Odisha Link
Bridging the Missing Links in Odisha
Daily Archives

April 26, 2020

ରାଜା ଚାଲିଗଲେ: ରାଜା ରହିବେ ଚିରକାଳ

ଅସିତ ମହାନ୍ତି ଆମ ନାଟ୍ୟ ଜଗତରେ 'ଜଣେ ରାଜା ଥିଲେ'। ସେ ରାଜା ଜଣକ ବିଜୟ ମିଶ୍ର। ଆଜି ସେ ଆମଠୁ ଶେଷ ବିଦାୟ ନେଇ ଚାଲିଗଲେ। କିନ୍ତୁ ସେ ରାଜାଙ୍କର ସ୍ମୃତି ଆମ ମନରେ ତାଜା ରହିବ ଚିରକାଳ। ଏଣୁ ତାଙ୍କର ଆଜିର ବିଦାୟ, ବିଦାୟ ନୁହେଁ; ତାଙ୍କ ସ୍ମୃତିର ଗୋଟିଏ ତେଜିୟାନ୍ ତାରିଖ ମାତ୍ର। ଖୁବ୍…

‘ତଅପୋଇ’ର ସଂଳାପ ରଚନା:…

ଓଡ଼ିଶାର ପ୍ରସିଦ୍ଧ ସଂଳାପକାର ଓ ନାଟ୍ୟକାର ବିଜୟ ମିଶ୍ର ଆଉ ନାହାନ୍ତି। ୮୩ ବର୍ଷ ବୟସରେ ଆଜି ସେ ଇହଧାମ ତ୍ୟାଗ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର 'ତଅପୋଇ'ର ପ୍ରାକ୍‌ପ୍ରସ୍ତୁତିକୁ ନେଇ ସ୍ବର୍ଗତ ମିଶ୍ରଙ୍କ ଲିଖିତ ଏ ଆଲେଖଟି ୧୯୭୮ ମସିହାରେ ସିନେମା ପତ୍ରିକା 'ଚିତ୍ରପୁରୀ'ର ସ୍ବତନ୍ତ୍ର ତଅପୋଇ ସଂଖ୍ୟାରେ…

ବାହୁଡ଼ିଗଲେ ବିଜୟ ମିଶ୍ର

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ପରଲୋକ ଗମନ କରିଛନ୍ତି ନାଟ୍ୟକାର ବିଜୟ ମିଶ୍ର। ଓଡ଼ିଆ ମଞ୍ଚ ଜଗତର ଅନ୍ୟତମ ସମର୍ଥ ବିନ୍ଧାଣୀ, ନାଟ୍ୟକାର ଓ ସିନେମା ସଂଳାପକାର ଶ୍ରୀ ମିଶ୍ର ୮୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି।‌ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଆର୍‌ଏସ୍ଏସ୍‌ ମୁଖ୍ୟଙ୍କ ଭିଡିଓ…

ଭୁବନେଶ୍ବର: ଆଜି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତ ସଂଘର ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ନିଜାମୁଦ୍ଦିନ୍‌ ମର୍କାଜା ଘଟଣା ବୋଲି ସିଧାସଳଖ ନ କହିଥିଲେ ମଧ୍ୟ ପରୋକ୍ଷରେ ଏହି ଘଟଣାକୁ ନେଇ ଚାଲିଥିବା ଅରୋପ-ପ୍ରତ୍ୟରୋପ ଉପରେ ମତ ରଖିଛନ୍ତି ଭାଗବତ। ଆଜି…

K1 ଗ୍ରୁପ୍ ପକ୍ଷରୁ ମାସ୍କ ଓ ଖାଦ୍ୟ…

ଭୁବନେଶ୍ୱର: କରୋନା ବିରୋଧରେ ବିଶ୍ବବ୍ୟାପୀ ଚାଲିଥିବା ଲଢ଼େଇରେ ସାମିଲ ହୋଇଛି ରାଜ୍ୟର ଅଗ୍ରଣୀ ସୁକ୍ୟୁରିଟି ସଂସ୍ଥା K1 ଗ୍ରୁପ୍। ଲକ୍‌ଡାଉନ୍‌ ଅସୁବିଧା ବେଳେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଏହି ଅନୁଷ୍ଠାନ। K1 ଗ୍ରୁପ୍ ଓ ୱିନର ସିକୁ୍ୟରିଟି ସଂସ୍ଥା ପକ୍ଷରୁ ରାଜ୍ୟର ବିଭିନ୍ନ…

ବାହାର ରାଜ୍ୟରେ ଓଡ଼ିଆ: ବସ୍‌ ନୁହେଁ,…

ଓଡ଼ିଶା ବାହାରେ ୫ ଲକ୍ଷ ନୁହେଁ, ପ୍ରାୟ ୧୦ ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ଏମାନେ ଓଡ଼ିଶା ଫେରିଲେ ସ୍ଥିତି ଅଣାୟତ ହୋଇପାରେ। ଯଦି ବି ସରକାର ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ରହିଲେ, ଏଥିପାଇଁ ବହୁ ଅର୍ଥ ବ୍ୟୟ ହେବ। ୨୦୧୯ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ନବୀନ ପଟ୍ଟନାୟକ ସୁରତ ଗସ୍ତ କରି…

ଅକ୍ଷିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ…

ନୟାଗଡ଼: ଆଜି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ରାଜ୍ୟରେ ରବି ଫସଲ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି କୃଷକ ସମାଜ। ଏ ଅବସରରେ ନୟାଗଡ଼ ସହର ନିକଟସ୍ଥ ଜଣେ ଚାଷୀଙ୍କ ଜମିରେ ନିଜେ ଜମି ଚାଷ କରିବା ସହ ଧାନ ବୁଣି ଅକ୍ଷିମୁଠି ଅନୁକୂଳ କରିଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ପରମ୍ପରା ଅନୁସାରେ…

କରୋନା: ସୁନ୍ଦରଗଡ଼ରୁ ୩ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ ସୂଚନା ଦେଇଛି। କରୋନା ମୁକ୍ତ ଜିଲ୍ଲା ଘୋଷଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଥରେ କରୋନା ଯୁକ୍ତ ହେଲା ସୁନ୍ଦରଗଡ଼। ପୂର୍ବରୁ…