Odisha Link
Bridging the Missing Links in Odisha
Daily Archives

February 5, 2020

ଅମରେଶ ପତ୍ରୀଙ୍କ ୨ ଦିନିଆ କନ୍ଧମାଳ…

ଭୁବନେଶ୍ୱର : ରାଜ୍ୟ ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ଗତକାଲିଠାରୁ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ପ୍ରଥମ ଦିନରେ ବାଲିଗୁଡା ଓ.ଏଲ୍‌.ଆଇ.ସି ଉପଖଣ୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ପତ୍ରୀ ଜିଲ୍ଲାର ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଠା ଜଳସେଚନ ନିଗମ ସଂପର୍କିତ…

“ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’…

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରରେ ମୋଦି ସରକାର ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି “ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ ସଂପର୍କରେ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଏହି ଘୋଷଣା କରି ଭାରତ ବର୍ଷର ଆସ୍ଥା ଏବଂ ଅତୁଟ…

ମାତାପିତାଙ୍କ ଛାଡପତ୍ରକୁ ନେଇ ଏପରି…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣି ନେଇଛନ୍ତ । ତାଙ୍କର ଚୁଲବୁଲି ଅନ୍ଦାଜକୁ ଅନେକ ଦର୍ଶକ ପସନ୍ଦ କରିଥାନ୍ତି । ଅଭିଷେକ କପୁରଙ୍କ ସିନେମା କେଦାର ନାଥ ସିନେମା ଜରିଆରେ ବଲିଉଡରେ ପାଦ ଥାପିଥିଲେ ସାରା । ସେ ନିଜ ପିତା ଓ ମାତାଙ୍କ ଛାଡପତ୍ର…

ବାଚସ୍ପତି ଚିରିଦେଲେ ଟ୍ରମ୍ପଙ୍କ ଅଭିଭାଷଣ…

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର କାଗଜକୁ ଚିରି ଦେଲେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି। ବାଚସ୍ପତି ପେଲୋସି ତାଙ୍କ ଅଭିଭାଷଣ କାଗଜ ଚିରିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ତାହା ଦେଖିପାରି ନଥିଲେ। ପରେ ବାଚସ୍ପତିଙ୍କୁ ଗଣମାଧ୍ୟମ ପ୍ରତିନିଧି କାଗଜ ଚିରିବା ନେଇ…

ଦିନିକିଆରେ ୩ଅଙ୍କ ଛୁଇଁଲେ ଶ୍ରେୟସ

ହାମିଲଟନ: ପ୍ରଥମ ଦିନିକିଆରେ ଭାରତ ୩୪୭ ରନ୍‌ କରିଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ଟିକୁ ୪ ୱିକେଟରେ ଜିତି ନେଇଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଯୁବ ତାରକା ଶ୍ରେୟସ ଆୟର ଆଜି ନିଜ ଦିନିକିଆ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ଏଭଳି ସଫଳତା…

ବିଦ୍ୟୁତ ଆଘାତରେ ମହିଳା ମୃତ

କେନ୍ଦୁଝର : ବିଦ୍ୟୁତ ଆଘାତରେ ମହିଳା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେମଶଢା ଗାଁରେ। ମୃତକ ଜଣକ ହେଲେ ସୁମିତ୍ରା ମହାନ୍ତ। ସୂଚନା ମୁତାବକ, କୌଣସି କାମ ପାଇଁ ସୁମିତ୍ରା ୱାଟର ହିଟରରେ ପାଣି ଗରମ କରୁଥିଲେ ଏବଂ ସେ ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା।…

ଖଣ୍ଡଗିରିରୁ ଜବତ ହେଲା ଧଳା ଜହର

ଭୁବନେଶ୍ବର: ରାଜଧାନୀରେ ଚାଲିଛି ବେଧଡକ ବ୍ରାଉନସୁଗାର କାରବାର। ଆଜି ଖଣ୍ଡଗିରି ଅଞ୍ଚଳରେ ରେଡ୍ କରି ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍। ବାଲେଶ୍ବରରୁ ବ୍ରାଉନସୁଗାର ଆଣି ରାଜଧାନୀର…

ଚିନ୍ତାର ଲାଲ୍ ସେନା: କାବ୍ୟର ଲାଲ୍ ବାନା

ଅସିତ ମହାନ୍ତି କବି ରବି ସିଂ ଙ୍କ ଆତ୍ମଜୀବନୀ 'ନିଃସଙ୍ଗ ପଦାତିକ'ର ଏହି ତୃତୀୟ ଖଣ୍ଡ ପ୍ରକାଶ ପାଇଥିଲା ୨୦୦୫ ମସିହା, ବସନ୍ତ ପଞ୍ଚମୀ ଦିନ। ତାହାର ଦୀର୍ଘ ୧୫ ବର୍ଷ ପରେ, ଆଉ ଗୋଟିଏ ବସନ୍ତ ପଞ୍ଚମୀର ମାତ୍ର ତିନି ଦିନ ପରେ, ଫେବୃଆରୀ ଦୁଇ ତାରିଖ ଦିନ ତାଙ୍କର ବିୟୋଗ ଘଟିଲା। ସେତେବେଳେ ଏହାର…

ବିରାଟଙ୍କ ନୂଆ କୀର୍ତ୍ତିମାନ,…

ହାମିଲଟନ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ। ହେଲେ ପ୍ରତିଟି ମ୍ୟାଚ୍‌ରେ ବିରାଟ ନୂଆ ନୂଆ ରେକର୍ଡ ନିଜ ନାଁରେ ଯୋଡ଼ିବାରେ ଲାଗିଛନ୍ତି। ବିରାଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମଧ୍ୟ ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ିଛନ୍ତି। ଅଧିନାୟକ ଭାବେ ଦିନିକିଆରେ…

ରଙ୍ଗ୍‌ ଡ୍ରାଇଭିଂ କଲେ ଚକା ଲିକ୍!

ଭୁବନେଶ୍ବର: ଆପଣ କଟକ କିମ୍ବା ଭୁବନେଶ୍ବରରେ ରଙ୍ଗ୍ ରୁଟ୍‌ରେ ଗାଡ଼ି ଚଳାଉଛନ୍ତି କି? ଯଦି ଚଳାଉଛନ୍ତି, ହୁସିଆର୍ ହୋଇ ଯାଆନ୍ତୁ। କାରଣ ଖୁବ୍ ଶୀଘ୍ର କମିସନରେଟ ପୁଲିସ କେତେକ ପ୍ରମୁଖ ରଙ୍ଗ୍ ରୁଟ୍ ରାସ୍ତାରେ ସ୍ପାଇକ୍ ବ୍ୟାରିୟର ଲଗାଇବାକୁ ଯୋଜନା କରିଛି। ଆପଣଙ୍କ ଗାଡ଼ି ସେହି ରାସ୍ତାରେ ଗଡ଼ିବା କ୍ଷଣି…