Odisha Link
Bridging the Missing Links in Odisha

ମାର୍ଚ୍ଚ ୩ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ବର: ବାଜିଲା ଯୁକ୍ତ ୨ ପରୀକ୍ଷା ବିଗୁଲ। ଆସନ୍ତା ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ଥିଓରି ପରୀକ୍ଷା। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଦେବେ। ଆଜି ଭୁବନେଶ୍ବରରେ ଓଡ଼ିଶା ମାଧ୍ୟାମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ।

Comments are closed.