Odisha Link
Bridging the Missing Links in Odisha
Daily Archives

June 29, 2020

ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍…

ନୂଆଦିଲ୍ଲୀ: ଚାଇନା ମୋବାଇଲ ଆପ୍‌ ବିପକ୍ଷରେ ଭାରତ ସରକାର ନେଲେ କଡ଼ା ଆଭିମୁଖ୍ୟ। ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି…

କରୋନା: ଗଞ୍ଜାମରୁ ଆଉ ୨ ମୃତ, ରାଜ୍ୟରେ…

ଭୁବନେଶ୍ବର: ସାରା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ। ଆଜି ୨୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨ ଣଙ୍କର ଜୀବନ ଚାଲିଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩ରେ ପହଁଞ୍ଚିଛି। ମୃତକ ୨ ଜଣ ଗଞ୍ଜାମର…

କରୋନା: ଆଉ ୨୪୫ ପଜିଟିଭ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।…

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ବିରୋଧରେ…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶ ମହାମାରୀ କରୋନା ସଙ୍କଟ ଦେଇ ଗତି କରୁଛି। ଲକ୍‌ଡାଉନ୍‌ ଯୋଗୁଁ ଠପ୍‌ ହୋଇଥିବା ବେପାର ସବୁ ଅଣ୍ଟା ସଳଖ କରିବାକୁ ଲାଗିଛନ୍ତି। ଏସବୁ ମଧ୍ୟରେ ବିଗତ ୩ ସପ୍ତାହ ହେବ ଦେଶରେ କ୍ରମାଗତ ଭାବେ ତେଲ ଦର ବେଲଗାମ ହୋଇଛି। ଯାହାକୁ ନେଇ ଦେଶବାସୀ ଚିନ୍ତିତ। ଏସବକୁ ନଜରରେ ରଖି କଂଗ୍ରେସ…

ଓଏଫ୍‌ଏସ୍‌ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ରାଜଧାନୀରେ ଓଏଫ୍‌ଏସ୍‌ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଅଞ୍ଚଳର ଓଏଏଫ୍‌ଏସ୍‌ ଅଫିସର ଅଭିଳାଶ ସ୍ବରୂପ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବଲାଙ୍ଗୀର ଜିଲାର ଟିଟିଳାଗଡ଼ ଅଞ୍ଚଳର…

ଦିନକ ପରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ…

ନୂଆଦିଲ୍ଲୀ: ଦିନକ ପରେ ପୁଣି ଥରେ ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଦରରେ ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ପାଇଛି। ଯାହା ଫଳରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୪୩ ପଇସା ହୋଇଛି। ସେହିପରି ଡିଜେଲ ଦର ୮୦ ଟଙ୍କା ୫୩ ପଇସାରେ ପହଁଞ୍ଚିଛି। ଦେଶରେ ଲଗାତାର…

କରୋନା: ୨୪ ଘଣ୍ଟାରେ ୧୯,୪୫୯ ନୂଆ ପଜିଟିଭ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୪ ଘଣ୍ଟାରେ ଭାରତରେ ୧୯ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ରମାଗତ ୨ୟ ଦିନ ପାଇଁ…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ୩…

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାରେ ଭାରତୀୟ ସେନା ଓ ସ୍ଥାନୀୟ ପୁଲିସ୍‌ କର୍ମଚାରୀଙ୍କୁ କ୍ରମାଗତ ସଫଳତା ମିଳୁଛି। ଅନନ୍ତନାଗ ଜିଲ୍ଲାର କୁଚବିହାର ଅଞ୍ଚଚଳରେ ସୁରକ୍ଷା ବଳ ୩ ଆତଙ୍କବାଦୀଙ୍କୁ ନିପାତ କରିଛି। ସେହି ସ୍ଥାନରୁ ଏକେ-୪୭ ଏବଂ ପିସ୍ତଲ ମଧ୍ୟ ଜବତ କରାଯାଇଛି।…