Odisha Link
Bridging the Missing Links in Odisha

କାଳିଆ ଯୋଜନାରେ ଦୁର୍ନୀତି ଜିଲ୍ଲାପାଳଙ୍କ କଠୋର ପଦକ୍ଷେପ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାପାଳ ବଡ ପଦକ୍ଷେପ ନେଇଛନ୍ତି । କାଳିଆ ଟଙ୍କା ଆତ୍ମସାତ୍ ଘଟଣାକୁ ନେଇ ଜଣଙ୍କୁ ସସପେଣ୍ଡ ଓ ମାମଲା ରୁଜୁ କରାଯାଇଛି । ଧବଳେଶ୍ବର ସେବା ସମବାୟ ସମିତି ସଂପାଦଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ ।

ସଂପାଦକ ଜଣକ ହେଲେ କୈଳାସ ଚନ୍ଦ୍ର ମଲ୍ଲିକ । ଟାଟା ଏଣ୍ଟ୍ରି ଅପରେଟର ବାସଦେବ ସାହୁଙ୍କ ନାଁରେ ମାମଲା ରୁଜୁ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

Comments are closed.