Odisha Link
Bridging the Missing Links in Odisha
Daily Archives

July 19, 2020

କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର…

ମୁମ୍ବାଇ: ରାମ ମନ୍ଦିର ନିର୍ମାଣକୁ ନେଇ କଟାକ୍ଷ କରିଛନ୍ତି ରାଷ୍ଟବାଦୀ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାଓ୍ବାର। ସେ କହିଛନ୍ତି ଯେ, କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ଦ୍ବାରା କରୋନା ଭାଇରସ୍‌ ଲୋପ ପାଇଯିବ। କେଉଁ କାମ କେତେ ମହତ୍ବପୂର୍ଣ୍ଣ ସେ କଥା ନିର୍ଣ୍ଣୟ କରାଯିବାର…

ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା…

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୂରାତନ ଓ ନୂତନ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ରବିବାର “ସାଂପ୍ରତିକ ସମୟରେ ଗଣମାଧ୍ୟମ ପାଇଁ ଆହ୍ୱାନ” ଶୀର୍ଷକ ୱେବିନାର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରମୁଖ ବକ୍ତା ଭାବେ ୱେବ୍ ଚ୍ୟାନେଲ୍ ଅର୍ଗସର ମୁଖ୍ୟ ସଞ୍ଜୟ ଜେନା ସାମିଲ୍…

ନୂଆ ଆଶା: ରାଜ୍ୟରେ ସଫଳ ହେଉଛି ପ୍ଲାଜମା…

ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏସବୁ ନିରାଶା ଭିତରେ ନୂଆ ଆଶା ଦେଖାଇଛି ପ୍ଲାଜମା ଥେରାପି। ରାଜ୍ୟରେ ସଫଳ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା। ରାଜ୍ୟରେ ୬ଜଣ ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା। ସେ ମଧ୍ୟରୁ ୪ଜଣ ସୁସ୍ଥ ହୋଇଥିବା…

ଲକ୍‌ଡାଉନ୍‌ ଅଞ୍ଚଳରେ ଏଣିକି ସକାଳ ୮ରୁ…

ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବାକୁ ପାଇଁ ରାଜ୍ୟର ୪ ଜିଲ୍ଲା ଓ ରାଉରକେଲାରେ ଲାଗୁ ହୋଇଛି ଲକ୍‌ଡାଉନ୍‌ କଟକଣା। ଏହାକୁ ନଜରରେ ରଖି ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ। ରାଜ୍ୟର ଯେଉଁ ସବୁ ଅଞ୍ଚଳରେ ଲକ୍‌ଡାଉନ୍ କଟକଣା ଜାରି ରହିଛି ଏଣିକି ସେହି ସବୁ ସ୍ଥାନରେ ସକାଳ ୮ଟାରୁ ଦିନ ୨ଟା ପର୍ଯନ୍ତ…

କରୋନା: ରାଜ୍ୟରେ ୯୦ ଟପିଲା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧ରେ ପହଁଞ୍ଚିଛି। ଏଥିସହିତ ଆଜି ଅନ୍ୟ କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ…

ରାଜସ୍ଥାନ: ଅଡିଓ ଟେପ୍‌ ମାମଲାର ତଦନ୍ତ…

ଜୟପୁର: ରାଜସ୍ଥାନରେ ରାଜନୀତିରେ ରାଜନୈତିକ ସଙ୍କଟ। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସପ୍ତାହକ ମଧ୍ୟରେ ବିଧାନସଭା ଅଧିବେଶନ ଡାକି ନିଜର ଶକ୍ତି ପରୀକ୍ଷା କରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଶନିବାର ସନ୍ଧ୍ୟାରେ ରାଜ୍ୟପାଳ କଲରାଜ ମିଶ୍ରଙ୍କ ସହ ଆଲୋଚନା ବେଳେ ୧୦୩ ଜଣ…

କରୋନା: ରାଜ୍ୟରେ ୧୭ ହଜାର ଡେଇଁଲା…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ରାଜ୍ୟରେ ଆଜି ୨୫ ଜିଲ୍ଲାରୁ ୭୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋିଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା…

ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ: ଆଇଏମଏ

ନୂଆଦିଲ୍ଲୀ: ଦେଶରେ ବେଲଗାମ ହେଉଛି କରୋନା ସଂକ୍ରମଣ। ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ କରୋନା ସଂକ୍ରମଣ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ଏହା ଗୋଷ୍ଠୀ ସଂକ୍ରମଣ ସ୍ଥରରେ ପହଁଞ୍ଚିଛି ବୋଲି ଇଣ୍ଡିଆନ ମେଡିକାଲ…

୨୪ ଘଣ୍ଟାରେ ପାଖାପାଖି ୩୯ ହଜାର…

ନୂଆଦିଲ୍ଲୀ: ଦେଶରେ ବେଲଗାମ ହେଉଛି କରୋନା ସଂକ୍ରମଣ। ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧୦ ଲକ୍ଷ ୭୭ ହଜାର…

ଔରଙ୍ଗାବାଦ: ଲକ୍‌ଡାଉନ୍‌ କୋହଳ ପୂର୍ବରୁ…

ଔରଙ୍ଗାବାଦ: ୧୦ ଦିନିଆ ଲକ୍‌ଡାଉନ୍‌ ହଟିବା ପୂର୍ବରୁ ସହରର ସମସ୍ତ ଦୋକାନୀଙ୍କର କରୋନା ପରୀକ୍ଷଣ କରାଇଛନ୍ତି ଔରଙ୍ଗାବାଦ ମହାନଗର ନିଗମ କର୍ତୃପକ୍ଷ। ଜୁଲାଇ ୧୮ ମଧ୍ୟରାତ୍ରିରେ ଲକ୍‌ଡାଉନ୍‌ ଶେଷ ହେଉଥିବା ବେଳେ ସହରରେ ଥିବା ସମସ୍ତ ଦୋକାନୀ, ଉଠାଦୋକାନୀ ଓ ଫଳ ବ୍ୟବସାୟୀଙ୍କର କରୋନା ପରୀକ୍ଷା କରାଯିବାକୁ…