Odisha Link
Bridging the Missing Links in Odisha
Daily Archives

December 5, 2019

ସୋମବାର ଲୋକସଭାରେ ଆଗତ ହେବ ନାଗରିକ…

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନ ଲୋକସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ଏହି ବିଲରେ ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ…

୮ରୁ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ…

ଭୁବନେଶ୍ବର : ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଚେତନାକୁ ସୁଦୂରପ୍ରସାର କରିବା ନିମନ୍ତେ ଚଳିତ ବର୍ଷ ନୂଆଦିଲ୍ଲୀ‌‌‌‌ରେ ଅନୁଷ୍ଠିତ ହେବାକୁ ଯାଉଛି ‘ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ’। ନୂଆଦିଲ୍ଲୀ ଛତ୍ରପୁରସ୍ଥିତ ମାର୍କଣ୍ଡେୟ ଭବନରେ ଆସନ୍ତା ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ୬ଦିନ ଧରି ଏହି ମହୋତ୍ସବ…

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ…

ମଧ୍ୟପ୍ରଦେଶ: ସମାଜରେ ଶିଶୁଙ୍କ ସୁରକ୍ଷା ଉପରେ ସରକାର କଠୋର ଆଇନ ପ୍ରଣୟନ କରିଥିଲେ ମଧ୍ୟ ଅରାଧୀମାନେ ଏହି ଆଇନକୁ ଫୁ କରିବା ସହ କୁକର୍ମ କରିବାକୁ ପଛାଉନାହାଁନ୍ତି। ମଧ୍ୟପ୍ରଦେଶର ମହୱଠାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା ଏବେ ସାମ୍ନାକୁ…

ରୋଷେଇ ଘରେ ଚିକିତ୍ସା, ଜାଣନ୍ତୁ କିପରି

ଭୁବନେଶ୍ବର :  ସାଧାରଣତଃ ଦେହ ଖରାପ ହେଲେ ସମସ୍ତେ ଡ଼ାକ୍ତରଖାନା ଯାଇଥାନ୍ତି । ସେ ଛୋଟ ହେଉକି ବଡ଼ । କିନ୍ତୁ କେହି ଜାଣି ନାହାନ୍ତି ରୋଷେଇ ଘରେ ମଧ୍ୟ ଓୌଷଧୀୟ ଗୁଣ ଥାଏ । ରୋଷେଇ କରୁଥିବା ସମୟରେ ବେଳେବେଳେ ହାତ କଟିଯାଇଥାଏ କିମ୍ବା ଚେଙ୍କ ଲାଗିଥାଏ । ଡ଼ାକ୍ତରଖାନା ଯିବାରୁ ପ୍ରଥମେ ନିଜ ରଷୋଇ ଘରେ…

ପଶ୍ଚିମବଙ୍ଗ: ବିଧାନସଭାରେ ପହଞ୍ଚିଲେ…

କୋଲକାତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ଆଜି ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ବିଧାନସଭା ମନା କରିଛନ୍ତି ପଶ୍ଚିମବଙ୍ଗର ମମତା ସରକାର। ଏଭଳି ଘଟଣା ଭାରତୀୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି। ବିଧାନସଭାକୁ ଆଜି…

ଆରଟିଓରେ ଥଇଥାନ ହେବେ ଏଜେଣ୍ଟ୍ !

ଭୁବନେଶ୍ବର: ଆଜି ଆରଟିଓରେ ମଧ୍ୟସ୍ଥି ରହିବାକୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆରଟିଓରେ କାମ କରିପାରିବେ ମଧ୍ୟସ୍ଥି । ମଧ୍ୟସ୍ଥି କାମ କରିବା ନେଇ ସରକାର ଲଗାଇଥିବା କଟକଣାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ବିଚାର କରି ଏହି ରାୟ ଦେଇଛନ୍ତି କୋର୍ଟ । ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା…

ଆର୍ଥିକ ପଳାତକ ଅପରାଧୀ ଘୋଷିତ ହେଲେ ନିରବ…

ମୁମ୍ବାଇ: ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଫେରାର ବ୍ୟବସାୟୀ ନିରବ ମୋଦୀଙ୍କୁ ଗୁରୁବାର ଦିନ ସ୍ପେସାଲ୍‌ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌ (ପିଏମ୍‌ଏଲ୍‌ଏ) କୋର୍ଟ ‘ଫଜିଟିଭ୍‌ ଇକୋନମିକ୍‌ ଅଫେଣ୍ଡର୍ସ ଆକ୍ଟ୍‌’ ଅଧୀନରେ ପଳାତକ ଆର୍ଥିକ…

ମାତାଲ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ!

ଯାଜପୁର: ଜଣେ ମଦ୍ୟପ ଶିକ୍ଷକଙ୍କ ଅଭାବନୀୟ କାଣ୍ଡ ଦେଖିବାକୁ ମଳିଛି। ମଦ ନିଶାରେ ମାତାଲ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ। ଜଣେ ମାତାଲ ଶିକ୍ଷକ ମଦ ନିଶାରେ କୁନି କୁନି ପିଲାଙ୍କୁ ମଝି ରାସ୍ତାରେ ଆଣ୍ଠେଇ ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ…

କମିଲା ଜିଡିପି ଆକଳନ, ରେପୋ ରେଟ୍‌…

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆରବିଆଇ ରେପା ରେଟ ଓ ଜିଡିପି ଆକଳନ। ଯାହା ସମସ୍ତଙ୍କୁ ଚକିତ କରିଛି। ଦେଶର ଅର୍ଥନୀତି ଦ୍ରୁତଗତିରେ ହ୍ରାସ ପାଇବା ଓ ଅଭିବୃଦ୍ଧି ହାର ୪.୫%ରେ ପହଞ୍ଚିଥିବାରୁ ଆରବିଆଇ ଏଥର ରେପୋ ରେଟ୍‌କୁ ଆହୁରି ହ୍ରାସ କରିବ ବୋଲି ଅର୍ଥନୀତିକ ବିଶାରଦମାନେ ଆଶା କରିଥିଲେ। ହେଲେ ଆରବିଆଇ…

କନଷ୍ଟେବଳ ଚଳାଉଥିଲେ ସେକ୍ସ ରାକେଟ:…

ଭୁବନେଶ୍ବର: ପୁରୀରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ଏବେ ନୂଆ ମୋଡ ନେଇଛି। ଏହି ମାମଲାରେ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ଦ୍ବିତୀୟ ସ୍ତ୍ରୀ ମୁହିଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ପୁଲିସ କ୍ବାର୍ଟର୍ସରେ ଜିତେନ୍ଦ୍ର ସେକ୍ସ ରାକେଟ୍ ଚଳାଇଥିଲା। ଏଥିରେ ଜିତେନ୍ଦ୍ରର ପ୍ରଥମ ସ୍ତ୍ରୀଙ୍କ ସହଯୋଗ ଥିଲା। ପୁରୀ…