Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ବର: ଭୁବନେଶ୍ବରର ପରିମଳ ବ୍ୟବସ୍ଥା ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ। ଡ୍ରେନେଜ ବ୍ୟବସ୍ଥା ବ୍ୟବସ୍ଥିତ କରିବାକୁ ଚିଠିରେ ଅନୁରୋଧ କଲେ ଅପରାଜିତା। ଏହା ସହିତ ବିଭିନ୍ନ ସ୍ଥାନରେ ଜମୁଥିବା ପାଣି ନିଷ୍କାସନ କରିବା ସମ୍ପର୍କରେ ମଧ୍ୟ ଅପରାଜିତା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.