Odisha Link
Bridging the Missing Links in Odisha
Daily Archives

February 5, 2020

ଶକ୍ତିକାନ୍ତଙ୍କୁ ‘ଏସିଆ ପାସିଫିକ…

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଫାଇନାନସିଲ ଟାଇମସ ବ୍ୟାଙ୍କର ମାଗାଜିନ ପକ୍ଷରୁ ଚଳିତ ବର୍ଷ ପାଇଁ ‘ଏସିଆ ପାସିଫିକ ସେଣ୍ଟ୍ରାଲ ବ୍ୟାଙ୍କର ଅଫ ଦ ଇୟର’ ସମ୍ମାନ ନିମନ୍ତେ ମନୋନୟନ କରାଯାଇଛି। ଅର୍ଥନୀତିକୁ ସୁସଙ୍ଗତ ସହ ବିକାଶକୁ ପ୍ରାଧାନ୍ୟ ଦେବା ଓ ସ୍ଥିରତା ଆଣିବା…

ଦିଲ୍ଲୀ ପୋଲିସ୍‌ ଜାରି କରିଥିବା ଫଟୋ…

ନୂଆଦିଲ୍ଲୀ: ଶାହିନ୍‌ ବାଗ୍‌ ଗୁଳିକାଣ୍ଡରେ ଗିରଫ ହୋଇଥିବା ଦୋଷୀ କପିଲ ସିଂହ ଆମ ଆଦମୀ ପାର୍ଟିର ସଦସ୍ୟ ବୋଲି ସୂଚନା ଦେଇଥିଲେ। ଏହାରି ମଧ୍ୟରେ ଦୋଷୀ କପିଲଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆମ ଅଞ୍ଚଳରେ ଆମ୍‌ ଆଦମୀ ପାର୍ଟିର ପ୍ରଚାର ହେଉଥିଲା। ସେହି ସମୟରେ ଜବରଦସ୍ତି ଆସି ଟୋପି…

ନକଲି ମୁଦି ଦେଇ ପ୍ରପୋଜ କରିଥିଲେ :…

ମୁମ୍ବାଇ : ବଲିଉଡର ଷ୍ଟାର ଅଭିଷେକ ବଚ୍ଚନଙ୍କର ଆଜି ଜନ୍ମ ଦିନ । ୪୩ବୟସରେ ପାଦ ଦେଇଛନ୍ତି ବିଗବିଙ୍କ ପୁଅ ଅଭିଷେକ। ସେ ୫ ଫ୍ରେବ୍ରୁଆରୀ ୧୯୭୬ ମସିହା ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲା । ଅଭିଷେକ ନିଜର ଜନ୍ମଦିନ ନିଜର ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ପରିବାର ସହିତ ମନାଇଛନ୍ତି ।…

ରାମ ମନ୍ଦିର ଟ୍ରଷ୍ଟ୍‍ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଗଠନ ନିମନ୍ତେ ଉଦ୍ଧିଷ୍ଟ ଟ୍ରଷ୍ଟ୍‍କୁ ଲୋକସଭାରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିରର ଉନ୍ନତି ପାଇଁ ଆମେ ଯୋଜନାଟିଏ ପ୍ରସ୍ତୁତ କରିଛୁ। ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଏକ ଟ୍ରଷ୍ଟ୍‍ ଗଠନ…

ବସଷ୍ଟାଣ୍ଡରେ ହେବ ସପିଂ ମଲ ଓ ମଲଟି…

ଭୁବନେଶ୍ୱର: ଏଣିକି ଆଉ ବସଷ୍ଟାଣ୍ଡ ଅପରିଷ୍କାର ହେବ ନାହିଁ କି ଘଣ୍ଟାଘଣ୍ଟା ଅପେକ୍ଷା କରୁଥିବା ଯାତ୍ରୀମାନେ ଆଉ ବୋର ହେବେନାହିଁ। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି। ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର…

ନ୍ୟୁଜିଲାଣ୍ଡକୁ ୩୪୮ ରନ୍‌ର ଟାର୍ଗେଟ…

ହାମିଲଟନ: ହାମିଲଟନରେ ଚାଲିଥିବା ପ୍ରଥମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୪୭ ରନ କରିଛି। ଶ୍ରେୟସ ଆୟାରଙ୍କ ଶତକୀୟ ଇନିଂସ, କେ.ଏଲ. ରାହୁଲଙ୍କ ଧୂଆଁଧାର ୮୮ ରନ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୫୧ ରନ ବଳରେ ଟିମ୍‌ ଇଣ୍ଡିଆ ଏହି ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି। ଇନିଂସ ଓପର କରିଥିବା…

କରୋନା ସନ୍ଦେହରେ ପୁଣି ଜଣେ ଏସ୍‌ସିବିରେ…

କଟକ: କରୋନା ସନ୍ଦେହରେ ପୁଣି ଜଣେ ଗତକାଲି ବିଳମ୍ବିତ ରାତିରେ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡିଛି। ସେ ହଂକଂରେ ଏକ କମ୍ପାନୀରେ କାମ କରୁଥିଲେ। କୌଣସି କାର୍ଯ୍ୟରେ ଚୀନ୍ ଯାଇ ଜାନୁଆରୀ ୨୪ରେ ଘରକୁ ଫେରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର…

ଦିବ୍ୟାଙ୍ଗ ପାଦରେ ଆଙ୍କିଲେ ବିଗ୍‌ ବିଙ୍କ…

ମୁମ୍ବାଇ : ଇଚ୍ଛା ଶକ୍ତି ଆଗରେ ସବୁ କିଚି ହାର ମାନି ଯାଇଥାଏ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ଆୟୁଷ କୁଣ୍ଡଲ ନିଜ ପାରେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ପେଣ୍ଟିଂ ଆଙ୍କିଛନ୍ତି। ଏହି ଖବର ପାଇ ବିଗ୍ ବି ଆୟୁଷଙ୍କୁ ନିଜ ଘରକୁ ଡକାଇ ତାଙ୍କ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ମୁଗକଣି ଗାଁ ନିକଟ ନାଳ କଡରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ପରିପଙ୍ଗରା ଗାଁର ଗୁନ୍ଥା ପ୍ରଧାନ। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗୁନ୍ଥା ପାଖ ଗାଁରେ ଚାଲିଥିବା ଯାତ୍ରା…

‘କରୋନା’ ଆତଙ୍କ: ୪୯୨ ଜଣ ମୃତ

ବେଜିଂ: ଦିନକୁ ଦିନ କରୋନା ଭାଇରସ୍ ନିଜ କାୟା ମେଲାଇବା ସହ ମହାମାରୀର ରୂପ ନେଇଛି। କେବଳ ଚୀନ ନୁହେଁ ଏହି ଭୂତାଣୁକୁ ଏବେ ସାରା ବିଶ୍ଵରେ କୋକୁଆ ଭୟ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ‘କରୋନା’ ଆତଙ୍କରେ ୪୯୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୪ ହଜାର ୩୨୪ ଜଣ ଆକ୍ରାନ୍ତ ଅଛନ୍ତି। ଏହି ଭୂତାଣୁ ଚୀନ…