୧୨ରେ ଓଡ଼ିଶା ଆସିବେ ଅମିତ ଶାହ
ଭୁବନେଶ୍ୱର: ଫେବୃୟାରୀ ୧୨ରେ ଭୁବନେଶ୍ୱରରେ ବସିବ ପୂର୍ବାଞ୍ଚଳ ପରିଷଦର ବୈଠକ। ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗ ଦେବେ। ବୈଠକ ୩୧ରେ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ମାତ୍ର ଏବେ ଏହା ଆସନ୍ତା ୧୨କୁ ଘୁଞ୍ଚିଛି । ୨୯ ବର୍ଷ ପରେ ଭୁବନେଶ୍ୱରରେ ୨୪ ତମ ପରିଷଦ ବୈଠକ ବସିବ ବୋଲି ସୂଚନା…