Odisha Link
Bridging the Missing Links in Odisha
Daily Archives

February 13, 2020

କରୋନା ଭାଇରସ୍: ହୁବେଇ ମୁଖ୍ୟଙ୍କୁ…

ବେଜିଂ: ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା। ଏହି ଭାଇରସ୍‌ ଚାଇନାର ହୁବେଇ ପ୍ରଦେଶରୁ ସୃଷ୍ଟି ହୋଇଥିଲା ଯାହା ଏବେ ସାରା ବିଶ୍ବରେ ଭୟ ସୃଷ୍ଟି କରିଛି। କରୋନା ଭାଇରସକୁ ମୁକାବିଲା କରିବାରେ ହୁବେଇ ପ୍ରଦେଶର ମୁଖ୍ୟ ବିଫଳ ହୋଇଥିବାରୁ ଆଜି ଚାଇନାର କ୍ଷମତାସୀନ…

କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରାଯିବା…

ଭୁବନେଶ୍ୱର :  କେନ୍ଦ୍ରରେ ମୋଦି ସରକାର ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା ଲାଗୁ କରଛନ୍ତି । ଏହା ସହ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି । ଏବେ ପିଏମ୍ କିଷାନ ହିତାଧିକାରୀଙ୍କ ସମେତ ରାଜ୍ୟର ମତ୍ସ୍ୟ ଓ ପଶୁପାଳନ କରୁଥିବା ଚାଷୀଙ୍କୁ ମଧ୍ୟ…

ରାଗିଂ ନୁହେଁ, ଗଣ୍ଡଗୋଳ: କୁଳପତି

ସମ୍ବଲପୁର: ବର୍ଲା ଭିସୁଟ୍‌ରେ ରାଗିଂ ଅଭିଯୋଗ ଘଟଣାର ନୂଆ ମୋଡ଼ ନେଇଛି। ସୋସିଆଲ୍‌ ମିଡିଆରେ ରାଗିଂ ଭିଡିଓ ଭାଇରାଲ୍‌ ପରେ ବିଶ୍ବବିଦ୍ୟାଳୟର କୁଳପତି ଅଟଳ ଚୌଧୁରୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ କୁଳପତି କହିଛନ୍ତି ଯେ, ଏହା ରାଗିଂ ନୁହେଁ। ବିଶ୍ବବିଦ୍ୟାଳୟ ବାହାରେ ଗଣ୍ଡଗୋଳର ଦୃଶ୍ୟ। ସିନିଅର…

୨୪ ଘଣ୍ଟା ମଧ୍ୟରେ ‘ଆପ୍’ରେ ଯୋଗ ଦେଲେ…

ନୂଆଦିଲ୍ଲୀ: ଲଗାତାର ୩ୟ ଥର ପାଇଁ ଦିଲ୍ଲୀ ସିଂହାସନ ଅକ୍ତିଆର କଲେ ଅରବିନ୍ଦ କେଜ୍ରିଓ୍ବାଲ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାର ୨୪ ଘଣ୍ଟା ମଧ୍ୟରେ ‘ଆପ୍‌’ରେ ୧୧ ଲକ୍ଷ ଅଧିକ ବ୍ୟକ୍ତି ଯୋଗ ଦେଇଛନ୍ତି। ଗୁରୁବାର ଦିନ ଟୁଇଟ୍‌ କରି ଏ କଥା ‘ଆପ୍‌’ ତରଫରୁ ସୂଚନା ଦିଆଯାଇଛି । ୭୦…

ବୋର୍ଡକୁ ବଦନାମ୍‌ ପରିବା ପାଇଁ ଉଦ୍ୟମ…

ଭୁବନେଶ୍ବର: ବାରିପଦା ଓ ଆସିକାରେ ମାଟ୍ରିକ୍‌ ଆଡମିଟ୍‌ କାର୍ଡ ଭାଇରାଲ୍‌ ପ୍ରସଙ୍ଗରେ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏନେଇ ଶ୍ରୀ ଦାଶ କହିଛନ୍ତି ଯେ, ଭାଇରାଲ୍‌ ଆଡମିଟ୍‌ କାର୍ଡ ଫେକ୍। ବୋର୍ଡକୁ ବଦନାମ୍‌ କରିବା ପାଇଁ ଭାଇରାଲ କରାଯାଇଛି। ସେ ଏ ବାବଦରେ ବୋର୍ଡ ସଭାପତିଙ୍କ ସହିତ କଥା…

କୋର୍ଟରେ ବୋମାମାଡ଼

ଲକ୍ଷ୍ନୌ: କୋର୍ଟ ପରିସରରେ ବୋମାମାଡ଼। ଆଜି ଅପରାହ୍ନରେ ଲକ୍ଷ୍ନୌର ୱଜିରଗଞ୍ଜ କୋର୍ଟ ପରିସରରେ ବୋମାମାଡ଼ ହୋଇଛି। ଏହି ବୋମାମାଡ଼ରେ ଅନେକ ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ୱଜିରଗଞ୍ଜ ପହଞ୍ଚି ୩ଟି ଜୀବନ୍ତ ବୋମା ଜବତ କରିବା ସହ ତଦନ୍ତ ଜାରି କରିଛି। ଜାତୀୟ ଗଣମାଧ୍ୟମ ସୂଚନା…

ବିଜେଡିର ଅସଲ ମୁଖା ଖୋଲିଛି: ବିଜେପି

ଭୁବନେଶ୍ବର: ଅନୁପ ସାଏ ଗରିଫ ପ୍ରସଙ୍ଗରେ ଲେଖାଶ୍ରୀ ସାମନ୍ତସଂହାରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନୁପ ସାଏଙ୍କ ବିରୋଧରେ ପୂର୍ବରୁ ବି ଆମେ ଅଭିଯୋଗ କରିଥିଲୁ। ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ସତ୍ତ୍ବେ ବିଜେଡି କିନ୍ତୁ ଆଦୌ ଶୁଶୁ ନଥିଲା। ଛତିଶଗଡ଼ ପୋଲିସ ହାତରେ ଗିରଫ ପରେ ବିଜେଡିର ଅସଲ ମୁଖା ଖୋଲିଛି।…

ଯୁକ୍ତ ୩ ପ୍ରଶ୍ନପତ୍ର ଭାଇରାଲ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଯୁକ୍ତ ୩ ର ରାସାୟନ ବିଜ୍ଞାନ ତୃତୀୟ ସେମିଷ୍ଟାର ପ୍ରଶ୍ନପତ୍ର ଭାଇରାଲ ହୋଇଛି। ସୁନ୍ଦରଗଡ଼ରେ କଲେଜ ଛାତ୍ରଙ୍କ ମୋବାଇଲରେ ଘୁରିବୁଲୁଛି ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ସ୍ବାକାର କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ସୂଚନା ଦେଇଛନ୍ତି…

ରାମନବମୀରେ ଆରମ୍ଭ ହେବନି ରାମ ମନ୍ଦିର…

ନୂଆଦିଲ୍ଲୀ: ରାମନବମୀରେ ଆରମ୍ଭ ହେବନି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଏ ସମ୍ପର୍କରେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ,, ରାମନବମୀ ଦିନ ଏଠାରେ ୧୫ରୁ ୨୦ ଭକ୍ତଙ୍କ ସମାଗମ ହୁଏ। ତେଣୁ ଏହି ଦିନ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବା କଷ୍ଟକର ହେବ।…

ମାତ୍ର ଟଙ୍କାଏ ପାଇଁ ଚାଲିଗଲା ଜୀବନ,…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସାର୍ଥା ବଜାରରେ ୧ ଟଙ୍କାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି। ସିଗାରେଟ କିଣାକୁ ନେଇ ଏହି ହତ୍ୟାକାରଣ୍ଡ ହୋଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡକୁ କେନ୍ଦ୍ର କରି ସ୍ଥାନୀୟଲୋକେ ଗୁରୁବାର ରାସ୍ତାରୋକ କରିଛନ୍ତି। ମୃତକ ହେଲେ ସୁବାଷ ପାତ୍ର।…