Odisha Link
Bridging the Missing Links in Odisha

ରାଉରକେଲାରେ ପୁଣି ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ସକାଳୁ ରାଉରକେଲାରେ ପୁଣି ଜଣେ ବ୍ୟକ୍ତିଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆକ୍ରାନ୍ତ ଜଣକ ମହିଳା ଓ ତାଙ୍କର ବୟସ ୨୯ ବର୍ଷ। ନଲା ରୋଡ୍‌ରେ ଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରେ ରହିନ୍ତି। ମହିଳା ଜଣକ ହେଉଛନ୍ତି ଏଠାରେ ପୂର୍ବରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ପଡ଼ୋଶୀ।

ଏଯାବତ୍‌ ରାଜ୍ୟରେ ୧୬୩ ଜଣ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ସର୍ବାଧିକ ୪୮ ଅଛନ୍ତି।

Comments are closed.