Odisha Link
Bridging the Missing Links in Odisha
Daily Archives

June 1, 2020

କ୍ୟାବିନେଟ ବୈଠକ: MSMEକୁ ଗୁରୁତ୍ବ ଓ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବେ କରୋନା ସଙ୍କଟ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ପ୍ରକାଶ ଜାଭେଦକର ଓ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ସମ୍ମିଳନୀରେ ସମସ୍ତ୍ୟ ତଥ୍ୟ ଉପସ୍ଥାପନା…

ଭଲ ଖବର: ସୁସ୍ଥ ହେଲେ ଆଉ ୧୧୯

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୧୯ ଜଣ କରୋନା ଆକ୍ରାନ୍ତ। ଫଲରେ ରାଜ୍ୟରେ ୧୨୪୫ରେ ପହଁଞ୍ଚିଛି ସୁସ୍ଥଙ୍କ ସଂଖ୍ୟା। ଆଜି ୧୨ ଟି ଜିଲ୍ଲାରୁ ୧୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବ୍ୟାସ୍ଥ୍ୟ ଓ ପରିବା କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।…

ତାମିଲନାଡ଼ୁ ମନ୍ଦିରରେ ଘୁଷୁରୀ ମାଂସ…

କୋଏମ୍ବାଟୁର: ସ୍ଥାନୀୟ ଦୁଇଟି ହିନ୍ଦୁ ମନ୍ଦିର ଦରଜା ପାଖରେ କେହି କଞ୍ଚା ମାଂସ ରଖିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ହିନ୍ଦୁ ମୁନ୍ନାନି ନାମକ ଏକ ଧର୍ମୀୟ ସଂଗଠନର କର୍ମକର୍ତ୍ତାମାନେ ଅପରାଧୀକୁ ଧରିବା ଦାବିରେ ରାସ୍ତାକୁ ଓହ୍ଲାଇଥିବା ବେଳେ ପୁଲିସ ଜଣକୁ ଗିରଫ କରିଛି। ଗତ ଶୁକ୍ରବାର ଦିନ…

ଏଣିକି ମାସ୍କ ନପିନ୍ଧିଲେ ଗିରଫ: ଡିଜିପି

ଭୁବନେଶ୍ବର: ଏଣିକି କୌଣସି ବ୍ୟକ୍ତି ମାସ୍କ ନପିନ୍ଧି ବାହାରେ ବୁଲୁଥିବା ଅବସ୍ଥାରେ ଯଦି ଧରା ପଡ଼ନ୍ତି ତେବେ ତାଙ୍କୁ ଗିରଫ କରାଯିବ। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି କହିଛନ୍ତି ଡିଜିପି ଅଭୟ। ସେ ଆହୁରି କହିଛନ୍ତି ଯେ, ବାହାରେ ଛେପ ପକାଇଲେ ଓ ମାସ୍କ ନପିନ୍ଧିଲେ ଅଧିକ ଏଣିକି ଅଧିକ…

୧୧ଟି ଜିଲ୍ଲାରେ ୨ ଦିନିଆ (ଶନିବାର ଓ…

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସମୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେତେ ଅଧିକ ପ୍ରବାସୀ ଆସିବେ ପଜିଟିଭ ସଂଖ୍ୟା ସେତେ ବଢିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଏଥିସହିତ ରାଜ୍ୟର ୧୧ଟି ଜିଲ୍ଲାକୁ ୨ ଦିନ (ଶନିବାର ଓ…

୩୧ ଜୁଲାଇ ଯାଏଁ ସ୍କୁଲ, କଲେଜ ବନ୍ଦ:…

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସମୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେତେ ଅଧିକ ପ୍ରବାସୀ ଆସିବେ ପଜିଟିଭ ସଂଖ୍ୟା ସେତେ ବଢିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ କହିଛନ୍ତି ଯେ, ଜୁନ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ…

ଆଜିଠୁ ମହଙ୍ଗା ହେଲା ଏଲପିଜି ସିଲିଣ୍ଡର,…

ନୂଆଦିଲ୍ଲୀ: ୬୮ ଦିନ ପରେ ଭାରତରେ ଆଜିଠୁ ଆରମ୍ଭ ହୋଇଛି ଅନ୍‌ଲକ୍‌ର ୧ମ ପର୍ଯ୍ୟାୟ। ଏବଂ ଏହାର ପ୍ରଥମ ଦିନରେ ହିଁ ଜନସାଧାରଣଙ୍କୁ ଲାଗିଛି ଝଟକା। କାରଣ ଦେଶର ତୈଳ ମାର୍କେଟିଙ୍ଗର ଏଚପିସିଏଲ, ବିପିସିଏଲ ଓ ଆଇଓସି କମ୍ପାନୀଗୁଡିକ ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ବଢାଇବାକୁ ଘୋଷଣା…

ନୟାଗଡ଼: ଆଉ ୩ ଚିହ୍ନଟ, ମୋଟ ୬୮

ନୟାଗଡ଼: ଆଜି ରାଜ୍ୟରେ ୧୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ୨୧୦୪ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହିତ ଆଜି ନୟାଗଡ଼ ଜିଲ୍ଲାରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୬୮ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ପୂର୍ବରୁ ଜିଲ୍ଲାରେ ୬୫ ଜଣ ଆକ୍ରାନ୍ତ…

କରୋନା: ଦିନକରେ ସର୍ବାଧିକ ୧୫୬ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଆଉ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଓଡ଼ିଶାରେ ସର୍ବାଧିକ। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ର ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଆରମ୍ଭ ହେଲା +୨ ଖାତା ଦେଖା

ଭୁବନେଶ୍ବର: ମହାମାରି କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ ଆରମ୍ଭ ହେଲା +୨ ଖାତା ଦେଖା। ୨୭ ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେଉଛି ଯୁକ୍ତ ୨ ଖାତା ଦେଖା। ଆଜି ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀଙ୍କ ଖାତାର ଇ-ମୂଲ୍ୟାୟନ ହେଉଛି। ମୁଲ୍ୟାୟନ ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ…