Odisha Link
Bridging the Missing Links in Odisha
Daily Archives

October 16, 2019

ଏସ୍‌ସିବି ମେଡିକାଲ୍‌ରେ ଭିଜିଲାନ୍ସ ଚଢ଼ାଉ

କଟକ: ଆଜି ଏସ୍‌ସିବି ମେଡିକାଲ୍‌ରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଆଜି ଏସ୍‌ସିବି ମେଡିକାଲ୍‌ରେ ଭିଜିଲାନ୍ସ ରେଡ୍ ହୋଇଛି। ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଓ…

ଓଡ଼ିଶା ବିଧାନସଭା ହେବ ଅତ୍ୟାଧୁନିକ

ଭୁବନେଶ୍ବର: ଆଗାମୀ ଦିନରେ ଭାରତର ସବୁଠାରୁ ଆଧୁନିକ ବିଧାନସଭା ଓଡ଼ିଶା ବିଧାନସଭା ହେବ। ଏପରି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଓଡ଼ିଶା ବିଧାନସଭାକୁ ଅତ୍ୟାଧୁନିକ କରିବା ପାଇଁ ସମସ୍ତ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିଲାଗି ୪୦୦ କୋଟି ଟଙ୍କା…

କରୀନା ଖୁସି ହେବା ବେଳେ ନିରାଶଜନକ ଉତ୍ତର…

ମୁମ୍ବାଇ : ବଲିଉଡର ଚୁଲବୁଲ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ଧରିଛି । ଦୁହେଁ ପ୍ରଥମେ ନିଜ ପ୍ରେମ ସଂପର୍କକୁ ଅସ୍ୱୀକାର କରୁଥିବା ବେଳେ ପରେ ଦୁହେଁ ସ୍ୱୀକାର କରିଥିଲେ । କିନ୍ତୁ ବିବାହ କେବେ ହେବ ସେ ନେଇ ଦୁହେଁ ମୌନ ବ୍ରତ ଧାରଣ କରିଛନ୍ତି ।…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନା !

ଭୁବନେଶ୍ୱର: ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଉ ଏକ ଯୋଜନାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। କାରଣ ୨୦୧୮ ମସିହା ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଏବେ ବଡ଼ ଖବର ଆସିଛି। କାରଣ ଏହି ଯୋଜନାକୁ ନେଇ ରାଜ୍ୟ…

ଦେବବ୍ରତଙ୍କ ମୃତଦେହ ଉଦ୍ଧାର

କଟକ : କଟକ କାଠଯୋଡି ପୋଲରୁ ଡେଇଁ ନିଖୋଜ ଥିଲେ ଦେବବ୍ରତ । ସେ ଗତ ୯ ତାରିଖ ଦିନ ପତ୍ନୀ ଓ ପୁଅ ସହ ଯିବା ସମୟରେ କାଠଯୋଡି ପୋଲରୁ ଡେଇଁ ପଡିଥିଲେ । ଦୀର୍ଘ ୮ଦିନ ପରେ ଗୋବିନ୍ଦପୁର ଥାନା ଦେବୀ ନଦୀର ରହମ୍ବା ନିକଟରୁ ନିଖୋଜ ଦେବବ୍ରତଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଗ୍ରାମାଞ୍ଚଳ ଏସପି ମୃତଦେହ…

ବିଜେପି ଛାଡ଼ିବା ବାପାଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ବିଜେପି ଛାଡ଼ିଲେ ବରିଷ୍ଠ ରାଜନେତା ଦାମୋଦର ରାଉତ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ଦାମଙ୍କ ଦଳ ଛାଡ଼ିବା ନିଷ୍ପତ୍ତିକୁ ନେଇ ତାଙ୍କ ପୁଅ ସମ୍ବିତ ପ୍ରତିକ୍ରିୟା ଦେଇ ସାରିବା ପରେ ଝିଅ ପ୍ରତିନନ୍ଦା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ବିଜେପିରେ ମିଶିବା…

ପି.ଚିଦାମ୍ବରମଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଜି ଗିରଫ ହେଲେ ବରିଷ୍ଠ କଂଗ୍ରେସ ନେତା ପି,ଚିଦାମ୍ବରମ। ଆଇଏନଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ ଆଜି ପି. ଚିଦାମ୍ୱରମଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଇଡିର ତିନି ଜଣିଆ ଟିମ୍ ଆଜି ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗରିଫ କରିଛି। ଅପରାହ୍ନରେ…

ସେନାରେ ଭର୍ତ୍ତି ପାଇଁ ପରୀକ୍ଷା

ଭୁବନେଶ୍ବର : ଆଜି ୧୨୦ ଇନଫ୍ରାନଣ୍ଟ୍ରି ବାଟାଲିୟନ ରେ ଭର୍ତ୍ତି ପାଇଁ ପରୀକ୍ଷା ହେବାକୁ ଯାଉଛି। ପରୀକ୍ଷାର୍ଥୀଙ୍କ ପାଇଁ ବିମସିଙ୍କ ପକ୍ଷରୁ ମାଗଣ ଖାଇବା ଓ ରହିବାର ସୁବିଧା କରାଯାଇଛି। ପରୀକ୍ଷା ନିମନ୍ତେ ଦିନ ୧ଟା ଯାଏଁ ଗେଟ ଖୋଲା ରହିବ। ୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ୧୨୦ ବାଟାଲିୟନକୁ ପରୀକ୍ଷା…

ସୋନିଆ ଗାନ୍ଧି ମଲା ମୂଷା କହି ବିବାଦରେ…

ଚଣ୍ଡିଗଡ଼: ବିବାଦୀୟ ହୋଇ ପଡ଼ିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ଲାଲ ଖଟ୍ଟର। ଲାଲ ଖଟ୍ଟର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଲା ମୂଷା ବୋଲି କହି ବିବାଦୀୟ ହୋଇ ପଡ଼ିଛନ୍ତି। ଏଭଳି ବୟାନ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ କଂଗ୍ରେସ…

୭୪ ବର୍ଷ ବୟସରେ ପାଦ ଥାପିଲେ ନବୀନ…

ଭୁବନେଶ୍ବର : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମ ଦିନ । ସେ ୭୪ ବର୍ଷ ବୟସରେ ପାଦ ଥାପିଛନ୍ତି । ନବୀନ ପଟ୍ଟନାୟକ ୧୯୪୬ ମସିହା କଟକରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ଅପରାଜେୟ ଓ ଅକଳଙ୍କ ନେତା ଭାବେ ନବୀନ ପଟ୍ଟନାୟକ ଗତ ୨୧ ବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି ରଖିଛନ୍ତି।…