Odisha Link
Bridging the Missing Links in Odisha

ଆଜିଠୁ ୨ୟ ପର୍ଯ୍ୟାୟ ପ୍ରମୋସନ୍‌ ଅଦାଲତ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ପ୍ରମୋସନ୍‌ ଅଦାଲତର ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି। ଦ୍ବିତୀୟ ପର୍ଯ୍ୟାୟ ଶୁଣାଣିରେ ୪ ଦିନ ଧରି ଚାଲିବ ପ୍ରମୋସନ୍‌ ଅଦାଲତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ଏକା ସାଙ୍ଗରେ ୬ଟି ସ୍ଥାନରେ ଶୁଣାଣି ହେବ। ପ୍ରମୋସନ୍‌ ଅଦାଲତର ଦ୍ବିତୀୟ ପର୍ଯ୍ୟାୟ ଶୁଣାଣିରେ ମୋଟ ୨୭୮୮ଟି ଆବେଦନର ଶୁଣାଣି ହେବ।

Comments are closed.