Odisha Link
Bridging the Missing Links in Odisha
Daily Archives

April 16, 2020

Zoom APP ବ୍ୟବହାର ବିପଦଜନକ, ସତର୍କ କଲେ…

ଭୁବନେଶ୍ବର: ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ ଭୟ ଏଡ଼ାିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ବେଶ୍‌ ପ୍ରସିଦ୍ଧ ହୋଇଛି ଭିଡିଓ ଯୋଗାଯୋଗ ଆପ୍‌ 'ଜୁମ୍'। ଏଥିରେ ଏକକାଳୀନ ବହୁ ସଂଖ୍ୟାରେ ବ୍ୟକ୍ତି ନିଜ ଘରେ ଥାଇ ସହଜରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିପାରୁଛନ୍ତି। ବିଶେଷ…

କ୍ବାରାଣ୍ଟିନ୍‌ରେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଆତ୍ମ ଏକାନ୍ତବାସରେ ରହିଲେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। କରୋନା ଆକ୍ରାନ୍ତଙ୍କ ସହ ମିଶିବା ପରେ ଗତକାଲି ଠାରୁ ସେ ଏକାନ୍ତବାସରେ ଅଛନ୍ତି। ମଙ୍ଗଳବାର ଦିନ କଂଗ୍ରେସ ବିଧାୟକ ଇମ୍ରାନ ଖେଡ଼ାଓ୍ବାଲା ଓ ଅନ୍ୟ ୨ ଜଣ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ…

ଘରେ ବସ, ମଉଜ କର: ୮ କୋଟି ଲୋକଙ୍କ…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ଦ୍ବାରା ଆମେରିକାରେ ସବୁଠୁ ଅଧିକ ଲୋକ କ୍ଷତିଗ୍ରସ‌୍ତ ହୋଇଥିବା ବେଳେ ଦେଶବାସୀଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ନିମ୍ନ ଆୟକାରୀ ବର୍ଗର ଆୟକର ଦାତାଙ୍କ ଲାଗି ସ୍ବତନ୍ତ୍ର ଅର୍ଥ ସହାୟତା ବ୍ୟବସ୍ଥା କରିଛନ୍ତି ଆମରିକା ସରକାର। ବାର୍ଷିକ ୭୫,୦୦୦…

ଉତ୍ତର ଓଡ଼ିଶା: କୋଭିଡ଼ ହସ୍ପିଟାଲ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା…

ଦେଶର ୩୨୫ଟି ଜିଲ୍ଲାରେ କରୋନା ସଂକ୍ରମଣ…

ନୂଆଦିଲ୍ଲୀ: ପ୍ରତିଦିନ ଭଳି ଆଜି ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ଯେ,  ଦେଶରେ ଲକ୍‌ଡାଉନ୍‌ର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳୁଛି। ଦେଶରେ…

୨୦୨୧ ଦିନିକିଆ ମହିଳା ବିଶ୍ବକପ୍‌ ପାଇଁ…

ଦୁବାଇ: ୨୦୨୧ ମସିହାରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ ଦିନିକିଆ ମହିଳା ବିଶ୍ବକପ୍। ଭାରତୀୟ ମହିଳା କ୍ରିକେଟ ଦଳ ୨୦୨୧ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ବୁଧବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଆଇସିସି ମହିଳା ବିଶ୍ୱକପ୍ ଆସନ୍ତାବର୍ଷ…

ଗାଡ଼ି ଛାଡ଼ିଲାନି ପୁଲିସ, ବାପାଙ୍କୁ…

କୋଲାମ୍: କରୋନା ଲକ୍‌ଡାଉନ୍‌ ସମୟରେ କେରଳର କୋଲାମ୍‌ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। କୁଲାନ୍ତପୁଝା ଗାଁର ଜଣେ ବ୍ୟକ୍ତି ନିଜ କନ୍ଧରେ ରୋଗିଣା ବାପାଙ୍କୁ ଧରି ଡାକ୍ତରଖାନାରୁ ବାହାରିଛନ୍ତି। ସେ ବିକଳରେ ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ଏବେ…

କରୋନା ଯୁଦ୍ଧର ଲକ୍ଷ୍ମୀବାଈ

ମାଲକାନଗିରିରୁ ସୁରଜ କୁମାର ବେହେରା ଲକ୍ଷ୍ମୀବାଈ। ଏ ନାମଟି ସହିତ ସମସ୍ତେ ଉଣା ଅଧିକେ ପରିଚିତ ନିଶ୍ଚୟ ଥିବେ। କାରଣ ସ୍ବାଧୀନତା ସଂଗ୍ରାମର ପ୍ରଥମ ନାୟିକା ହେଉଛନ୍ତି ରାଣୀ ଲକ୍ଷ୍ମୀବାଈ। ସେ ଦେଶର ସ୍ବାଧୀନତା ପାଇଁ ନିଜ ସନ୍ତାନକୁ ପିଠିରେ ଧରି ଇଂରେଜଙ୍କ ବିରୋଧରେ ଲଢ଼ିଥିଲେ। ଏବେ ଦେଶ ସ୍ବାଧୀନ…

ଫ୍ରାନ୍ସକୁ ୧୨୦୦୦ ଟନ୍ ରେଲ୍ ବ୍ଲୁମ…

ଭୁବନେଶ୍ବର: ହେଡ୍‌-ହାର୍ଡେନ୍‌ଡ ରେଲ୍ ଉତ୍ପାଦନ କରୁଥିବା ଭାରତର ଏକମାତ୍ର ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) କଲିକତା ମେଟ୍ରୋ କର୍ପୋରେସନ୍ ପାଇଁ ରେଳ ବିକାଶ ନିଗମ ଲିଃ (ଆର୍ ଭି ଏନଏଲ୍‌)ର ୨୩୦୮ ଟନ୍ ଯୋଗାଣ  ଅର୍ଡର ପାଇବା ପରେ ପ୍ରନ୍ସକୁ ୧୨୦୦୦ ଟନ୍ ରେଲ୍ ବ୍ଲୁମ୍…

କରୋନା ଭାଇରସ୍ ମୁକାବିଲା ପାଇଁ ରାପିଡ୍…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କୋଭିଡ-୧୯ ଭୂତାଣୁ ବା କରେନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଭାଇରସରୁ ମୁକ୍ତି ପାଇବା ପାଇଁ କୌଣସି ଔଷଧ ବାହାରି ନାହିଁ। ବର୍ତ୍ତମାନ ସମୟରେ ଏହି ଭାଇରସର ମୁକାବିଲା କରିିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦ୍ବରତ୍ବ। ଏଥିପାଇଁ କେନ୍ଦ୍ର…