Odisha Link
Bridging the Missing Links in Odisha
Daily Archives

April 12, 2020

ଅଭାବର ଅଦଉତି: ୫ ଛୁଆଙ୍କୁ ଗଙ୍ଗାରେ…

ଲକ୍ଷ୍ନୌ: ଅଭାବ ମମତାମୟୀ ମା'କୁ ବି କେତେ ନିର୍ଦ୍ଦୟ କରିପାରେ ତାହାର ଏକ ବିକଳ ଉଦାହରଣ ଦେଖିବାକୁ ମିଳିଛି ଆଜି ଉତ୍ତରପ୍ରଦେଶରେ। ଜଣେ ମା' ନିଜର ୫ କୁନି ଛୁଆଙ୍କୁ ଗଙ୍ଗାନଦୀରେ ଫିଙ୍ଗିଦେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିବା ବେଳେ ବୁଡ଼ାଳିମାନେ ନଦୀରେ ସନ୍ଧାନ…

ଭଲ ଖବର: ସୁସ୍ଥ ହେଲେ କଳାହାଣ୍ଡିର କରୋନା…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ମୋଟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ଏବଂ ଆଉ ଜଣଙ୍କର ଚିକିତ୍ସା ଚାଲିଛି। କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପରେ ନେଗେଟିଭ ଆସିଥିବା ସ୍ପଷ୍ଟ କଲା ସ୍ୱାସ୍ଥ୍ୟ…

ଆଇସୋଲେସନ୍‌ ଓ୍ବାର୍ଡରେ ଡାକ୍ତର କଲେ…

ଗୟା: ବିହାରର ଗୟା ଠାରେ ଏକ ଡାକ୍ତରଖାନାର କରୋନା ଭୂତାଣୁ ସଂଗରୋଧ ଓ୍ବାର୍ଡରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ହିଁ ଦୁଷ୍କର୍ମ କରିଛନ୍ତି ଓ ଏହି କାରଣରୁ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ପୁଲିସକୁ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ…

ଭୁବନେଶ୍ୱର: ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଉଦ୍ୟୋଗପତି, ଜନସେବୀ ତଥା ବାୟୋଟେକ ବୈଜ୍ଞାନିକ ଡ. ଶିତିକଣ୍ଠ ଦାଶ ଓଡ଼ିଶାର କରୋନା ଲଢ଼େଇ ପାଇଁ ବଢ଼ାଇଛନ୍ତି ସହଯୋଗର ହାତ। ରାଜ୍ୟରେ କୋଭିଡ୍-୧୯ ମୁକାବିଲା ପାଇଁ ଡ. ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ୧୫,୦୦୦ ଆମେରିକୀୟ ଡଲାର…

ଲକ୍‌ଡାଉନ୍: କାଲିଠୁ ଏହି ରାଜ୍ୟରେ ଖୋଲିବ…

ଗୌହାଟି: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ଏପ୍ରିଲ ୧୪ ଯାଏ ସାରା ଦେଶ ଲକ୍‌ଡାଉନ୍‌। ଏହି ସମୟରେ କେବଳ ନିତ୍ୟ ବ୍ୟବହାର୍ଯ୍ୟ ଓ ଜୁରୁୁରିକାଳୀନ ସାମଗ୍ରୀ ରଖିଥିବା ଦୋକାନ ଗୁଡ଼ିକ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ହେଲେ ଲକ୍‌ଡାଉନ୍‌ ମଧ୍ୟରେ ଆସାମ ସରକାର ମଦ ଦୋକାନ ଖୋଲିବାକୁ…

ଲକ୍‌ଡାଉନ୍ ଅବଧିରେ ଓଡ଼ିଶାବାସୀଙ୍କ…

ଭୁବନେଶ୍ବର: କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ…

କରୋନାକୁ ହରାଇଲେ ବ୍ରିଟେନ…

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ନିକଟରେ ଗୁରୁତର ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ଭଲ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ତେବେ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତର ମାନେ ବାରଣ କରିଛନ୍ତି। କିଛି ସପ୍ତାହ ତଳେ ଜନସନ୍ କରୋନା ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ଭର୍ତ୍ତି…

ଆସିଲା ୪ କରୋନା ଆକ୍ରାନ୍ତଙ୍କ ଗସ୍ତ…

ଭୁବନେଶ୍ବର: ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର। ଗତକାଲିର ୫୧, ୫୨, ୫୩, ୫୪ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କଲେ ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।…

ଭୂତାଣୁ, ଭୋକ ଓ ଭୂକମ୍ପ: ଦିଲ୍ଲୀରେ ଭୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ସଂଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ମାତ୍ରା ୩.୫ ମାଗ୍ନିଚ୍ୟୁଡ୍‌ ଥିବା ବେଳେ ସାରା ରାଜଧାନୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଏହାକୁ ନେଇ ସମଗ୍ର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏ ପଟେ କରୋନାର କବଳରେ ଭୀଷଣ ଭାବେ ପ୍ରଭାବିତ…

HDFC ବ୍ୟାଙ୍କ୍‌ର ୨ କୋଟି ଅଂଶଧନ…

ଓଏଲ୍‌ ବ୍ୟୁରୋ: କରୋନା କବଳରେ ସାରା ବିଶ୍ବ ଆକ୍ତାମକ୍ତା ହେଉଥିବା ବେଳେ ସେୟାର୍‌ ବଜାର ବି ଫିକା ପଡ଼ିଯାଇଛି। ବହୁ ବ୍ୟବସାୟର ଅଂଶଧନ ମୂଲ୍ୟ ବେଶ୍‌ କମି ଯାଇଥିବା ବେଳେ ଏହାର ଫାଇଦା ନେଇଛି ଚୀନ୍। ଏହି ମଉକାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୧ କୋଟି ୭୫ ଲକ୍ଷ ଅଂଶଧନ କିଣିଛି ଚୀନ୍‌ର ପ୍ରମୁଖ ବ୍ୟାଙ୍କ…