Odisha Link
Bridging the Missing Links in Odisha
Daily Archives

July 3, 2020

ବଡ଼ ଖବର: ୨୪ ଘଣ୍ଟାରେ ସର୍ବାଧିକ ୫୬୧…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୫୬୧ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଜ୍ୟରେ ସର୍ବାଧିକ। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

ଅଚାନକ‌ ଲେହରେ ପହଁଞ୍ଚିଲେ ପିଏମ୍‌ ମୋଦି,…

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ତିକ୍ତତା ଚାଲିଥିବା ବେଳେ ଆଜି ହଠାତ୍‌ ଲେହରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗଲଓ୍ବାନ ତିକ୍ତତା ପରେ ମୋଦି ପ୍ରଥମ ଥର ଲେହ ଗସ୍ତ କରିଛନ୍ତି। ମୋଦିଙ୍କ ଗସ୍ତକୁ ନେଇ ପୂର୍ବରୁ କୌଣସି ସୂଚନା ନଥିଲା। ହେଲେ ଆଜି ସକାଳୁ ଲେହରେ ପହଁଞ୍ଚି…

କରୋନା: ଦେଶରେ ୧୮ ହଜାର ପାର ମୃତ୍ୟୁ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୬ ଲକ୍ଷ ୨୫ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, ଟିଭିରେ…

ପୁରୀ: ସରିଲା ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରୁ ଲୀଳା ଖେଳ ସାରି ଏବେ ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉ। ଗତକାଲି ସୁନାବେଶ ପରେ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜିତ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି…

୨୦୨୧ ପଦ୍ମ ପୁରସ୍କାର ପାଇଁ ମନୋନୟନ…

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍‌ଲାଇନ୍‌ ମନୋନୟନ/ସୁପାରିସ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମେ’ ୧ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଏହି ପକ୍ରିୟା ଚାଲିବ। https://padmaawards.gov.in ରେ ସୁପାରିସ ଓ ମନୋନୟକ କରାଯାଇପାରିବ।…

୧୬ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ଯେଉଁ ଜିଲ୍ଲା ଗୁଡ଼ିକରେ ୫୦ରୁ ଅଧିକ କରୋନା ପଜିଟିଭ ଆକ୍ରାନ୍ତ ଅଛନ୍ତି ସେହି ଜିଲ୍ଲା ଗୁଡ଼ିକୁ ଜୋନ୍‌ ୧ରେ ସାମିଲ କରିଛନ୍ତି ରାଜ୍ୟ ସରକାର। ଜୋନ-୧ରେ ରାଜ୍ୟ ସରକାର ୧୦ ଟି ଜିଲ୍ଲାକୁ ରଖିଥିବା ବେଳେ ସେହି ସବୁ…

ପରଲୋକରେ ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ…

ମୁମ୍ବାଇ: ଭାରତୀୟ ସିନେ ଜଗତର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ। ନିଶ୍ୱାସ ପ୍ରଶ୍ୱାସ ନେବା ପରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୩ ବା ଶୁକ୍ରବାର ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ପୂର୍ବରୁ ତାଙ୍କର ମଧ୍ୟ କରୋନା ପରୀକ୍ଷା…

ଉତ୍ତର ପ୍ରଦେଶ: ଅପରାଧୀଙ୍କ ଗୁଳି ମାଡ଼ରେ…

କାନପୁର: ଉତ୍ତର ପ୍ରଦେଶ କାନପୁରରେ ଅଘଟଣ। ଏଭଳି ଏକ ଅଘଟଣ ହୋଇଛି ଯାହା ପୁଲିସ୍‌ ପ୍ରଶାସନର ନିଦ ହଜାଇ ଦେଇଛି। ମୋଷ୍ଟ ଓ୍ବାଣ୍ଡେଡ ଅପରାଧୀକୁ ଧରିବାକୁ ଯାଇ ଡିଏସ୍‌ପିଙ୍କ ସମେତ ୮ ଜଣ ଶହୀଦ।ଅପରାଧୀଙ୍କ ଗୁଳିରେ ୮ ପୁଲିସ ଶହୀଦ। ଅନ୍ୟ ୭ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି। ଉତ୍ତରପ୍ରଦେଶର…