Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ

ବାଲେଶ୍ୱର: ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜଣେ ସହକାରୀ ଯନ୍ତ୍ରୀ ପଡ଼ିଛନ୍ତି। ସମ୍ପୃକ୍ତ ଯନ୍ତ୍ରୀ ଜଣକ ହେଉଛନ୍ତି ସୋର ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ। ବିଲ ପାସ ପାଇଁ ଶ୍ରୀ ସାହୁ ଜଣେ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।

Comments are closed.