବ କଲେ ମହିଳା। ଡାକ୍ତର କଟକ ରେଫର କରିବା ପରେ ବାରଣ୍ଡାରେ ପ୍ରସବ କଲେ ମହିଳା। ବାରଣ୍ଡାରେ ଯମଜ କନ୍ୟା ସନ୍ତାନ ପ୍ରସବ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଆଜି ତିହିଡି ବ୍ଲକ ତଳଡୁମୁକା ଗାଁର ଆଡମିଶାନ ହୋଇଥିଲେ ପ୍ରସୂତି ମହିଳା…

ପଲିଥିନ ପାଇଁ ଚଢାଉ ବେଳେ ଉତ୍ତେଜନା

କଟକ: ନୂଆବଜାର ଛକରେ ଆଜି ପଲିଥିନ ପାଇଁ ସିଏମସିର ଚଢାଉ ବେଳେ ଉତ୍ତେଜନା ଦେଖା ଦେଇଛି। ପଲିଥିନ ବ୍ୟାଗକୁ ନେଇ ଏନଫୋର୍ସମେଣ୍ଟ ଟିମର ଚଢାଉ ବେଳେ ଏହି ଉତ୍ତେଜନା ହୋଇଛି। ଟିମର ଜଣେ ସଦସ୍ୟଙ୍କୁ ଦୋକାନ ଭିତରେ ଭର୍ତ୍ତି କରି ଦୋକାନୀ ସଟର ପକାଇ ଦେଇଥିଲେ। ଖବର ପାଇ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି…