Odisha Link
Bridging the Missing Links in Odisha
Daily Archives

April 17, 2020

ନର୍ସ

ନର୍ସ ଡ. ଗାୟତ୍ରୀବାଳା ପଣ୍ଡା ହସିହସି ସେ ପହଂଚିଯିବ ଏବେ ବଖରାରେ ତା ହସ ଭିତରୁ ବାହାରି ପ୍ରଜାପତିମାନେ ଉଡ଼ିବୁଲିବେ ବଖରା ସାରା ଆନନ୍ଦରେ। ହସିବାପାଇଁ ଦରକାର ସାହସ ଓ ନିଷ୍ଠା ଶ୍ରଦ୍ଧା ଓ ତ୍ୟାଗ ଦରକାର ବଢେ଼ଇବାକୁ ହାତ ବିନା କିଛି ଉଦ୍ଦେଶ୍ୟରେ। ସବୁରିକୁ ପୂର୍ଣ୍ଣ କରିଦବାର ଇଚ୍ଛା ତା’…

ଭଲ ଖବର: ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ପୁଣି ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ। ୨ଜଣଙ୍କ ଘର ଭୁବନେଶ୍ୱର। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୧ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଏଣିକି ଛେପ ପକାଇଲେ ତଣ୍ଡ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଜନତା କିଭଳି ସୁରକ୍ଷିତ ଏବଂ କରୋନା ମୁକ୍ତ ରହିବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଉଛନ୍ତି ସରକାର। ଏହାରି ମଧ୍ୟରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ସର୍ବସାଧାରଣ…

ମତ୍ସ୍ୟ ଓ ପ୍ରାଣୀସମ୍ପଦ ଅଫିସର…

ଭୁବନେଶ୍ବର: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣ ମୁକାବିଲା କରିବା ନିମନ୍ତେ ଭାରତ ସମେତ ସାରା ରାଜ୍ୟରେ ଲକ୍‌ ଡାଉନ୍‌ (ତାଲାବନ୍ଦ) ଜାରି କରାଯାଇଥିବାବେଳେ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅପ୍ରେଲ ୧୩…

ପରଲୋକରେ ପୂର୍ବତନ ମନ୍ତ୍ରୀ ସହରାଇ…

ଭୁବନେଶ୍ବର: ପରଲୋକରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଦୀର୍ଘ ବର୍ଷ ଧରି କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହି ସ୍ଥିତ ଘରେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି। ସହରାଇ ଓରାମ…

ଶାଢ଼ୀ ଚ୍ୟାଲେଞ୍ଜ୍‌କୁ ସାବଧାନ: ସାଇବର…

ଓଏଲ୍‌ ବ୍ୟୁରୋ: ପୂର୍ବରୁ ଆପଣ ଡିପ୍‌ଫେକ୍‌ କଥା ଶୁଣିଥିଲେ, ଯେଉଁଠି ଜଣକର ଭିଡିଓ ବା ଚିତ୍ରକୁ ଏଭଳି ବ୍ୟବହାର କରାଯିବ ଯେ ନିଜେ ସେ ବ୍ୟକ୍ତି ମଧ୍ୟ ପ୍ରମାଣିତ କରିପାରିବ ନାହିଁ ତାହା ମିଛ ବୋଲି। ଡିପ୍‌ଫେକ୍‌ରେ ଜଣେ ବ୍ୟକ୍ତିର ଅଜାଣତରେ ତା'ର ଭାଷଣ ଓ ଭିଡିଓ ଆଦି ପ୍ରସ୍ତୁତ ହୋଇପାରୁଛି ଯାହାକୁ ଲୋକେ…

ନୟାଗଡ଼: ଲକ୍‌ଡାଉନ୍ ସମୟରେ ପ୍ରାଣନେଲା…

ନୟାଗଡ଼: ବର୍ତ୍ତମାନ ସମୟରେ ଟିକ୍‌ଟକ୍‌ ନିଶାରେ ଯୁବପିଢ଼ୀ। ଟିକ୍‌ଟକ୍‌ ଭିଡିଓ ନିଶା ପାଇଁ ଅନେକଙ୍କ ମୃତ୍ୟୁ ହେଲାଣି ହେଲେ ଯୁବପିଢୀ ସଜାଗ ହେଉନାହାନ୍ତି। ଏବେ ସାରା ଦେଶ ଲକ୍‌ଡାଉନ୍। ଏଭଳି ସମୟରେ ନୟାଗଡ଼ ଜିଲ୍ଲାରୁ ଆସିଲା ଲୋମଟାଙ୍କୁରା ଘଟଣା। ଟିକଟକ୍ କରିବା ନିଶା ନେଇଗଲା ଜୀବନ। ଯାହାକୁ ନେଇ ନୟାଗଡ଼…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫ହଜାର…

ପୁରୀ: ଶ୍ରୀମନ୍ଦିରର ସେବାୟତଙ୍କୁ ମିଳିବ ସହାୟତା। ଶ୍ରୀମନ୍ଦିରର ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେବାୟତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ…

ପାରାଦୀପ ଗସ୍ତ କରି ପ୍ରବାସୀ ଶ୍ରମିକଙ୍କ…

ଜଗତସିଂହପୁର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲକ୍‌ଡାଉନ୍‌ ପାଇଁ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି। ଏଥିପାଇଁ ପ୍ରବାସୀ ଶ୍ରମିକଙ୍କ ପାଇଁ ବିଭିନ୍ନ ପଦକ୍ଷେପ…

ଭୁବନେଶ୍ବରରେ ସାମ୍ପଲ ଟେଷ୍ଟ ବୃଦ୍ଧି…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେଦ ନେଉଛନ୍ତି। ଅପରପକ୍ଷେ ଆଜି ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବତ୍ତର୍ମାନ ସୁଦ୍ଧା ୭୫୭୭ଜଣଙ୍କ ନମୁନା ପରୀକ୍ଷା କରାଯାଇ ସାରିଛି। ସେଥିମଧ୍ୟରୁ…