Odisha Link
Bridging the Missing Links in Odisha
Daily Archives

February 24, 2020

ନଦୀରେ ବୁଡିଯାଇ ଛାତ୍ର ମୃତ

ଯାଜପୁର: ଯାଜପୁର ଜିଲ୍ଲା ବୈତରଣୀ ନଦୀର ଉତ୍ତର ବାହିନୀ ଘାଟରେ ଭାସିଯାଇ ପ୍ରାଣ ହରାଇଛନ୍ତି ଛାତ୍ର। ମୃତକ ଧାମନଗର ବ୍ଲକ ଦେଉଳି ଆନନ୍ଦପୁର ଗାଁର ଲକ୍ଷ୍ମୀଧର ନାୟକଙ୍କ ସାନ ପୁଅ ଅଶ୍ବନୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଧାମନଗର ବ୍ଲକ ଅନ୍ତର୍ଗତ ଦେଉଳି ଆନନ୍ଦପୁର ଗ୍ରାମର ଲଷ୍ମୀଧର…

ଆତଙ୍କବାଦୀଙ୍କୁ କ୍ଷମା ନାହିଁ : ଟ୍ରମ୍ପ୍

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି, ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ବ ଲାଗି ବିପଦ। ଆମେରକା ଓ ଭାରତ ମିଶି ଇସଲାମିକ୍ ଆତଙ୍କବାଦକୁ…

ମୋଦିଙ୍କୁ ଭୂରିଭୂରି ପ୍ରଶଂସା କଲେ…

ଅହମଦାବାଦ୍‌: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଆୟୋଜିତ 'ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଛନ୍ତି। ମୋଦି ନିଜର ସ୍ବାଗତ ଭାଷଣରେ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାରକୁ ସ୍ବାଗତ କରିବା ପରେ ଡୋନାଲ୍ଡ ଟ୍ରମ୍ପ୍‌ ନିଜର…

ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା…

ଝାରସୁଗୁଡ଼ା: ଜଣେ ଦଶମ ଶ୍ରେଣୀର ଛାତ୍ର ମାଟ୍ରିକ୍ ପରୀକ୍ଷା ଦେବା ଲାଗି ନିଜ ଗାଁରୁ ସାଇକେଲରେ ବାହାରିଥିଲେ। ହେଲେ ପରୀକ୍ଷା ଦେବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ। ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କିରମିରା…

ନମସ୍ତେ ଟ୍ରମ୍ପ୍‌ କହି ସ୍ବାଗତ ଭାଷଣ…

ଗୁଜୁରାଟ: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି। ‘ମୋଟେରା ଷ୍ଟାଡିଅମ୍‌‘ରେ ଟ୍ରମ୍ପ୍‌ଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଷ୍ଟାଡିୟମ୍‌ରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଯିବାକ୍ଷଣି…

ମୋଟେରାରେ ଟ୍ରମ୍ପ୍

ଗୁଜୁରାଟ: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ସାବରମତି ପରେ ମୋଟେରାରେ ପହଞ୍ଚିଛନ୍ତି ଟ୍ରମ୍ପ୍‌। ମୋଟେରାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ୍‌ରେ ମୋଦୀଙ୍କ ସହ ପହଞ୍ଚିଲେ ଟ୍ରମ୍ପ୍‌। ଏଠାରେ ଟ୍ରମ୍ପ୍‌ ବିଶ୍ବର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ର ଉଦ୍ଘାଟନ…

ବିନା ଇସାରାରେ ଗାଡ଼ିରୁ ଗୋଡ କାଢନ୍ତିନି…

ନୂଆଦିଲ୍ଲୀ: ସପରିବାର ସହ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆସି ପହଞ୍ଚି ସାରିଛନ୍ତି ଡ଼ୋନାଲ୍ଡ ଟ୍ରମ୍ପ୍। ଆମେରିକାର ରାଷ୍ଟ୍ରପତି ଦୁନିଆର ସବୁଠୁ ସୁରକ୍ଷିତ। ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା…

ନୂଆସାହି ପାହାଡ଼ରୁ ମିଳିଲା ନରକଙ୍କାଳ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆଞ୍ଜିଆପେଟା ଛକ ନିକଟ ନୂଆସାହି ପାହାଡ଼ରୁ ନରକଙ୍କାଳ ମିଳିଛି। ଏହି ନରକଙ୍କାଳ ପାଖରୁ ସିଆର୍‌ପିଏଫ୍‌ ୟୁନିଫର୍ମ ଓ ପରିଚୟ ପତ୍ର ମିଳିଥିବାରୁ ଏହି କଙ୍କାଳ ଜଣେ ସିଆରପିଏଫ୍‌ ଯବାନଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏହାକୁ ନେଇ ଏବେ ତନାଘନା ଚାଲିଛି। ପରିଚୟପତ୍ରରେ ଧରମ…

ମୋଟେରା ଅଭିମୁଖେ ଟ୍ରମ୍ପ୍

ଗୁଜୁରାଟ: ଗୁଜୁରାଟର ସାବରମତୀ ଆଶ୍ରମ ପରିଦର୍ଶନ କରି ମୋଟେରା ଷ୍ଟାଡିୟମ୍‌ ଅଭିମୁଖେ ଡୋନାଲ୍‌ ଟ୍ରମ୍ପ୍‌। ମୋଦୀଙ୍କ ସହ ରୋଡ୍‌ ସୋ କରି ସାବରମତୀ ଆଶ୍ରମ ପରିଦର୍ଶନ କରିବା ପରେ ଏବେ ମୋଟେରା ଷ୍ଟାଡିୟମ୍‌ ଅଭିମୁଖେ ଯାଉଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ମୋଟେରା ଷ୍ଟାଡିଅମ୍‌‘ ରେ ନମସ୍ତେ ଟ୍ରମ୍ପ’…

ସାବରମତୀ ଆଶ୍ରମରେ ପହଞ୍ଚିଲେ ଟ୍ରମ୍ପ୍‌

ଗୁଜୁରାଟ: ଗୁଜୁରାଟର ସାବରମତୀ ଆଶ୍ରମରେ ପହଞ୍ଚିଲେ ଟ୍ରମ୍ପ୍‌। ମୋଦୀଙ୍କ ସହ ରୋଡ୍‌ ସୋ କରି ସାବରମତୀ ଆଶ୍ରମରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ଟ୍ରମ୍ପ୍‌ଙ୍କୁ ସାବରମତୀ ଆଶ୍ରମକୁ ସ୍ବାଗତ କଲେ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାବରମତି ଆଶ୍ରମ ଯାଇ ଜାତିର ପିତା…