Odisha Link
Bridging the Missing Links in Odisha
Daily Archives

December 24, 2019

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ…

ଭୁବନେଶ୍ୱର : ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ।ମଧ୍ୟାହ୍ନରେ ମନ୍ତ୍ରୀ ମାଲକାନଗିରି ପହଞ୍ଚିବା ସହ ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗଦେଇଥିଲେ । ବୈଠକରେ ଗତ ସେପ୍ଟେମ୍ବର ୧୦…

ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ…

ଭୁବନେଶ୍ୱର : ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ ଆଜି ଅପରାହ୍ନରେ ଲୋକର୍ପିତ ହୋଇଛି । କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୋର୍ଟାଲ୍‌କୁ ଲୋକାର୍ପଣ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ…

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି…

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଏମ୍ସରେ ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟକ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ। ଏଥିସହ ଚିକିତ୍ସା ବ୍ୟବସ୍ଥାକୁ ପ୍ରସାରିତ କରିବା ପାଇଁ କେତେକ ନୂତନ ବ୍ୟବସ୍ଥାର ମଧ୍ୟ ଉଦଘାଟନ କରାଯିବ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ…

ଜାତୀୟ ଉପଭୋକ୍ତା ଦିବସର ରାଜ୍ୟସ୍ତରୀୟ…

ଭୁବନେଶ୍ୱର : ଖାଉଟିମାନଙ୍କ ସୁରକ୍ଷା ଓ ଅଧିକାର ପ୍ରତି ସରକାର ସର୍ବଦା ତତ୍ପର । ଉପଭୋକ୍ତାମାନଙ୍କୁ ଅସାଧୁ ବିକ୍ରେତା, ମୁନାଫାଖୋର ବ୍ୟବସାୟୀ ଓ ସେବାପ୍ରଦାନରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖାଉଟିମାନଙ୍କ ନାଯ୍ୟ ଅଧିକାରକୁ…

ଡାକ୍ତର ସାଜିଲେ ଦେବଦୂତ

ମାଲକାନଗିରି: ଡାକ୍ତର ସାଜିଲେ ଦେବଦୂତ। ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଟ୍ୟୁମର ଅପରେସନ କରି ଜଣେ ଡାକ୍ତର ଏବେ ଚର୍ଚ୍ଚାରେ। ଟ୍ୟୁମର ଅପରେସନ ସଫଳ ହେବା ସହ ବଞ୍ଚିଯାଇଛି ଜଣେ ଗରିବ ଆଦିବାସୀ ଯୁବତୀଙ୍କ ଜୀବନ। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ…

ଗାଈର ସ୍ୱୟଂବର ଜାଣନ୍ତୁ ଖବର

ଭୋପାଲ : ସାଧାରଣତଃ ସ୍ୱୟଂବର ପୁଅ ଝିଅଙ୍କ ମଧ୍ୟରେ ହୋଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସ୍ୱୟଂବର ଖାଲି ମନୁଷ୍ୟ ମାନଙ୍କର ହୋଇନଥାଏ ଗାଇ ମାନଙ୍କର ମଧ୍ୟ ହୋଇଥାଏ । ଏହା ଆପଣ କେବେ ଶୁଣି ନଥିବେ । ହେଲେ ମଧ୍ୟପ୍ରଦେଶର ଭୋପାଲରେ ଗାଈମାନଙ୍କର ସ୍ୱୟଂବର ହୋଇଛି। ସେହି ସ୍ୱୟଂବରରେ ୨୦୦ଟି ଷଣ୍ଢ…

‘ଅଟଳ ଜଳ ଯୋଜନା’କୁ କ୍ୟାବିନେଟ ମୋହର,…

ନୂଆଦିଲ୍ଲୀ: ଆଜି ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନପିଆର ସହ ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ୬୦୦୦ କୋଟି ଟଙ୍କା…

ବକେୟା ଦରମା ପାଇଁ ବେସାମରିକ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ପାଇଲଟ୍‌ ଓ କମାଣ୍ଡରମାନଙ୍କର ବାକି ଥିବା ଦରମା ପାଇଁ ଇଣ୍ଡିଆନ୍‌ କମର୍ସିଆଲ୍‌ ପାଇଲଟସ ଆସୋସିଏସନ(ଆଇସିପିଏ) ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏକ ଚିଠି ଲେଖାଯାଇଛି। ଗତ ଦୁଇ/ତିନି ବର୍ଷ ହେଲା ସେମାନଙ୍କୁ ଉଡାଣ ଭତ୍ତା ଓ ଦରମା ଠିକ ସମୟରେ…

ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମିରଟ ସହରକୁ ଯିବାକୁ ଅନୁମତି ଦେଲାନି ଉତ୍ତର ପ୍ରଦେଶ ପୁଲିସ୍। ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧୀ ଆନ୍ଦୋଳନ କାଳରେ ମିରଟରେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ନିକଟ ସଂପର୍କୀୟମାନଙ୍କୁ ଭେଟି ସେମାନଙ୍କୁ ସମବେଦନା…

NPR ପାଇଁ କୌଣସି ପ୍ରମାଣପତ୍ର ଦରକାର…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏନପିଆରକୁ ଅପ୍‌ଡେଟ୍‌ କରିବା ପାଇଁ ମଞ୍ଜୁରୀ ମିଳିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ…