Odisha Link
Bridging the Missing Links in Odisha
Daily Archives

February 24, 2020

ସିସିଟିଭି ନ ଲାଗିଲେ ବାତିଲ୍ ହେବ…

ଭୁବନେଶ୍ବର: ଏକାଧିକ ଥର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିଠି ପରେ ବି ସିସିଟିଭି ଲଗାଇ ନାହାନ୍ତି ଅନେକ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର। ଏନେଇ ପରୀକ୍ଷା ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ନ ଲାଗିଲେ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ବାତିଲ୍‌ କରାଯିବା ବୋଲି ଚେତାବନୀ ଦେଇଛି…

ଭାରତରେ ଟ୍ରମ୍ପ୍: ଗୁଜରାଟୀ ଢଙ୍ଗରେ ପରସା…

ଅହମ୍ମଦାବାଦ: ସପରିବାର ସହ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆସି ପହଞ୍ଚି ସାରିଛନ୍ତି ଡ଼ୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ତାଙ୍କ ପାଇଁ ବିଶେଷ ଖାଦ୍ୟପେୟର ଆୟୋଜନ କରାଯାଇଛି। ଗୁଜୁରାଟର ଅଦମ୍ମଦାବାଦରେ ପହଞ୍ଚିବା ପରେ ଆମେରିକା…

ଅହମଦାବାଦରେ ଟ୍ରମ୍ପ୍‌ଙ୍କୁ ଭବ୍ୟ ସ୍ବାଗତ

ଅହମ୍ମଦାବାଦ: ଗୁଜୁରାଟ ଅହମଦାବାଦରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ସ୍ବତନ୍ତ୍ର ବିମାନ ‘ଏୟାରଫୋର୍ସ ଓ୍ବାନ୍’ରେ ଅହମଦାବାଦ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ଟ୍ରମ୍ପ୍‌ଙ୍କୁ ଅହମ୍ମଦାବାଦ…

ମହିଳା ଟି-୨୦ ବିଶ୍ବକପ୍: ଆଜି…

ପର୍ଥ: ଆଜି ଭାରତୀୟ ମହିଳା ଦଳ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚ ଖେଳିବ। ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍ ଜିତି ଭାରତ ତା’ର ବିଜୟ ଅଭିଯାନ ଜାରି…

ଅହମଦାବାଦରେ ପହଞ୍ଚିଲେ ଟ୍ରମ୍ପ୍‌

ଅହମଦାବାଦ: ଗୁଜୁରାଟ ଅହମଦାବାଦରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ସ୍ବତନ୍ତ୍ର ବିମାନ 'ଏୟାର ଫୋର୍ସ ଓ୍ବାନ୍'ରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ଟ୍ରମ୍ପ୍‌ଙ୍କ ସହ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଏବଂ…

ଘରେ ଛାଡିଦେବା ବାହାନାରେ ମହିଳାଙ୍କୁ…

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଶାଳପଡା ବସଷ୍ଟପ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ପୋଲିସ ଘଟଣାର ତଦନ୍ତ କରି ୫ଜଣଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଯାଜପୁର ଅଞ୍ଚଳର ହୋଇଥିବା ବେଳେ…

ଆମେ ବାଟରେ ଅଛୁ : ଟ୍ରମ୍ପ୍

ନୂଆଦିଲ୍ଲୀ: ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାର ବର୍ଗ। ଆମେରିକାରୁ ବାହାରି ୧୧.୪୦ରେ ଅହମଦାବାଦରେ ପହଞ୍ଚିବେ ଟ୍ରମ୍ପ୍‌ । ଭାରତ ପହଞ୍ଚିବା ପୂର୍ବରୁ ଟ୍ରମ୍ପ୍‌ଙ୍କ ହିନ୍ଦୀରେ ଟ୍ବିଟ୍। ହିନ୍ଦୀରେ ଟ୍ବିଟ୍‌ କରି ଡୋନାଲ୍‌ ଟ୍ରମ୍ପ୍‌ କହିଛନ୍ତି…

ବିଜେଡି ନେତ୍ରୀ ଆତ୍ମାହୁତିର ତଦନ୍ତ…

ଭୁବନେଶ୍ବର: ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସି ଡିଜିପି ଅଭୟ। ଆଇଜିପି ମର୍ଡନାଇଜେସନ୍‌ ରେଖା ଲୋହାନୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। କେଉଁ ପରିସ୍ଥିତିରେ ଆତ୍ମାହୁତି କରିଥିଲେ ତଦନ୍ତ ପାଇଁ ନିର୍ଦ୍ଦେଶ ହେବ ବୋଲି…

ୱେଲିଂଟନ୍‍ ଟେଷ୍ଟରେ ନ୍ୟୁଜିଲାଣ୍ଡର…

ୱେଲିଂଟନ୍‍: ୱେଲିଂଟନ୍‍ର ବେସିନ୍‍ ରିଜର୍ଭଠାରେ ଖେଳା ଯାଇଥିବା ପ୍ରଥମ କ୍ରିକେଟ୍‍ ଟେଷ୍ଟ ମ୍ୟାଚରେ ଭାରତର ନିରାଶାଜନକ ପ୍ରଦର୍ଶନ। ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡର ପ୍ରଥମ ଇନିଙ୍ଗ୍‍ସ୍‍ ସ୍କୋରଠାରୁ ୧୮୩ ରନ୍‍ ପଛରେ ଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୧୯୧ ରନ୍‍…

୭୩ ବର୍ଷରେ ୭ ଥର ଭାରତ ଆସିଛନ୍ତି…

ନୂଆଦିଲ୍ଲୀ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି ଡ୍ରୋନଲ୍ଡ ଟ୍ରମ୍ପ୍। ଆମେରିକାର ଅଷ୍ଟମ ରାଷ୍ଟ୍ରପତି ଭାବେ ଟ୍ରମ୍ପ ଭାରତ ଗସ୍ତ କରିଛନ୍ତି। ଏହାପୂର୍ବରୁ ଆମେରିକାର ୭ ରାଷ୍ଟ୍ରପତି ଭାରତ ଗସ୍ତରେ ଆସି ସାରିଛନ୍ତି। ଭାରତର ସ୍ବାଧୀନତା ପରଠୁ ବା ବିଗତ ୭୩ ବର୍ଷ ମଧ୍ୟରେ ଆମେରିକାର ୭ଜଣ…