Odisha Link
Bridging the Missing Links in Odisha

ଶ୍ରୀମନ୍ଦିରକୁ ମିଳିଛି ଭକ୍ତଙ୍କ ଦାନ, କେତେ ମିଳିଛି ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ୧୮୭ କୋଟି ଟଙ୍କା ଓ ୧୭ କେଜି ସୁନା ଦାନ ମିଳିଛି। ଆଜି ବିଧାନସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନରେ ଉତ୍ତର ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ଜାନୁଆରୀ ୨୦୨୦ ସୁଦ୍ଧା ୧୮୭ କୋଟି ୧ ଲକ୍ଷ ୮୫ ହଜାର ୬୮୩ ଟଙ୍କା ଦାନ ମିଳିଛି। ୧୭କିଲୋ ୭୫୬ ଗ୍ରାମ ୭୦୬ ମିଲିଗ୍ରାମ ସୁନା ମଧ୍ୟ ଦାନ ମିଳିଛିି। ଖାଲି ସେତିକି ନୁହେଁ ୨୨୭ କିଲେ ୯୫ ଗ୍ରାମ ୩୦୭ ମିଲିଗ୍ରାମ ରୁପା ମଧ୍ୟ ଦାନ ମିଳିଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Comments are closed.