Odisha Link
Bridging the Missing Links in Odisha

ଡ୍ୟାମ୍‌କୁ ଡେଇଁ ମହିଳା ନିଖୋଜ

ନବରଙ୍ଗପୁର: ଇନ୍ଦ୍ରାବତୀର କପୁର ଡ୍ୟାମ୍‌କୁ ଡେଇଁ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି। ବାପ ଘରକୁ ଆସି ଡ୍ୟାମ୍‌କୁ ଡେଇଁପଡ଼ିଲେ ବିହାହିତା ମହିଳା । ୮ ମାସ ତଳେ ଡୁମୁରିଗୁଡ଼ା ଯୁବକଙ୍କ ସହ ବିବାହ ହୋଇଥିଲା। ଡ୍ୟାମ୍‌ କୁ ଡେଇଁ ପଡ଼ିବାର କାରଣ ଅସ୍ପଷ୍ଟ, ଘଟଣାାସ୍ଥଳରେ ପୋଲିସ ପହଞ୍ଚି ତାନାଘନା ଆରମ୍ଭ କରିଛି।

Comments are closed.