Odisha Link
Bridging the Missing Links in Odisha
Daily Archives

December 28, 2019

ରଣଜୀ ଟ୍ରଫି: ଓଡ଼ିଶାର ଦମଦାର ବିଜୟ,…

କଟକ: ଚଳିତ ରଣଜୀ ଟ୍ରଫିରେ ଏପର୍ଯ୍ୟନ୍ତ ଓଡ଼ିଶା ଦଳର ଦମଦାର ପ୍ରଦର୍ଶନ। ଆଜି ଆଉ ଏକ ଦମଦାର ବିଜୟ ଲାଭ କରିଛି ଓଡ଼ିଶା ରଣଜୀ ଦଳ। କଟକରେ ଅନୁଷ୍ଠିତ ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ ମ୍ୟାଚରେ ଆଜି ଓଡିଶା ଦଳ ଉତ୍ତରାଖଣ୍ଡକୁ ୧୦ ୱିକେଟରେ ପରାଜୟ କରିଛି। ପ୍ରଥମେ ବ୍ୟାଟିଂ କରି ଉତ୍ତରାଖଣ୍ଡ ୧୧୭ ରନ୍ କରିଥିଲା…

ବିଜେପିର ଦୁର୍ଯ୍ୟୋଧନ-ଦୁଃଶାସନ ସବୁଠୁ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ନେଇ ସାରା ଦେଶରେ ସରକାରଙ୍କ ବିପକ୍ଷରେ ରାଲି କରୁଛନ୍ତି ବିରୋଧୀ। ଏହି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ଶାହାଙ୍କ ‘ଟୁକଡେ ଟୁକଡେ’ ଗ୍ୟାଙ୍ଗକୁ ନେଇ ଟାର୍ଗେଟ କରିଛନ୍ତି…

ଟ୍ରାଫିକ୍‌ ନିୟମକୁ ଫୁ କଲେ ନେତା, ବିନା…

ଭୁବନେଶ୍ବର: ଏମିତି ଦିନ ଥିଲା ନୂଆ ଟ୍ରାଫିକ୍‌ ନିୟମକୁ ନେଇ ରାଜ୍ୟସାରା ଭୟର ଲହରୀ ଖେଳି ଯାଇଥିଲା। ନୂଆ ଟ୍ରାଫିକ୍‌ ନିୟମ ଅନୁଯାୟୀ ଟ୍ରାଫିକ୍‌ ନିୟମ ଉଲଂଘନକାରୀଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ୁଥିଲା। ଏଭଳିକି ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ଜନସାଧାରଣ ମୋଟା ଅଙ୍କର ଜୋରିମାନା ମଧ୍ୟ…

କଂଗ୍ରେସ ପାଳନ କଲା ୧୩୫ତମ ପ୍ରତିଷ୍ଠା…

ନୂଆଦିଲ୍ଲୀ: ଆଜି କଂଗ୍ରେସ ପାଳନ କରିଛି ଦଳର ୧୩୫ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ପ୍ରତିଷ୍ଠା ଦିବସରେ ଦଳ…

ଫୁଲ ନୁହେଁ ଆପଣଙ୍କ ପସନ୍ଦର ବହିଟିଏ…

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ହେମନ୍ତ ସୋରେନ। ଏହି ଖବର ପ୍ରସାର ହେବା ପରଠୁ ହେମନ୍ତ ସୋରେନଙ୍କ ପ୍ରଶଂସକମାନେ ଫୁଲତୋଡା ପଠାଇବାରେ ଲାଗିଛନ୍ତି। ହେଲେ ଏହାକୁ ନଜରରେ ରଖି ହେମନ୍ତ ସୋରେନ ତାଙ୍କ ପ୍ରଶଂସକଙ୍କୁ ଟୁଇଟର ମାଧ୍ୟମରେ କିଛି ବାର୍ତ୍ତା ଦେଇଛନ୍ତି। ହେମନ୍ତ…

ନାରାୟଣ, ସୂର୍ଯ୍ୟ ଓ ଡିଲେଶ୍ବର ପାଇବେ…

ଭୁବନେଶ୍ୱର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୧୯ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକ, ସମୀକ୍ଷକ ଓ ଗାଳ୍ପିକ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା…