Odisha Link
Bridging the Missing Links in Odisha
Daily Archives

May 15, 2020

ଶେଷଇଚ୍ଛା ଅପୂରଣୀୟ: ପଞ୍ଚଭୂତରେ ଲୀନହେଲେ…

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧିବାଦୀ, ସ୍ବାଧୀନତା ସଂଗ୍ରାମୀ ଓ ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଶେଷଇଚ୍ଛା ପୂରଣ ହୋଇପାରିଲା ନାହିଁ। କଟକର ଏସ୍‌ସିବି ମେଡିକାଲକୁ ନିଜର ଶରୀର ଦାନ କରିବା ପାଇଁ ମୃତ୍ୟୁପୂର୍ବରୁ କହିଥିଲେ ହେଁ ଆଜି ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ନିଜ ଗାଁ ନିମାପଡ଼ା…

ଦେଶର ମେରୁଦଣ୍ଡକୁ ମଜବୁତ୍ କରିବା ପାଇଁ…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ଯୋଜନାର ତୃତୀୟ ଦିନରେ କୃଷି ଓ ଏସମ୍ପର୍କୀତ କ୍ଷେତ୍ର ପାଇଁ ଯେଉଁ ସବୁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ତାହା ଦେଶର ମେରୁଦଣ୍ଡ କୃଷି କ୍ଷେତ୍ରକୁ ମଜବୁତ୍ କରିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ଓଡ଼ିଶା ରାଜ୍ୟ ବିହନ ନିଗମର ବିହନ…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା ଲାଗି ଦେଶ ତଥା ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଯୋଗାଇଦେବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ,…

ବଡ଼ ଖବର: ପ୍ରଥମରୁ ଅଷ୍ଟମ ଶ୍ରେଣୀରେ…

ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ପିଲା ପାସ୍। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। କରୋନା କଟକଣା ପାଇଁ କେହି ହେବେନି ଫେଲ୍। ରାଜ୍ୟରେ ପ୍ରଥମରୁ ଅଷ୍ଟମ ପଢୁଥିବା ସବୁ ପିଲା ପାସ୍। କରୋନା ସ୍ଥିତି ନେଇ ଏହି ଶ୍ରେଣୀର ସବୁ ଛାତ୍ରଛାତ୍ରୀଙ୍କୁ…

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା…

ନୂଆଦିଲ୍ଲୀ: ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୩ୟ ପର୍ଯ୍ୟାୟ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ରରିପେକ୍ଷୀରେ ମତ୍ସ୍ୟ ଚାଷ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ମାଛ ଚାଷକୁ ପ୍ରୋତ୍ସାହନ ଦେବାକୁ ଅର୍ଥମନ୍ତ୍ରୀ କରିଛନ୍ତି ସ୍ୱତନ୍ତ୍ର ଘୋଷଣା।…

ନିର୍ମଳାଙ୍କ ଋଣ ପେଡ଼ି: କୃଷି ଭିତ୍ତିଭୂମି…

ନୂଆଦିଲ୍ଲୀ: ଗତକାଲି ଭଳି ଆଜି ମଧ୍ୟ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୩ୟ ପର୍ଯ୍ୟାୟ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି କୃଷି କ୍ଷେତ୍ର ଓ କୃଷକ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ଘୋଷଣା…

ଖୋଲିଲା ବଦ୍ରିନାଥ ମନ୍ଦିର

ନୂଆଦିଲ୍ଲୀ: ଆଜି ଭୋରୁ ଭୋରୁ ଖୋଲିଲା ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ୨୭ଜଣଙ୍କ ଉପସ୍ଥିତିରେ ଭୋର ୪ଟା ୩୦ରୁ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ…

ଆଜି ଭଉଁରୀ ଯାତ୍ରା: ରଥଖଳାରେ ଅନୁଷ୍ଠିତ…

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୂଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହି ଯାତ୍ରା ଆଜି ମଧ୍ୟ ଶ୍ରୀମନ୍ଦିର…

ଓଡ଼ିଶାରେ କରୋନା: ଆଉ ୮ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୬୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ୮ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ଯାଜପୁରର ହୋଇଥିବା ବେଳେ ୨ଜଣ ଭଦ୍ରକର ଏବଂ…

ରାଜ୍ୟରେ ୬୧ ନୂଆ କରୋନା ଆକ୍ରାନ୍ତ:…

ଭୁବନେଶ୍ବର: ଆଜି ରାଜ୍ୟରେ ୬୧ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ଅପେକ୍ଷାକୃତ କମ ସଂକ୍ରମିତ ଥିବା ନୟାଗଡ଼, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୬୭୨ରେ ପହଞ୍ଚିଛି। ଆଜି ଠାବ ହୋଇଥିବା ୬୧ ଜଣଙ୍କ…