Odisha Link
Bridging the Missing Links in Odisha
Daily Archives

November 14, 2019

ଜେଏନୟୁରେ ବିବେକାନନ୍ଦଙ୍କ ମୂର୍ତ୍ତି…

ନୂଆଦିଲ୍ଲୀ: ନୂଆ ରୂପ ନେଲା ଜେଏନ୍‌ୟୁରେ ଲାଗି ରହିଥିବା ଫି’ ବିବାଦ। ଏହି ବିବାଦ ଥମିବାର ନା ନେଉନି। କିଛି ଅସାମାଜିକ ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ଭାରତୀୟ ଯୁବ ସମାଜର ଆଦର୍ଶ କୁହାଯାଉଥିବା ବିବେକାନନ୍ଦଙ୍କର ମୂର୍ତ୍ତି ଭଙ୍ଗାଯିବାକୁ ବିଭିନ୍ନ ମହଲରେ ନିନ୍ଦା…

ମେ ୩୧ ରେ ଯାଏ ମାଛଧରା ବନ୍ଦ

ଭୁବନେଶ୍ବର: ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ମେ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳର ୨୦ କିମି ଭିତରେ ମାଛଧରାକୁ ବାରଣ କରାଯାଇଛି। କଇଁଛଙ୍କ ସୁରକ୍ଷା ପାଇଁ ଓଡ଼ିଶା ଉପକୂଳ ଅଞ୍ଚଳରେ ୬୬ଟି କ୍ୟାମ୍ଫ ହେବ। ଋଷିକୂଲ୍ୟା, ଗହୀରମଥା ଓ ବେବୀନଦୀ ମୁହାଣରେ…

ଧାମରାରେ କେନ୍ଦ୍ରୀୟ ଟିମ୍‌

ବାସୁଦେବପୁର: ସୋହଲୀ ଘୋଷ ରୟଙ୍କ ନେତୃତ୍ୱରେ ନୂଆଦିଲ୍ଲୀରୁ ଏକ ୭ଜଣିଆ କେନ୍ଦ୍ରୀୟ ଟିମ୍‌ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଏହି ୭ଜଣିଆ କେନ୍ଦ୍ରୀୟ ଟିମ୍‌ରସଦସ୍ୟ ଭୁବନେଶ୍ୱରରେ ପହଞ୍ଚିବା ପରେ ବାତ୍ୟା ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଧାମରାରେ ପହଞ୍ଚିଲା କେନ୍ଦ୍ରୀୟ…

ଶିବସେନା ଟାର୍ଗେଟରେ ଫଡନାଭିସ୍‌, ଏପରି…

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ହୋଇଛି ରାଷ୍ଟ୍ରପତି ଶାସନ। ହେଲେ ସରିନାହିଁ ବୟାନବାଜି ରାଜନୀତି। ଆଜି ଶିବସେନା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପଛରେ ବିଜେପି ଓ ରାଜ୍ୟପାଳଙ୍କ ଭୂମିକା ରହିଥିବା ନେଇ ଅଭିଯୋଗ କରିଛି। ରାଜ୍ୟପାଳ ଜାଣିଶୁଣି ତାଙ୍କୁ ମିଳିଥିବା ନିର୍ଦ୍ଦେଶ ଅନୁସାରେ…

ଜେଲ ଗଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

କଟକ: କଟକ ସିଜେଏମ କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଯାଇଛି। ଗତକାଲି କୋର୍ଟଙ୍କ ଜାମିନ ବିହିନ ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ କରିଥିଲା କଟକ ମାଲଗୋଦାମ ପୋଲିସ। ଆଇପିସି ୩୦୭ ଧାରାରେ ରୁଜୁ ଥିବା ଏକ ପୁରୁଣା ମାମଲା ପାଇଁ ରାଜାଙ୍କୁ ପୋଲିସ ଗିରଫ କରିଛି। ଜୁଡୋ କୋଚ୍ ବିରଂଚି ନାରାୟଣ ଦାସ…

କର୍ଣ୍ଣାଟକ: ଅଯୋଗ୍ୟ ବିଧାୟକଙ୍କୁ…

ବେଙ୍ଗାଲୁରୁ: ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକଙ୍କୁ ସୁପ୍ରିମକୋର୍ଟ ଉପ ନିର୍ବାଚନ ଲଢ଼ିବାକୁ ଗତକାଲି ଅନୁମତି ଦେଇଥିଲେ। ତେବେ ଆଜି ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ଟିକେଟ ଦେଇଛି ବିଜେପି। ଡିସେମ୍ବର ୫ରେ ଫାଙ୍କା ପଡ଼ିଥିବା ୧୭ଟି ଆସନରୁ ୧୫ଟି ସ୍ଥାନରେ ଉପ ନିର୍ବାଚନ ହେବ। ତେବେ ଏହି ୧୫ଟି ଆସନରୁ…

ରାଫେଲ ଡିଲ୍‌ : ଜାଣନ୍ତୁ ଆରମ୍ଭରୁ ଶେଷ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ରାଫେଲ ଡିଲ୍‌ ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଏହି ଡିଲ୍‌ରେ ଅନିୟମିତତା ହୋଇଥିବା ନେଇ ଯଦି ସିବିଆଇ ହୃଦବୋଧ କରିବ, ତା’ହେଲେ ସଂସ୍ଥା ନିଜ ଆଡ଼ୁ ତଦନ୍ତ କରିପାରିବ ବୋଲି ଶୁଣାଣି ବେଳେ…

‘ମୋ ସ୍କୁଲ’ ମୋବାଇଲ ଆପ୍ ଉନ୍ମୋଚନ କଲେ…

ଭୁବନେଶ୍ବର: ଆଜି ଶିଶୁ ଦିବସରେ ‘ମୋ ସ୍କୁଲ’ ମୋବାଇଲ ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଏହାକୁ ଉନ୍ମୋଚନ କରାଯାଇଛି। ମୋ ସ୍କୁଲର ୨ ବର୍ଷ ପୂର୍ତ୍ତି ଅବସରରେ ଏହି ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ,…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୧୯’

ଭୁବନେଶ୍ୱର : ଶୈଶବର ଅନ୍ୟତମ ଗୁରୁତ୍ୱ ପୂର୍ଣ୍ଣ ଉପାଦାନ ହେଉଛି ଶିଶୁର ଶାରୀରିକ, ମାନସିକ ତଥା ସୃଜନାତ୍ମକ ବିକାଶ । ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି । ଏହି ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ଦିଗରେ ‘ମହକ’ ଏକ…

ହରିୟାଣା: ପ୍ରଥମ ମନ୍ତ୍ରୀମଣ୍ଡଳ…

ହରିୟାଣା: ହରିୟାଣାରେ ସରକାର ଗଠନ ପରେ ଆଜି ହରିୟାଣା ସରକାରର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି। ଭାରତୀୟ ଜନତା ପାର୍ଟି ଓ ଜନନାୟକ ଜନତା ପାର୍ଟିର ମୋଟ ୧୦ଜଣ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି। ଏଥିରେ ବିଜେପିର ୮ଜଣଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ଜେଜେପିକୁ ଗୋଟିଏ ଓ ସ୍ୱାଧିନ ବିଧାୟକଙ୍କୁ…