Odisha Link
Bridging the Missing Links in Odisha
Daily Archives

April 8, 2020

ଭୁବନେଶ୍ବର: ଏହି ୧୨୧ ଦୋକାନ ଘରେ…

ଭୁବନେଶ୍ବର: ଓଡ଼ିଶା ଡ୍ରଗ୍‌ କଣ୍ଟ୍ରୋଲରଙ୍କ ସହଯୋଗରେ ଭୁବନେଶ୍ବର ମହାନଗର ନିଗମ ରାଜଧାନୀରେ ୧୨୧ଟି ଔଷଧ ଦୋକାନ ସ୍ଥିର କରିଛନ୍ତି। ଏହି ସବୁ ଦୋକାନରୁ ସହରବାସୀ ନିଜ ଘରକୁ ଔଷଧ ମଗାଇପାରିବେ। କରୋନା ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ଘରୁ ନ ବାହାରିବା ଲାଗି ବିଏମ୍‌ସି କର୍ତୃପକ୍ଷ ପରାମର୍ଶ ଦେଇଥିବା ବେଳେ…

୩ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ…

ଭୁବନେଶ୍ୱର: ଆଜି କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍। ପ୍ରଥମେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା…

ଲକ୍‌ଡାଉନ୍: ଅର୍ଡର କଲେ ଘରେ ପହଞ୍ଚିବ…

କୋଲକାତା: ମହାମାରୀ କରୋନାର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍‌। ଏହାରି ମଧ୍ୟରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକ୍‌ଡାଉନ୍ ସମୟରେ ମଦର ହୋମ ଡେ଼ଲିଭରିକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଏକ୍ସାଇଜ୍…

ଓଡ଼ଗାଁ ରଘୁନାଥ ଜୀଉଙ୍କର ଚିତ୍ରକୁଟ ବେଶ

ଓଡ଼ଗାଁ: ଆଜି ଓଡ଼ଗାଁ ରଘୁନାଥ ମନ୍ଦିରରେ ପ୍ରଭୁ ରଘୁନାଥ ଜୀଉ ଚିତ୍ରକୁଟ ବେଶରେ ସୁସଜ୍ଜିତ ହୋଇଛନ୍ତି। ଚିତ୍ରକୁଟରେ ଭରତ ଆସି ରାମଚନ୍ଦ୍ରଙ୍କୁ ଭେଟି ବନବାସରୁ ଲେଉଟି ରାଜ୍ୟକୁ ଯିବା ପାଇଁ ରାମଙ୍କୁ ଅନୁରୋଧ କରିଥିଲେ। ମଧ୍ୟପ୍ରଦେଶଠାରେ ରହିଛି ଏହି ସ୍ଥାନ। ଚିତ୍ରକୁଟ ପାଖରେ ଅଛି ରାମ ଘାଟ ଯେଉଁଠି…

ସାବଧାନ ଭୁବନେଶ୍ବର: ଏହି ଓମଫେଡ୍‌ ବୁଥକୁ…

ଭୁବନେଶ୍ବର: ଆଜି ସତ୍ୟନଗର ଅଞ୍ଚଳକୁ ଭୁବନେଶ୍ବର ମହାନଗର କର୍ତୃପକ୍ଷ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ କରିିଥିବା ବେଳେ ଏଠାରେ ୪ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ବହୁବାର ଏକ ଓମଫେଡ୍‌ ବୁଥ୍‌କୁ ଯାଇଥିବାରୁ ଏ ନେଇ ଲୋକମାନଙ୍କୁ ସଚେତନ କରାଇଛନ୍ତି…

ମୋଦିଙ୍କୁ ହନୁମାନଙ୍କ ସହ ତୁଳନା କଲେ…

ନୂଆଦିଲ୍ଲୀ: ଜୀବନରକ୍ଷକ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉପରୁ ଭାରତ ରପ୍ତାନୀ କଟକଣା ଉଠାଇବା ପରେ ସାରା ବିଶ୍ବରୁ ପ୍ରଶାଂସାର ସୁଅ ଛୁଟିଛି। ଏ ନେଇ ବ୍ରାଜିଲ୍‌ ରାଷ୍ଟ୍ରପତି ଜାଇର୍ ବୋଲସନାର ମୋଦୀଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି। ରାମାୟଣର ଉଦାହରଣ ଦେଇ ସେ ମୋଦିଙ୍କୁ ହନୁମାନଙ୍କ ସହ ତୁଳନା…

ଭିଡିଓ କନ୍‌ଫରେନ୍ସିଂରେ ଏକାଠି ହେଲେ…

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶର ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ ଓ ସଚିବମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଅପରାହ୍ନ ୪ଟାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ଉତ୍ପାଦକ କମିଶନର ପ୍ରଦୀପ୍ତ…

ମାସ୍କ ନ ପିନ୍ଧିଲେ ହେବେ ଗିରଫ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦ୍ବାରା ଦେଶର ମହାରାଷ୍ଟ୍ର ରାଜ୍ୟ ବେଶ୍‌ ପ୍ରଭାବିିତ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେେ ମହାରାଷ୍ଟ୍ରା ଏପର୍ଯ୍ୟନ୍ତ ୧୦୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୬୪ଜଣଙ୍କ ମୃତ୍ୟୁ ହେଲାଣି। ଏହାକୁ ନଜରରେ ରଖି କୋଭିଡ-୧୯ର…

ଲକ୍‌ଡାଉନ୍‌ ଅବଧି ବଢ଼ିବ: ସଙ୍କେତ ଦେଲେ…

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଏପ୍ରିଲ ୧୪ରେ ଶେଷ ହେଉଛି। ତେବେ ଏହା ପରେ ମଧ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି। ଏଭଳି କହିଛନ୍ତି ବିଜୁ ଜନତା ଦଳ ସାଂସଦ ପିନାକୀ ମିଶ୍ର। ବିଭିନ୍ନ…

କାଲିଠୁ ମାସ୍କ ବାଧ୍ୟତାମୂଳକ, କ’ଣ…

ଭୁବନେଶ୍ବର: ରାଜ୍ୟ ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା କାଲି ଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା କୋଭିଡ୍‌ ମୁକାବିଲା ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ତେବେ ଏ ମାସ୍କ କିଭଳି ପାଇବେ, କିଭଳି…