Odisha Link
Bridging the Missing Links in Odisha
Daily Archives

April 8, 2020

ରାଜ୍ୟବାସୀ ‘ଆରୋଗ୍ୟ ସେତୁ’…

ଭୁବନେଶ୍ବର: ମହାମାରୀ କରୋନା ବର୍ତମାନ ଭୟଙ୍କର ରୂପ ଧାରଣ କରିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଉତ୍ତର ପ୍ରଦେଶ: ସଂପୂର୍ଣ୍ଣ ଭାବେ ସିଲ୍‌…

ଲକ୍ଷ୍ନୌ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ ଡାଉନ୍। ଏହି ୨୧ ଦିନିର ଲକ୍‌ଡାଊନ୍‌ ୧୪ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏପରିକି କରୋନାର କାୟାକୁ ଦେଖି ଲକ୍‌ଡାଉନ୍‌ର ଅବଧି ବୃଦ୍ଧି କରିବା ପାଇଁ କିଛି ରାଜ୍ୟ ଦାବି କରୁୁଛନ୍ତି। ଏନେଇ ମଧ୍ୟ ଆଜି…

ବଢ଼ିପାରେ ଲକ୍‌ଡାଉନ୍‌ ଅବଧି, ବିଚାର…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଅବଧି ବଢ଼ାଇବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ସରକାର ଓ ଅଭିଜ୍ଞ ବ୍ୟଙ୍କିମାନଙ୍କ ଠାରୁ ଏ ନେଇ ପରାମର୍ଶ ପାଇବା ପରେ ଏବେ ଏପ୍ରିଲ ୧୪ ପରେ ଲକ୍‌ଡାଉନ୍‌ ଅବଧି ବିସ୍ତାର କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ଭାରତରେ…

କୋଭିଡ-୧୯ ପରୀକ୍ଷା ମାଗଣାରେ ହେଉ, ସରକାର…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କୋଭିଡ-୧୯ ପରୀକ୍ଷା ମାଗଣାରେ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର କିଛି ବ୍ୟବସ୍ଥା କରନ୍ତୁ ଓ ବିଶେଷ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି…

ତାବ୍ଲିଘି ମୁଖ୍ୟଙ୍କୁ ଠାବ କଲା ପୁଲିସ,…

ନୂଆଦିଲ୍ଲୀ: ତାବ୍ଲିଘି ଜମାତ୍‌ ମର୍କାଜା ଆୟୋଜନର ମୁଖ୍ୟ ମୁଖ୍ୟ କୁହାଯାଉଥିବା ମୌଲାମ ମହମ୍ମଦ ସାଦ୍‌ଙ୍କ ସନ୍ଧାନ ପାଇଛି ଦିଲ୍ଲୀ ପୁଲିସ। ମୌଲାନା ଏବେ ସଙ୍ଗରୋଧରେ ଥିବା ବେଳେ ଏହି ଅବଧି ଶେଷହେଲେ ତାଙ୍କୁ ପଚରାଉଚରା ପାଇଁ ଅଣାଯିବ। ଲକ୍‌ଡାଉନ୍‌ ନିୟମ ଅମାନ୍ୟ କରି ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ଏକାଠି…

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ…

ଭୁବନେଶ୍ବର: ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଏକ ସଙ୍କଟ…

ଫେସ୍‌ବୁକରେ ସାଇବର ଠକ: ଏହି ନମ୍ବରରେ…

ଭୁବନେଶ୍ବର: ରାଜ୍ୟବାସୀ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ଆରମ୍ଭ ହୋଇଯାଇଛି ସାଇବର ଠକେଇର ନୂଆ ଅଧ୍ୟାୟ। ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ବନ୍ଦ ଥିବା ବେଳେ ମଦ ହୋମ୍‌ ଡେଲିଭରୀ ନାମରେ ଠକେଇର ଜାଲ ବିଛାଇଛନ୍ତି ସାଇବର ଡକାୟତ। ଫେସବୁକ୍‌କୁ ଏଥିପାଇଁ ଏମାନେ ସହଜ ମାଧ୍ୟମ କରିଛନ୍ତି।…

କରୋନା ଲଢ଼େଇ: ୩୦ ଲକ୍ଷ…

କୋଲକାତା: କରୋନ ପାଇଁ ଅବ୍ୟର୍ଥ ଔଷଧ ବୋଲି ଚର୍ଚ୍ଚା ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କିଣିଛନ୍ତି ପଶ୍ଚିମବଙ୍ଗ ସରକାର। ଏହି ବଟିକାରୁ ୩୦ ଲକ୍ଷ କିଣିବା ପାଇଁ ସରକାର ଅର୍ଡର ଦେଇଛନ୍ତି। ଲକ୍‌ଡାଉନ୍‌ ହଟିବା ପୂର୍ବରୁ ଏହା ପହଞ୍ଚିଯିବ ବୋଲି ସରକାର ଆଶା କରିଛନ୍ତି। ପଶ୍ଚିମବଙ୍ଗ ପୂର୍ବରୁ ୪.୫ ଲକ୍ଷ…

କରୋନା: ଓଡ଼ିଶାରେ ୪୨, ଦେଶରେ ୫୧୯୩,…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨ରେ ପହଞ୍ଚିଛି। ଆଜି ଠାବ ହୋଇଥିବା ବ୍ୟକ୍ତି ଭୁବନେଶ୍ବର ସତ୍ୟନଗର ଅଞ୍ଚଳର। ତାଙ୍କର କୌଣସି ଗସ୍ତ ଇତିହାସ ନାହିଁ। ଅର୍ଥାତ୍‌ ସେ ସ୍ଥାନୀୟ କେଉଁଠୁ (ବଜାର, ସମ୍ପର୍କୀୟ ବା ସାଇପଡ଼ୋଶୀଙ୍କ ଠାରୁ) ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମଗ୍ର…

କରୋନା: ‘ବହୁ ସମ୍ମାନିତ’…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବରେ ଦିନକୁ ଦିନ କରୋନା ଭାଇରସ୍‌ ଯୋଗୁଁ ବହୁ ଲୋକଙ୍କ ପ୍ରାଣ ଗଲାଣି। ଏହାରି ମଧ୍ୟରେ ବହୁ ସମ୍ମାନିତ ଭାରତୀୟ ଡାକ୍ତର ଜିତେନ୍ଦ୍ର କୁମାର ରାଥୋଡଙ୍କର କରୋନା ସଂକ୍ରମଣରେ ବ୍ରିଟେନରେ ମୃତ୍ୟୁ ଘଟିଛି। ସେ ୧୯୭୭ରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ଯୋଗ୍ୟତା ହାସଲ କରିବା ପରେ…