Odisha Link
Bridging the Missing Links in Odisha
Daily Archives

February 24, 2020

ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ଟିମ୍‌…

ପର୍ଥ: ଭାରତ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍‌ ଚମତ୍କାର ବିଜୟ ଲାଭ କରିଛି। ଭାରତ ତା’ର ପ୍ରଥମ…

ପେରୁ ପାରା-ବ୍ୟାଡମିଣ୍ଟନ୍: ଚମକିଲେ ଓଡ଼ିଆ…

ଭୁବନେଶ୍ବର: ପୁଣି ଥରେ ଚମକିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ରାଜିଲ୍ ପରେ ପେରୁ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପ୍ରମୋଦ ଡବଲ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଏହି ସଫଳତା ଆଣିଛନ୍ତି। ପୁରୁଷ ସିଙ୍ଗଲ୍ସର ଫାଇନାଲ୍…

ଏ ମହିଳା ଜଣକ କିଏ?, ଯିଏ ଟ୍ରମ୍ପ ଓ…

ନୂଆଦିଲ୍ଲୀ: ଆଜି ଦିନ ସାରା ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ବିଶ୍ବର ଶକ୍ତିଶାଳୀ ନେତାଙ୍କ ବିମାନ ଅବତରଣଠୁ ନେଇ ତାଜମହଲ ପରିିଦର୍ଶନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା। ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଗଣମାଧ୍ୟମରେ ବେଶ୍‌…

ଆଗ୍ରାରେ ଟ୍ରମ୍ପ୍‌

ଆଗ୍ରା: ଅହମଦାବାଦରୁ ଯାଇ ଆଗ୍ରାରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ସପରିବାର ସହ ଆଗ୍ରାର ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ୍‌। ଇଷ୍ଟ୍‌ ଗେଟ୍‌ ଦେଇ ସପରିବାର ସହ ତାଜମହଲ ପରିସରରେ ପହଞ୍ଚିଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ତାଜମହଲ ପରିସର ବୁଲି ଫଟୋ ପୋଜ ଦେଇଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ଡୋନାଲ୍‌ ଟ୍ରମ୍ପ୍‌…

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ…

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ସିଏଏ ଓ ଏନଆରସିକୁ ନେଇ ସୃଷ୍ଟି ହୋଇଛି ହିଂସାକାଣ୍ଡ। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ଆଜି ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟ​ରେ ଗଣ୍ଡଗୋଳ ଘଟିଛି। ଦୁଇପକ୍ଷ ପରସ୍ପର ଉପରେ ଗୁଳିମାଡ଼ ଏବଂ ପଥରମାଡ଼ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ସମୟରେ ପୁଲିସ…

ବଣାଇମୁଣ୍ଡା ହାଇସ୍କୁଲରୁ ହିନ୍ଦୀ…

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବଣାଇମୁଣ୍ଡା ହାଇସ୍କୁଲରୁ ସୋମବାର ମାଟ୍ରିକ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଆଜି ହିନ୍ଦୀ/ସଂସ୍କୁତ ପରୀକ୍ଷା ଚାଲିଥିଲା। ବଣାଇମୁଣ୍ଡା ହାଇସ୍କୁଲ ସେଣ୍ଟର ଉକ୍ତ ବ୍ଲକ ମରୁଆ ହାଇସ୍କୁଲରେ ପଡ଼ିଛି। ବଣାଇମୁଣ୍ଡା ସ୍କୁଲର ପିଅନ କାର୍ତ୍ତିକ ଦଣ୍ଡସେନା…

ଆଗରୁ ବହୁଥର ଭାରତ ଆସିଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି ଡୋନାଲଡ ଟ୍ରମ୍ପ। କିନ୍ତୁ ରାଷ୍ଟ୍ରପତି ହେବା ପୂର୍ବରୁ ଟ୍ରମ୍ପ ବହୁଥର ଭାରତ ଆସିଛନ୍ତି। ରାଷ୍ଟ୍ରପତି ହେବା ପୂର୍ବରୁ ବିଶ୍ୱର ଜଣେ ବିତ୍ତଶାଳୀ ଓ ରିୟଲ ଇଷ୍ଟେଟ ମାଲିକ ଭାବେ ଟ୍ରମ୍ପ ବେଶ ଜଣାଶୁଣା ଥିଲେ। ଟ୍ରମ୍ପଙ୍କ…

ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ…

ପୁରୀ: ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ପୌରସଂସ୍ଥା ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ସମୂଦ୍ର କୂଳ ପାର୍ଶ୍ୱରେ ଥିବା ୩ଟି ଦୋକାନ ଉଚ୍ଛେଦ ସରିଛି। ତେବେ ଏକ ଧର୍ମଶାଳାର ଉଚ୍ଛେଦକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସମ୍ପୃକ୍ତ ଧର୍ମଶାଳାକୁ…

ବଲିଉଡ ସିନେମା ଓ ଭାରତୀୟ ଖେଳାଳିଙ୍କୁ…

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ବଲିଉଡ ସିନେମା ଓ ଭାରତୀୟ ଖେଳାଳିଙ୍କୁ ପ୍ରଂଶସା କରିଛନ୍ତି ଟ୍ରମ୍ପ୍। ଭାରତୀୟ ସିନେମାର ଦୀର୍ଘ ବର୍ଷର ଇତିହାସ ବଖାଣିଛନ୍ତି ଟ୍ରମ୍ପ। ଭାରତରେ…

୬ ଦୁର୍ନୀତିଗ୍ରସ୍ତ ଅଧିକାରୀ ବରଖାସ୍ତ, ୨…

ଭୁବନେଶ୍ବର: ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ଆଜି ଚାକିରୀରୁ ବରଖାସ୍ତ କରିବା ସହ ସେମାନଙ୍କ ପେସନ ସୁବିଧା ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।…