Odisha Link
Bridging the Missing Links in Odisha
Daily Archives

May 27, 2020

ଭିଏତନାମରୁ ମିଳିଲା ୧୧ଶହ ବର୍ଷ ପୁରୁଣା…

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାନ (ଏଏସ୍‌ଆଇ)କୁ ମିଳିଛି ବଡ଼ ସଫଳତା। ଭିଏତନାମରେ ୯ମ ଶତାବ୍ଦୀର ଏକ ବିଶାଳ ଶିବଲିଙ୍ଗ ପାଇଛନ୍ତି ଏଏସ୍‌ଆଇ କର୍ତୃପକ୍ଷ। ଏ ନେଇ ଟୁଇଟରରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌ ଜୟଶଙ୍କର। ଆଜି ଭିଏତନାମର ମାଇ…

ଅଭିନେତା ବିଜୟ ମହାନ୍ତି ସୁସ୍ଥ, ଖୁବ୍‌…

ଭୁବନେଶ୍ବର: ପ୍ରସିଦ୍ଧ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ତେବେ ସେ ଏବେ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ତନ୍ଦ୍ରା ରାୟ ସୂଚନା…

ପଶ୍ଚିମବଙ୍ଗକୁ ୫୦୦ ଟନ୍‌ ପଲିଥିନ୍‌…

ଭୁବନେଶ୍ବର: ଅମ୍ପାନ୍‌ ଗ୍ରସ୍ତ ପଶ୍ଚିମବଙ୍ଗରେ ପୀଡ଼ିତଙ୍କୁ ଅସ୍ଥାୟୀ ଆଶ୍ରୟ ଯୋଗାଇବା ଲାଗି ସହଯୋଗର ହାତ ବଢ଼ାଇଛି ଓଡ଼ିଶା। ଓଡ଼ିଶା ସରକାରଙ୍କ ପକ୍ଷରୁ ୫୦୦ ମେଟ୍ରିକ୍‌ ଟନ୍‌ ପଲିଥିନ୍‌ ପଶ୍ଚିମବଙ୍ଗକୁ ପ୍ରେରଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଆସନ୍ତାକାଲି…

୪୪ ବର୍ଷ ପରେ ପୁଣି ଓଡ଼ିଶା ମୁହାଁ…

ଭୁବନେଶ୍ବର: ଦୀର୍ଘ ୪୪ ବର୍ଷର ବ୍ୟବଧାନ ପର ପୁଣି ଓଡ଼ିଶାମୁହାଁ ହୋଇଛନ୍ତି ପଙ୍ଗପାଳ। ଏ ନେଇ ରାଜ୍ୟର ଚାଷୀମାନଙ୍କୁ ଉପଦେଶ ଜାରି କରିଛନ୍ତି ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)। ୧୯୭୬-୭୭ ମସିହାରେ ଓଡ଼ିଶା ପଙ୍ଗପାଳ ଆକ୍ରମଣର ଶିକାର ହୋଇଥିବା ବେଳେ କୋଟି କୋଟି ସଂଖ୍ୟାରେ ମରୁଭୂମି ପଙ୍ଗପାଳ…