Odisha Link
Bridging the Missing Links in Odisha
Daily Archives

July 6, 2020

ରାଜ୍ୟବାସୀଙ୍କୁୁ ନବୀନ ଦେଲେ ୩ଟି…

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ କିଛି ଦିନ ହେବ କରୋନା ସଂକମ୍ରଣ ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ ଜାରି ରହିଛି ଅନ୍‌ଲକ୍‌ ୨ ପର୍ଯ୍ୟାୟ। ଏସବୁ ମଧ୍ୟରେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ବାର୍ତ୍ତା ଜରିଆରେ ସେ ଆଜି…

ହସ୍ପିଟାଲ କାନ୍ଥ ଡେଇଁ ଛୁ ମାରିଲେ କରୋନା…

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ପିଜିଟିଭ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କୁ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ଏସବୁ ସତ୍ତ୍ବେ ଜଣେ କରୋନା ପଜିଟିଭ ଆକ୍ରାନ୍ତ ହସ୍ପିଟାଲରୁ ଫେରାର ହୋଇଯାଇଛି। ଏଭଳି ଏକ ଖବର…

ମୋତେ କରୋନା ହୋଇଥିଲା: ସମ୍ବିତ ପାତ୍ର

ଭୁବନେଶ୍ବର: କିଛି ଦିନ ତଳେ କରୋନା ଲକ୍ଷଣ ସନ୍ଦେହରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଡାକ୍ତରଖାନା ଯାଇଥିଲେ। ତେବେ ତାଙ୍କର ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ଜୁନ୍‌ ୮ ତାରିଖ ଘଟଣା। ତେବେ ଆଜି ନିଜର ପ୍ଲାଜ୍‌ମା ଦାନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସମ୍ବିତ।…

ଯାଜପୁରରେ ବିଭତ୍ସ କାଣ୍ଡ: ସ୍ତ୍ରୀ ମୃତ,…

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଓ ଝିଅ ଗୁରୁତର ହୋଇଥିବା ସୂଚନାା ରହିଛି। ଗୁରୁତର ଅବସ୍ଥାରେ ବାପା ଓ ଝିଅକୁ କଟକ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ…

ଗଞ୍ଜାମ: ପରଲୋକରେ ୪ କରୋନା ଯୋଦ୍ଧା

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ଭାଇରସ୍‌ କରାଳ ରୂପ ଧାରଣ କରୁଛି। ରାଜ୍ୟର ଗଞ୍ଜାମ ଜିଲ୍ଲାରରେ କରୋନା ଭାଇରସ୍‌ ଉଗ୍ରରୂପ ଧାରଣ କରିଛି। ଏସବୁ ମଧ୍ୟରେ ଜିଲ୍ଲାରେ ୪ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିକ୍ଷକ, ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ଜଣେ କନିଷ୍ଠ…

୨୪ ଜିଲ୍ଲାରୁ ୪୫୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ରାଜ୍ୟରେ କାୟା ବିସ୍ତାର କରିଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ୪୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ ୯୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ଚୌଦ୍ବାର ଜେଲରେ ପଶିଲା କରୋନା

କଟକ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏସବୁ ମଧ୍ୟରେ କଟକଣ ଚୌଦ୍ବାର ଜେଲରେ ପହଁଞ୍ଚିଛି କରୋନା। ଟକ ଚୌଦ୍ୱାର ଜେଲ୍‌ର ଜଣେ ୱାର୍ଡର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି। ଚିହ୍ନଟ ଆକ୍ରାନ୍ତ…

ଦେଶରେ ପ୍ରଥମ, ୨୦୨୧ ଯାଏଁ ଏହି ରାଜ୍ୟରେ…

କେରଳ: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦିନକୁ ଦିନ ବଢ଼ି ଚାଲିଛି। ଏସବୁ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସର୍ବାଧିକ କୋରନା ଆକ୍ରାନ୍ତ ଭାରତରୁ ଚିହ୍ନଟ ହୋଇଛନ୍ତି। ଏହାକୁ ନଜରରେ ରଖି କେରଳ ସରକାର ବଡ଼ ଘୋଷଣା କରିଛନ୍ତି। କେରଳରେ ଜୁଲାଇ ୨୦୨୧ ଯାଏଁ ଲାଗୁ ରହିବ କୋଭିଡ…

ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା…

ଭୁବନେଶ୍ୱର: ବିଜେପି ନେତ୍ରୀ ତଥା ବ୍ରଜରାଜନଗରର ପୂର୍ବତନ ବିିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ। ସେ ଶନିବାର ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଡାଇବେଟିସ୍‌ ଓ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଶନିବାର ଦିନ ସ୍ୱାସ୍ଥ୍ୟବସ୍ଥା…

କରୋନା: ଦେଶରେ ୭ ଲକ୍ଷ ପାଖାପାଖି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୬ ଲକ୍ଷ ୯୭ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…