Odisha Link
Bridging the Missing Links in Odisha

ଧଳା ରଙ୍ଗର ଗାଉନ ପିନ୍ଧି ଆୱାର୍ଡରେ ପହଁଞ୍ଚିଲେ କ୍ୟାଟ, ଡ୍ରେସର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କେଫ । ସେ ସବୁ ସମୟରେ ନିଜର ଷ୍ଟାଇନକୁ ନେଇ ଚର୍ଚ୍ଚାରେ ଥାନ୍ତି । କିଛି ଦିନ ତଳେ “ଫେମିନା ବ୍ୟୁଟି ଆୱାର୍ଡ” ସୋ’ରେ କାଟ୍ରିନା ପିନ୍ଧିଥିବା ଡ୍ରେସକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଛି ।

ସେ ଏକ ଧଳା ରଙ୍ଗର ନେକ ଲାଇନର ଡ୍ରେସ ପିନ୍ଧିଥିଲେ । କ୍ୟାଟ୍ରିନାଙ୍କ ଏହି ଡ୍ରେସକୁ ଡିଜାଇନ କରିଥିଲେ ପ୍ରଶିଦ୍ଦ ଡିଜାଇନର ଏଲେକ୍ସ ପ୍ୟାରୀ । ଏହାର ମୂଲ୍ୟ ହେଉଛି ୧,୯୩,୪୬୪ ଟଙ୍କା ।

https://www.instagram.com/p/B8t0Fsshqtt/?utm_source=ig_embed

ତେବେ କହି ରଖୁଛୁ କି କ୍ୟାଟ୍ରିନା ସିନେମା ସୂର୍ଯ୍ୟବଂଶୀର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ତାଙ୍କ ସହ ବଲିଉଡର ଆକ୍ସନ ହିରୋ ଅକ୍ଷୟକୁମାର ମଧ୍ୟ ନଜର ଆସିବେ ।   ଏହି ଆୱାର୍ଡରେ କାଟ୍ରିନାଙ୍କ ବ୍ୟତିତ ଅନୁଷ୍କା ଶର୍ମା, ଦୀପିକା ପାଦୁକୋନ ଅନେକ ସୁନ୍ଦରୀ ଅଂଶଗ୍ରହଣ କରିଥିଲେ ।

Comments are closed.