Odisha Link
Bridging the Missing Links in Odisha
Daily Archives

April 17, 2020

ଢେଙ୍କାନାଳ, ତାଳଚେର ଗସ୍ତରେ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା…

ଅମାନିଆଙ୍କୁ ପାହାର: ବାଇକ୍ ଉଠାଇ ନେଲା…

ଭୁବନେଶ୍ବର: ଲକ୍‌ଡାଉନ୍‌ ନିୟମ ଅବମାନନାକାରୀଙ୍କୁ ପୋଲିସର ପାହାର। ‘କରୋନା’ ମୁକାବିଲା ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍‌ ଧରି ଆସିବାକୁ ମନା କରାଯାଇଛି। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଗ୍ରାହକ ବାଇକ୍ ଧରି ବଜାରକୁ ପରିବା ଓ ମାଛ,ମାଂସ କିଣିବାକୁ…

ଆଜି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସ,…

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧଦିବସ। ଏହି ଦିବସରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟ ମାଧ୍ୟମରେ କହିଛନ୍ତି ଯେ, ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି…

ଅର୍ଥନୀତି ସୁଧାରୁଛି ଆମେରିକା:…

ଓଏଲ୍‌ ବ୍ୟୁରୋ: କରୋନା ପ୍ରଭାବିତ ଆମେରିକାର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ସୁଧାର ପାଇଁ ଅଣ୍ଟା ଭିଡ଼ିଛି ଡ୍ବାଇଟ୍‌ ହାଉସ୍। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏଥିପାଇଁ ଏକ ୨୦୦ ଜଣିଆ ଉପଦେଷ୍ଠା ମଣ୍ଡଳୀ ଗଠନ କରିଛନ୍ତି ଯେଉଁଥିରେ ପ୍ରାୟ ୨୦୦ ଜଣ ଆମେରିକୀୟ କର୍ପୋରେଟ୍‌…

କମିବ ରିଭର୍ସ ରେପୋ ରେଟ୍: ଶକ୍ତିକାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। ଏହାରି ମଧ୍ୟରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଉପରେ ନଜର ରଖାଯାଇଥିବା ସେ କହିଛନ୍ତି। ଆହୁରି ମଧ୍ୟ ଏହି ସଙ୍କଟ ପାଇଁ ଦେଶର ଜିଡିପି ହ୍ରାସ ପାଇବ…

ଭଲ ଖବର: ୨ ଦିନ ହେବ ରାଜ୍ୟରେ ବଢ଼ିନାହିଁ…

ଭୁବନେଶ୍ବର: କରୋନା ଲଢ଼େଇରେ ରାଜ୍ୟ ପାଇଁ ଭଲ ଖବର। ୨ ଦିନ ହେବ ରାଜ୍ୟରେ ବଢ଼ିନାହିଁ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଅର୍ଥାତ୍‌ ଗୁରୁବାର ଦିନ ରାାଜ୍ୟରେ ପରୀକ୍ଷା ହୋଇଥିବା ସମସ୍ତ ସାମ୍ପଲର ରିପୋର୍ଟ ନେଗେଟିଭ୍‌ ଆସିଛି। ଗତକାଲି ମୋଟ ୮୪୩ଟି ନମୁନା ପରୀକ୍ଷା ହୋଇଥିଲା। ତେବେ ସମସ୍ତ…