Odisha Link
Bridging the Missing Links in Odisha
Daily Archives

May 4, 2020

ରାମାୟଣକୁ ଅପମାନ ଅଭିଯୋଗ, କବି…

ଭୁବନେଶ୍ବର: ରାମାୟଣର ସୀତାଙ୍କ ନାମରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଜଣାଶୁଣା କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଛି। ଅନ୍‌ଲାଇନ୍‌ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନ ନାସନାଲ ସାଇବର କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲରେ ଖୋର୍ଦ୍ଧା ଜିଲ୍ଲାର ଜଣେ ରାଷ୍ଟ୍ରୀୟ ସ୍ବୟଂ ସେବକ…

ଓଡ଼ିଆ ମାନଙ୍କ ଡିଏନଏରେ ବିପର୍ଯ୍ୟୟ…

ନୂଆଦିଲ୍ଲୀ: ଓଡ଼ିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହସର ସହ କରୋନା ମହାମାରୀର ମୁକାବିଲା କରୁଛନ୍ତି। ଓଡ଼ିଆ ମାନଙ୍କ ଡିଏନଏରେ ବିପର୍ଯ୍ୟୟ ମୁକାବିଲାର ଶକ୍ତି ଅଛି। ଏପରି କିଛି ମନ୍ତବ୍ୟ ଦେବା ସହ ଫେସବୁକ୍ ଲାଇଭ ମାଧ୍ୟମରେ ଅନଲାଇନରେ ସାଧାରଣ ଲୋକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ…

ସଂଧ୍ୟା ୭ ପରେ ଘରୁ ବାହାରିବା ମନା

ଭୁବନେଶ୍ବର: ଆଜିଠୁ ସାରା ଦେଶରେ ଲକ୍‌ଡାଉନ୍‌ ୩.୦ ଆରମ୍ଭ ହୋଇଛି। ଏଥିସହିତ ଆଜିଠୁ ରାଜ୍ୟରେ ଆଉ ଏକ ନୂଆ କଟକଣା ଲାଗୁ ହୋଇଛି। ଏଣିକି ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବା ମନା। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ଟୁଇଟ କରି କହିଛନ୍ତି…

କୂଅରେ ଖସି ପଡ଼ିଲା ପୁଅ, ବଞ୍ଚାଇବାକୁ…

ଢେଙ୍କାନାଳ: ପିଲାଙ୍କ ଜୀବନ ରକ୍ଷା ପାଇଁ କିଛି ବି କରିପାରେ ମା। ହେଲେ ପୁଅକୁ ବଞ୍ଚାବାକୁ ଯାଇ ଶେଷରେ ମା ପୁଅଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗାଁରେ। ଖେଳୁ ଖେଳୁ ଅସାବଧାନତା ଯୋଗୁଁ କୂଅରେ ଖସି ପଡ଼ିଥିବା ଶିଶୁ…

ଭଲ ଖବର: କାଲିଠୁ ଆରମ୍ଭ ହେବ ରଥ ନିର୍ମାଣ…

ପୁରୀ: ରଥଯାତ୍ରା ହେବ ନା ନାଇଁ ଲାଗି ରହିଥିବା କଳ୍ପନାଜଳ୍ପନା ଶେଷରେ ଅନ୍ତ ଘଟିଛି। ଆଜି ରଥ ନିର୍ମାଣ ପ୍ରସଙ୍ଗରେ ପୁରୀ ଗଜପତି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ ରଥଯାତ୍ରାର ୨ମାସ ପୂର୍ବରୁ ରଥ ନିର୍ମାଣ ହୋଇଥାଏ। ଚଳତବର୍ଷ କରୋନା ପାଇଁ ରଥ ନିର୍ମାଣରେ ବିଳମ୍ବ ହୋଇଛି। ସରକାରଙ୍କ…

କରୋନା: ରାଜ୍ୟରେ ଆଉ ୬ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ ଜଣରେ ପହଁଞ୍ଚିଛି। ୬ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୪ଜଣ ଓ ଭଦ୍ରକର ୨ଜଣ ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ କଲ୍ୟାଣ ବିଭାଗ। ୪ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା…

ପ୍ରବାସୀ ଓଡ଼ିଆଙ୍କୁ ଚେତାବନୀ ଦେଲେ…

ଭୁବନେଶ୍ବର: ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆଜି ଟୁଇଟ କରି ପ୍ରବାସୀ ଓଡ଼ିଆଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟିନରେ…

ଆଜିଠୁ ଖୋଲା ମଦ ଦୋକାନ, ବାହାରେ ଲମ୍ବା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ସାରା ଦେଶରେ ଲକ୍‌ଡାଉନ୍‌ର ୩ୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ହେଲେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ କଟକଣା ମଧ୍ୟରୁ କିଛି ଜିନିଷକୁ ବାଦ ଦିଆଯାଇଛି। ସେମଧ୍ୟରୁ ମଦ ହେଉଛି ଅନ୍ୟତମ। ଦେଶରେ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି ନେବା ଫଳରେ…

କ୍ବାରାଣ୍ଟିନ୍‌‌ ସେଣ୍ଟରରେ ଟିକ୍‌ଟକ୍‌…

ଭଦ୍ରକ: ବାହାରା ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଆଣୁଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ କ୍ବାରାଣ୍ଟିନ୍‌ ସେଣ୍ଟରରେ ସେମାନଙ୍କ ରଖା ଯାଇଛି। ସେଠି ସାମାଜିକ ଦୂରତା ରଖିବା ପାଇଁ ମଧ୍ୟ କୁହାଯାିଛି। ଏପରକି ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ…

ରାଉରକେଲାରେ ପୁଣି ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ସକାଳୁ ରାଉରକେଲାରେ ପୁଣି ଜଣେ ବ୍ୟକ୍ତିଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆକ୍ରାନ୍ତ ଜଣକ ମହିଳା ଓ ତାଙ୍କର ବୟସ ୨୯ ବର୍ଷ। ନଲା ରୋଡ୍‌ରେ ଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରେ ରହିନ୍ତି। ମହିଳା ଜଣକ ହେଉଛନ୍ତି ଏଠାରେ ପୂର୍ବରୁ ଚିହ୍ନଟ…