Odisha Link
Bridging the Missing Links in Odisha
Daily Archives

December 24, 2019

ଖଣ୍ଡପଡ଼ାରେ ୧୮୫ତମ ପଠାଣି ସାମନ୍ତ ଜୟନ୍ତୀ

ନୟାଗଡ଼: ବିଶ୍ବବିଖ୍ୟାତ ଜ୍ୟୋତିର୍ବିଦ୍‌, ଗଣିତଜ୍ଞ, ପଣ୍ଡିତ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୫ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଖଣ୍ଡପଡ଼ା ସ୍ଥିତ ସାମନ୍ତ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ମନ୍ଦିର ଓ ପାଠାଗାର ପରିସରରେ ଆଜି ଅପରାହ୍ଣରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ଇଲେକ୍‌ଟ୍ରନିକ୍ସ ଓ…

ସାଧାରଣତନ୍ତ୍ର ଦିବସ: ପରେଡରେ ପଦର୍ଶିତ…

ଭୁବନେଶ୍ବର: ଆଗାମୀ ୨୦୨୦ ଜନରାଜ୍ୟ ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ପ୍ରକାଶଥାଉକି ପ୍ରତିବର୍ଷ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନିମନ୍ତେ…

ନାତୁଣୀ ନାମ ‘ନାଗରିକତା’ ରଖିଲେ ଏହି…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହାରି ମଧ୍ୟରେ ବିକ୍ଷୋଭକାରୀଙ୍କୁ ହିଂସା ପ୍ରଦର୍ଶନ ନ କରିବାକୁ ଅପିଲ କରିଛନ୍ତି ଜଣେ ପାକିସ୍ତାନର ଜଣେ ହିନ୍ଦୁ ମହିଳା। ମହିଳା ଜଣକ କହିଛନ୍ତି ଯେ ବିକ୍ଷୋଭକାରୀ ପାକିସ୍ତାନରେ ଥିବା ହିନ୍ଦୁଙ୍କ…

ଦଶମ ଦିନରେ ତୋଷାଳି ମେଳା, ଜମୁଛି ଲୋକଙ୍କ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଡିସେଞ୍ଚର ୧୫ ତାରିଖଠାରୁ ଜନତା ମଇଦାନଠାରେ ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଆରମ୍ଭ ହୋଇଛି । ଆଜି ତୋଷାଳି ମେଳା ଦଶମ ଦିନରେ ପହଞ୍ଚିଛି। ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଭାଗୀୟ ବିତ୍ତ…

ସ୍ୱର୍ଣ୍ଣ ପଦକ ପ୍ରତ୍ୟାଖ୍ୟାନ କଲେ…

ନୂଆଦିଲ୍ଲୀ: ସ୍ୱର୍ଣ୍ଣ ପଦକକୁ ପ୍ରତ୍ୟାଖ୍ୟାନ କଲେ ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଛାତ୍ରୀ। ଯାହାରିଫଳରେ ଗଣମାଧ୍ୟମରେ ଚର୍ଚ୍ଚିତ ଚେହେରା ପାଲଟିଯାଇଛନ୍ତି ଛାତ୍ରୀ ଜଣକ। କଣ ପାଇଁ ପଦକ ପ୍ରତ୍ୟାଖାନ କଲେ ବିଶ୍ୱବିଦ୍ୟାଳୟର ଛାତ୍ରୀ ଆଜି ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସୁରକ୍ଷାକର୍ମୀମାନେ ତାଙ୍କ ହିଜାବ…

ୱିଜଡେନ୍ ଟିମ୍‌ରେ ଭାରତୀୟ ଖେଳାଳି, କିଏ…

ଲଣ୍ଡନ: ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଟିମ୍‌ ଚୟନ କରିଛି କ୍ରିକେଟର 'ବାଇବଲ' କୁହାଯାଉଥିବା ଓ୍ବିଜଡେନ। ଓ୍ବିଜଡେନ ଦ୍ବାରା ହୋଇଥିବା ଟିମରେ ସ୍ଥାନ ପାଇଛନ୍ତି ଭାରତୀୟ ଖେଳାଳି। ଏପରିକି ଓ୍ବିଜଡେନ ଟେଷ୍ଟ ଟିମର ଅଧିନାୟକ ହୋଇଛନ୍ତି ବିରାଟ କୋହଲି। ଏହି ତାଲିକାରେ ବିଶ୍ୱର ଅନେକ କ୍ରିକେଟର୍…

ଗୃହ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ,…

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ସୁରକ୍ଷାକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ମଙ୍ଗଳବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇଛି। ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ,…

ଝାରସୁଗୁଡ଼ାକୁ ନୂତନ ସହରାଞ୍ଚଳ ରୂପ…

ଭୁବନେଶ୍ୱର: ଝାରସୁଗୁଡ଼ା ସହରକୁ ଏକ ନୂତନ ଆଧୁନିକ ସହର ରୂପେ ବିକଶିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ…

ସିଡିଏସ୍‌ ପଦକୁ କ୍ୟାବିନେଟ୍‍ ମଞ୍ଜୁରୀ

ନୂଆଦିଲ୍ଲୀ: ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍(ସିଡିଏସ୍‍)କୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀ ମିଳିଛି। କ୍ୟାବିନେଟ୍‍ରେ ସିଡିଏସ୍‍ ନିଯୁକ୍ତି ନେଇ ଘୋଷଣା ହୋଇଥିଲେ ମଧ୍ୟ ଏହି ପଦବୀରେ କାହାକୁ ନିଯୁକ୍ତ କରାଯିବ ସେ ନେଇ କୌଣସି ଘୋଷଣା କରାଯାଇନାହିଁ। ଦେଶର ସ୍ଥଳ ସେନା, ବାୟୁସେନା ଓ ନୌସେନା…

ଦେଶର ପ୍ରଥମ ଦୂରଗାମୀ ସିଏନ୍‌ଜି ବସ୍‌ର…

ଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍‌ଜି ବସର ଶୁଭାରମ୍ଭ କରିବା ପରେ ଏହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ…