Odisha Link
Bridging the Missing Links in Odisha

କରୋନା: ଦେଶରେ ୬୫୦ ଆକ୍ରାନ୍ତ, ୧୫ ମୃତ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ବଢ଼ିଚାଲିଛି କରୋନା ସଂକ୍ରମଣ। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ ଡେଇଁଥିବାଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।

ପୂର୍ବରୁ ଏହି ସଂଖ୍ୟା ୧୩ ଥିବା ବେଳେ ଆଜି ଶ୍ରୀନଗରର ହାଇଦରପଡ଼ାରେ ଆଜି ଜଣେ ୬୫ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ଆଜି ୪ର୍ଥ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି।

Comments are closed.