Odisha Link
Bridging the Missing Links in Odisha
Daily Archives

February 5, 2020

ଭାରତକୁ ୪ ଓ୍ଵିକେଟରେ ପରାସ୍ତ କଲା…

ହାମିଲଟନ: ହାମିଲଟନର ସେଡନ ପାର୍କଠାରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୪ ଓ୍ଵିକେଟରେ ପରାସ୍ତ କରିଛି। ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ଲଢୁଆ ଶତକ ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିବା ସହ ସିରିଜରେ ୧-୦ରେ ଅଗୁଆ ରହିଛି। ଭାରତ ପକ୍ଷରୁ ଧାର୍ଯ୍ୟ…

ରାମ ମନ୍ଦିର ଟ୍ରଷ୍ଟ: ଓଓ୍ବେସୀ କହିଲେ…

ନୂଆଦିଲ୍ଲୀ: ଆଜି ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କଲେ ନରେନ୍ଦ୍ର ମୋଦି। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ଟ୍ରଷ୍ଟର ଘୋଷଣା ପରେ ବିଜେପି ନେନା ଖୁସି ମନାଉଥିବା ବେଳେ ବିପକ୍ଷ ନେତା କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଏଆଇଏମଆଇଏମ ଦଳର ସୁପ୍ରିମୋ ଅସଦ୍ଦୁଦ୍ଦିନ ଓଓ୍ବେସୀ ରାମ ମନ୍ଦିର ଟ୍ରଷ୍ଟକୁ ନେଇ…

ନିର୍ଭୟା ମାମଲା: ଦୋଷୀଙ୍କୁ ୭ ଦିନ ସମୟ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୪ ଦୋଷୀଙ୍କୁ ୭ ଦିନ ସମୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ତତ୍କାଳ ଫାଶି ପାଇଁ କେନ୍ଦ୍ର ସରକାର କରିଥିବା ଆବେଦନକୁ ଖାରଜ କରିଛନ୍ତି…

କେଜ୍ରିଓ୍ବାଲ ଜଣେ ଚମତ୍କାର…

ନୂଆଦିଲ୍ଲୀ: ଦିଲ୍ଲୀରେ ଜମୁଛି ନିର୍ବାଚନୀ ପ୍ରଚାର। ତିନି ପ୍ରମୁୁଖ ଦଳ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି। ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଚନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ…

ଜଗନ୍ନାଥ ଜମି ଚିହ୍ନଟ ପାଇଁ ଗଠନ ହେବ…

ପୁରୀ: ଶ୍ରୀ ଜଗନ୍ନାଥଙ୍କ ଜମି ଚିହ୍ନଟ ପାଇଁ କମିଟି ଗଠନ କରାଯିବ। ରାଜସ୍ୱ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ତାଙ୍କ…

ଲାଞ୍ଚ ମାଗି ବହିଷ୍କାର ହେଲେ ସ୍କୁଲର…

ସୁନ୍ଦରଗଡ଼ : ମହଙ୍ଗା ପଡିଲା ଲାଞ୍ଚ ମାଗିବା। ପାଚିକା ଚାକିରି ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ମାଗି ଚାକିରିରୁ ବହିଷ୍କୃତ ହୋଇଛନ୍ତି ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପିଇଟି। ବହିଷ୍କୃତ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଏବଂ ପିଇଟି ଅମର ଅନନ୍ତ ପଟ୍ଟନାୟକ।…

ଏବେ ଯିବନି ବାଘୁଣୀ ସୁନ୍ଦରୀ!

ଭୁବନେଶ୍ୱର: ଏବେ ସାତକୋଶିଆରୁ ବାଘୁଣୀ ସୁନ୍ଦରୀ କାହ୍ନା ଅଭୟାରଣ୍ୟ ଯିବ ନାହିଁ। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା…

ଅମିତ ଶାହଙ୍କୁୁ ଚ୍ୟାଲେଞ୍ଜ କଲେ ଅରବିନ୍ଦ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ୍ର କେଜ୍ରିଓ୍ବାଲ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଲେ ଚ୍ୟାଲେଞ୍ଜ। ଆପ୍‌ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ବାଲ କହିଛନ୍ତି ଯେ, ଅମିତ ଶାହ ଦିଲ୍ଲୀରେ କହୁଛନ୍ତି କି ଆମକୁ ଭୋଟ ଦିଅ…

ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର…

ପୁରୀ: ଶ୍ରୀମନ୍ଦିର ପାଣ୍ଠି ଗଚ୍ଛିତ ପ୍ରସଙ୍ଗରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତାହା ହେଲା ଏଣିକି ଶ୍ରୀମନ୍ଦିର ପାଣ୍ଠି କୌଣସି ଜାତୀୟକରଣ ବ୍ୟାଙ୍କରେ ହିଁ ଗଚ୍ଛିତ ରହିବ। ଟଙ୍କା ରଖିବା ପାଇଁ ବ୍ୟାଙ୍କମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯିବ।…

ଶ୍ରୀନଗରରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ…

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ଆଜି ଶ୍ରୀନଗର ଅନ୍ତର୍ଗତ ଲାୱେପୋରା ଅଞ୍ଚଳ ପରିମପୋରାରେ ଥିବା ଚେକ ପୋଷ୍ଟ ନିକଟରେ ହଠାତ୍ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଫଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ…