Odisha Link
Bridging the Missing Links in Odisha
Daily Archives

August 1, 2020

ବିଏମସିର ବଡ଼ ଘୋଷଣା: ରାଜଧାନୀରେ ଖୋଲିବ…

ଭୁବନେଶ୍ବର: କରୋନା କାଳରେ ଭୁବନେଶ୍ବରବାସୀଙ୍କ ପାଇଁ ବଡ଼ ଖବର। ଭୁବନେଶ୍ୱରରେ ସପିଂ ମଲ୍ ଖୋଲିବା ନେଇ ବିଏମସିର ଅନୁମତି। କରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଭୁବନେଶ୍ୱରର ସବୁ ମଲ୍। ତେବେ ବିଏମସିର ବଡ ନିଷ୍ପତ୍ତି ପରେ ଖୋଲିବ ସପିଂ ମଲ। ତେବେ ମଲ୍ ପରିସରରେ ଥିବା ଫୁଡ୍ କୋର୍ଟ ଖୋଲିବ…

ରାଜ୍ୟ ସରକାରଙ୍କୁ ଗୋଲକଙ୍କ ପ୍ରଶ୍ନ,‌…

ଭୁବନେଶ୍ବର: ରାଜ୍ୟସରକାର ନିକଟରେ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓ.ଏସ.ଟି.ଏଫ) କୁ ବନ୍ଦ କରିଛନ୍ତି। ଫେବୃଆରୀ ମାସରେ ଓ.ଏସ.ଟି.ଏଫ ବନ୍ଦ ହେବ ନାହିଁ ବୋଲି ରାଜ୍ୟସରକାର ବିଧାନସଭାରେ ଉତ୍ତର ରଖିଥିଲେ। କରୋନା ମହାମାରୀ ସମୟରେ କ’ଣ ପାଇଁ ଏଭଳି ଯୋଜନାକୁ ବନ୍ଦ କଲେ ? ଓ.ଏସ.ଟି.ଏଫକୁ ଆର୍ଥିକ ଦୁର୍ବଳ…

କରୋନା ମୁକାବିଲା: ଗଞ୍ଜାମରେ ଆଉ ୨ଟି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ…

ଭୁବନେଶ୍ବରରୁ ଆଉ ୧୨୬ ପଜିଟିଭ ଚିହ୍ନଟ,…

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜଧାନୀରୁ ଆଉ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୧ରେ ପହଁଞ୍ଚିଛି। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ଆଜି ଭୁବେଶ୍ବରରୁ ଚିହ୍ନଟ ହୋଇଥିବା…

ରାଜ୍ୟସଭା ସାଂସଦ ଅମର ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ। ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା। ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ନେଇ ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଦେଢ଼ ମାସ ଧରି ସିଙ୍ଗାପୁରର ଏକ ହସ୍ପିଟାଲରେ ଆଇସିୟୁରେ ଥିଲେ।

କରୋନା: କଟକ ସହରରୁ ୪୩ ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ଜିଳ୍ଲାରୁ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ କେବଳ କଟକ ସହରରୁ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୯ରେ ପହଁଞ୍ଚିଛି। ଏନେଇ ସିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ଆଜି କଟକ ସହରରୁ ୩୨ ଜଣ କ୍ବାରାଣ୍ଟିନ୍‌…

ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ୍‌…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ। ଯାହାକୁ ନେଇ ଚିନ୍ତାରେ ସରକାର ଓ ଜନତା। ଏହାରି ମଧ୍ୟରେ ରାଜ୍ୟରେ କୋରୋନାର ପ୍ରକାର ଭେଦ ନେଇ ଆସିଲା ସୂଚନା। ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କୋରୋନା ଭାଇରସ। ଏନେଇ ସୂଚନା…

ବିଶାଖାପାଟଣାରେ ଅଘଟଣ: ହିନ୍ଦୁସ୍ତାନ…

ବିଶାଖାପାଟଣା: ଆଜି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରେ ଅଭାବନୀୟ ଘଟଣା ଘଟିଛି। ଆଜି ବିଶାଖାପାଟଣା ସ୍ଥିତ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡରେ ଏକ କ୍ରେନ ଖସି ପଡ଼ିଛି। ଯାହାଫଲରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏନେଇ ବିଶାଖାପାଟନାର ଜିଲ୍ଲାପାଳ ବିନୟ ଚାନ୍ଦ ସୂଚନା ଦେଇଛନ୍ତି।…

କୋରାପୁଟ: ଅଗଷ୍ଟ ୧୪ ଯାଏଁ ଲକ୍‌ଡାଉନ୍

କୋରାପୁଟ: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋପୁଟ ଜିଲ୍ଲାରେ ଆଜି ଆଉ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କୋରାପୁଟ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ରାତିରୁ…

ଜୟପୁରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଜୟପୁର: ଆଜି ଜୟପୁରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ। ପାଖାପାଖି ସାଢ଼େ ୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ରହିଛି। ଏହି ମାମଲାରେ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର୍ ହୋଇ ଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ,…