Odisha Link
Bridging the Missing Links in Odisha
Daily Archives

January 22, 2020

ମୁଁ ବିଜେଡି ଲୋକ: ଦାମ ରାଉତ

ଭୁବନେଶ୍ବର: ବରିଷ୍ଠ ପୁରୁଖା ନେତା ଦାମ ରାଉତଙ୍କ ବଡ଼ ବୟାନ। ଦାମ ରାଉତ କହିଛନ୍ତି ଯେ, ମୁଁ ନବୀନ ବାବୁଙ୍କୁ ସମର୍ଥନ ଦେଇ ଆସିଛି। ଜୀବନରେ କେବେ ବି ନବୀନ ବାବୁଙ୍କୁ ବିରୋଧ କରିନି। ମୁଁ ଜଣେ ବିଜେଡି ଲୋକ ଓ ଜଣେ ପୁରୁଖା ସଦସ୍ୟ ମଧ୍ୟ। ମୁଁ ନିର୍ବାଚନ ଲଢ଼ିବି ନାହିଁ ବରଂ ବିଜୁଙ୍କ ଅନୁଗତ ହିସାବରେ…

ନିଲାମ ହେବ ନିରବଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ୧୪ ହଜାର କୋଟି ଟଙ୍କା ଠକି ବିଦେଶକୁ ପଳାଇଥିବା ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜବତ ସମ୍ପତ୍ତି ନିଲାମ ହେବ। ନିଲାମ ହେବାକୁ ଥିବା ଏହି ସମ୍ପତ୍ତି ମଧ୍ୟରେ ନିରବଙ୍କ ଦାମୀ କାର, ଘଣ୍ଟା, ହ୍ୟାଣ୍ଡ୍‌ବ୍ୟାଗ୍ ଏବଂ ବିରଳ କଳାକୃତି ରହିଛି। ଇଡି ପକ୍ଷରୁ ନିଲାମ ଦାୟିତ୍ବ ସାଫ୍ରନ୍‌ଆର୍ଟ…

ଚର୍ଚ୍ଚାରେ ଇମ୍ରାନ, କହିଲେ ପାକିସ୍ତାନରେ…

ଇସଲାମାବାଦ୍: ପୁଣିଥରେ ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଠିକ୍‌ ପୂର୍ବଭଳି ଏଥର ମଧ୍ୟ ଭାରତକୁ ଦାୟୀ କରିଛନ୍ତି ଇମ୍ରାନ ଖାନ। ସେ ୟୁଟ୍ୟୁବ୍‌ ଜରିଆରେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, ତାଙ୍କ ଦେଶରେ ବଢ଼ୁଥିବା ଯୌନ ଅପରାଧ ପାଇଁ ବଲିଉଡ୍‌ ଫିଲ୍ମ ସବୁ ଦାୟୀ। ସେ କହିଛନ୍ତି ମୋବାଇଲ…

ବାଂଲାଦେଶୀ ସେକ୍ସ ରାକେଟ୍‌ ଘଟଣା, ଆଉ…

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ବାଂଲାଦେଶୀ ସେକ୍ସ ରାକେଟ୍‌ର ତନାଘନା କରି ଗତକାଲି ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍। ପ୍ରଶାନ୍ତ ପରିଡ଼ା ନାମକ ଜଣେ ଯୁବକଙ୍କୁ ଆଜି ଗିରଫ କରିଛି ଲକ୍ଷ୍ମୀସାଗର ପୁଲିସ୍‌। ସେକ୍ସ ରାକେଟର କିଙ୍ଗିପିନ୍ ଅଞ୍ଜଳି…

ନାଗିରକତା ଆଇନ ଉପରେ ଲାଗିବନି ରୋକ୍:…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ବସ୍ତି। ଆଜି ସୁପ୍ରିମକୋର୍ଟ ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାୟର ପିଟିସନଗୁଡିକ ଉପରେ ଶୁଣାଣି କରିଛନ୍ତି। ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଉପରେ ତୁରନ୍ତ ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ। ସିଏଏ ଉପରେ…

ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ପାପାରାଓ ମୃତ

ମାଲକାନଗିରି: ଛତିଶଗଡର ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ମାଓ ନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏ ନେଇ ପୁଲିସ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଛତିଶଗଡ-ମାଲକାନଗିରି ସୀମାରେ ପାପାରାଓ ସକ୍ରିୟ ଥିଲା। ଛତିଶଗଡ ସରକାର ପାପାରାଓ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି…

ଜାନୁଆରୀ ୩୦ରେ ସିଏଏ ବିରୁଦ୍ଧରେ ବିଶାଳ…

ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ଭୁବନେଶ୍ବରର ମହାତ୍ମା ଗାନ୍ଧୀ ମାର୍ଗରେ ହେବ ଏକ ବିଶାଳ ସମାବେଶ। ଏହି ସମାବେଶ ନାଗରିକତା ସଂଶୋଧନ ଆଇନ, ଏନଆରସି ଓ ଏନପିଆର ପ୍ରତ୍ୟାହାର ଦାବିରେ କରାଯାଉଥିବା ସୂଚନା ରହିଛି। ଅନ୍ୟପଟେ ଏହି ସମାବେଶକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସମର୍ଥନ କରିଛି। ‘ଆମେ ଭାରତବାସୀ’…

ନିଆଁରେ ଜଳିଗଲା ୧୪ ବଖରା

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ବଳିବିନ୍ଧା ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ନିଆଁରେ ଗୋଟିଏ ପରିବାରର ୧୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୂର୍ଣ୍ଣଚନ୍ଦ୍ର…

ଝାରସୁଗୁଡ଼ାରୁ ବାରଣାସୀକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ । ଆଲାଏନ୍ସ ଏୟାର୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ଦେଇଯିବ। ଭୁବନେଶ୍ୱରରୁ ମଧ୍ୟ ଯାତ୍ରୀମାନେ ବାରାଣସୀକୁ ସିଧାସଳଖ ବିମାନ ସେବା ପାଇପାରିବେ। ପୂର୍ବରୁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ…

କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସହୟତା…

ଡାଭୋସ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ-କାଶ୍ମୀର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଅଧୀନକୁ ଆସିଛି। ଯାହା ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଭାରତର ଏଭଳି ଶକ୍ତ ପଦକ୍ଷେପ ପରେ କାଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଆମେରିକା…