Odisha Link
Bridging the Missing Links in Odisha

ସିଲ୍ ହେଲା ପଞ୍ଜାବୀ ମଠ

ପୁରୀ : ପୁରୀରେ ପଞ୍ଜାବୀ ମଠକୁ ସିଲ୍ କରାଯାଇଛି। ମଠରୁ ୨ ପେଟି କୋରେକ୍ସ ବୋତଲ ଜବତ କରାଯାଇଛି। ଏଠାରେ ଚଢାଉ କରି ପୁରୀ ପୋଲିସ କରିଛି ଜବତ ।
ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଇଛି।

Comments are closed.