Odisha Link
Bridging the Missing Links in Odisha
Daily Archives

June 19, 2020

ଭାରତ-ଚୀନ ସ୍ଥିତିକୁ ନେଇ ଅପରାହ୍ନରେ…

ନୂଆଦିଲ୍ଲୀ: ଭାରତ- ଚୀନ ସାମ୍ପ୍ରତିକ ସ୍ଥିତିକୁ ନେଇ ଆଜି ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ୨୦ରୁ ଅଧିକ ଦଳର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭର୍ଚୁଆଲ ମିଟିଂରେ ବିଭିନ୍ନ ରାଜନୈତିକ ଦଳର ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।…

ରଥଯାତ୍ରା ବନ୍ଦ ପ୍ରସଙ୍ଗ: କାନ୍ଦି…

ଭୁବନେଶ୍ବର: ନିଜ କୋହକୁ ରୋକି ପାରିଲେନି କଂଗ୍ରେସ ବିଧାୟକ ସୁର ରାଉତରାୟ। ରଥ ଯାତ୍ରା ବନ୍ଦକୁ ନେଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ଶ୍ରୀ ରାଉତରାୟ। ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ ସେ କାନ୍ଦି ପକାଇଲେ। ଏହି ଅବସରରେ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଜରିଆରେ ଅନ୍ୟାୟ କରିଛ।…

ନୟାଗଡ଼: ଆଜି ଜଣେ ପଜିଟିଭ ଚିହ୍ନଟ ପରେ…

ନୟାଗଡ଼: ମହାମାରୀ କରୋନ ଭାଇରସ୍‌ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏଥିସହିତ ନୟାଗଡ଼ ଜିଲ୍ଲାରେ ମଧ୍ୟ ମହାମାରୀ କରୋନା ସଂକ୍ରମଣ ମଧ୍ୟ ବ୍ୟାପି ଚାଲିଛି। ଏସବୁ ମଧ୍ୟରେ ନୟାଗଡ଼ ପିଟିଏସ୍‌ରେ ଥିବା କୋଭିଡ ହେଲଥ୍‌ ସେଣ୍ଟରେ କୋଭିଡ ଟେଷ୍ଟ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଛି।…

ବେଲଗାମ ତେଲ ଦର, ୧୩ ଦିନରେ ବଢ଼ିଲାଣି…

ଭୁବନେଶ୍ବର: ଗୋଟିଏ ମହାମାରୀ କରୋନା ସଙ୍କଟ। ଆଉ ଅନ୍ୟପଟେ ଦେଶରେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବା ଜନସାଧାରଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। କ୍ରମାଗତ ୧୩ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଏହି ବର୍ଦ୍ଧିତ ଦର ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କାରେ…

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୨୪…

ଶ୍ରୀନଗର: ଭାରତୀୟ ସେନା ଓ ସ୍ଥାନୀୟ ପୋଲିସକୁ ବଡ଼ ସଫଳତା। ଜମ୍ମୁ କଶ୍ମୀରରେ ୨୪ ଘଣ୍ଟାରେ ୨ ଟି ଭିନ୍ନ ଭିନ୍ନ ଜାଗାରେ ଅପରେଶନ କରି ୮ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସୁରକ୍ଷାବଳ। ସୋପିୟାର ମୁନାନ୍ଦ ଅଞ୍ଚଳରେ ୫ ଜଣ, ଅବନ୍ତିପୋରାରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାଥାଉକି, ସୋପିୟାରେ…

କରୋନା: ଆଉ ୧୬୫ ଆକ୍ରାନ୍ତ ଚିହ୍ନଟ, ମୋଟ…

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ଆଉ ୧୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଁଞ୍ଚିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୪୦ ଜଣ କ୍ବାରାଣ୍ଟିନ୍‌…