ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ନୂଆଦିଲ୍ଲୀ : ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା -୨୦୧୯ ଅବସରରେ ଅପରାହ୍ନରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ନ୍ୟୁ ହଂସଧ୍ୱନୀ ପ୍ରେକ୍ଷାଳୟ ଠାରେ ଓଡିଶା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଓଡିଶାର ସୂଚନା ଓ ଲୋକ ସଂପର୍କ ଏବଂ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ପ୍ରଦୀପ…