Odisha Link
Bridging the Missing Links in Odisha
Daily Archives

June 1, 2020

ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ…

ଓ୍ବାଶିଂଟନ୍: ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ। ଜର୍ଜ ଫ୍ଲୋଏଡଙ୍କୁ ପୁଲିସ ହତ୍ୟା କରିଥିବା ଦର୍ଶାଇ ବିରୋଧ ପଦର୍ଶନ ଜାରି ରହିଛି। ବର୍ତ୍ତମାନ ଏହି ବିରୋଧ ହିଂସା ପ୍ରଦର୍ଶନ ଆମେରିକାର ହ୍ବାଇଟ ହାଉସ ପହଞ୍ଚିଛି। ଶୁକ୍ରବାର ରାତିରେ ହ୍ବାଇଟ ହାଉସ ବାହାରେ…

ସାଂସଦ ନିଖୋଜ! ବାଲେଶ୍ବରରେ ଲାଗିଲା…

ବାଲେଶ୍ବର: "ସାଂସଦ ନିଖୋଜ ହୋଇ ଯାଇଛନ୍ତି, ତାଙ୍କୁ ଖୋଜିବାରେ ସହଯୋଗ କରନ୍ତୁ।" ଏଭଳି ଲେଖାଥିବା ପୋଷ୍ଟର ଏବେ ବାଲେଶ୍ବର ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ବିଷୟରେ ସହର ସାରା ଏମିତି ପୋଷ୍ଟର ସବୁ ଲାଗିଛି। ସାଂସଦ ଶ୍ରୀ…

କରୋନା: ଦିନକରେ ୮୩୯୨ ଆକ୍ରାନ୍ତ ଚିହ୍ନଟ,…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧ ଲକ୍ଷ ୯୦ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ଆଜିଠୁ ଗଡ଼ିବ ୨୦୦ ବିଶେଷ ଟ୍ରେନ୍, ୧ ଲକ୍ଷ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୨୪ରୁ ଲାଗୁ ହୋଇଥିଲା ଲକ୍‌ଡାଉନ୍। ଲକ୍‌ଡାଉନ୍‌ର ୬୮ ଦିନ ପରେ ଆଜିଠୁ ଦେଶରେ ଆରମ୍ଭ ହେଉଛି ଅନ୍‌ଲକ୍‌ର ପ୍ରଥମ ପର୍ଯ୍ୟାୟ। ଏଥିସହିତ ଆଜିଠାରୁ ସାରା ଦେଶରେ ଚାଲିବ ୨ଶହ ବିଶେଷ ଟ୍ରେନ୍‌। ପୂର୍ବରୁ କେବଳ ପ୍ରବାସୀଙ୍କ ପାଇଁ ଶ୍ରମିକ…

ବଲିଉଡର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌…

ମୁମ୍ବାଇ: ବଲିଉଡ ସଙ୍ଗୀତ ଜଗତରେ ଶୋକର ଛାୟା। ବଲିଉଡର ପ୍ରସିଦ୍ଧ ମ୍ୟୁଜିକ୍‌ କମ୍ପୋଜର୍‌ ତଥା ସିଙ୍ଗର୍‌ ଓ୍ୱାଜିଦ୍‌ ଖାନ୍‌ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ଓ୍ବାଜିଦଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ ଘରୋଇ…