Odisha Link
Bridging the Missing Links in Odisha

ଗ୍ରୋସରୀ ଦୋକାନ ଖୋଲା ରହିବ: କମିଶନର

ଭୁବନେଶ୍ବର: କରୋନା ପାଇଁ ସତର୍କ ପଦକ୍ଷେପ ସଂପର୍କରେ ଏନେଇ ସୂଚନା ଦେଇଛନ୍ତି କମିଶନର ସୁଧାଂଶୁ ଷଡ଼ଙ୍ଗୀ। କମିଶନଙ୍କର କହିବା ଅନୁଯାୟୀ, ସପିଙ୍ଗ ମଲ୍‌ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସମଗ୍ର ଦୋକାନ ଖୋଲା ରହିବ। କ୍ଷୀର, ପରିବା, ଫଳ ଦୋକାନ ଆଦି ଖୋଲା ରହିବ। ଏହା ସହିତ ଥାନା ମାନଙ୍କରେ ପାଣି, ସାବୁନ ସାନିଟାଇଜର ରଖାଯିବ।

Comments are closed.