Odisha Link
Bridging the Missing Links in Odisha
Daily Archives

August 14, 2020

କଣ୍ଟେନମେଣ୍ଟ ଜୋନ ହେଲା ଚଣ୍ଡିଖୋଲ ବଜାର

ଯାଜପୁର : ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ବଜାରକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସୂଚନାଅନୁସାରେ ବଜାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଆଜି ଅପରାହ୍ନ ୨ଟାରୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା…

ଗାଡ଼ି ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ…

ସୋର: ୧୬ନଂ ଜାତୀୟ ରାଜପଥ ଚଡକମରା ଠାରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସିମୁଳିଆ ଥାନା ବରି ଅଞ୍ଚଳର ଅମୂଲ୍ୟ ଶିଅଳ।ଏହାସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମାତ୍ର ତାଙ୍କର ପରିଚୟ ମିଳିପାରି ନାହିଁ। ତାଙ୍କୁ ଗୁରୁତର ଅବସ୍ଥାରେ…

୧୪ ଜଣ ପୁଲିସ ପାଇବେ ପୁଲିସ ମେଡାଲ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ୧୪ ଜଣ ପୁଲିସ ପାଇବେ ପୁସିଲ ମେଡାଲ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ତଦନୁଯାୟୀ ଓଡ଼ିଶାର ୧୪ ପୁଲିସଙ୍କୁ ରାଷ୍ଟ୍ରପତି ଓ ପୁଲିସ ପଦକ ପ୍ରଦାନ କରାଯିବ। ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ପୁଲିସଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ।…

‘ଥ୍ରୀଲର’ ଫିଲ୍ମ ବିରୋଧରେ…

ନବରଙ୍ଗପୁର: ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶୀତ ଫିଲ୍ମ 'ଥ୍ରୀଲର' ଫିଲ୍ମ ବିରୋଧରେ ଏତଲା। ଏହି ଫିଲ୍ମ ବିରୋଧରେ ଏତଲା ଦେଇଛନ୍ତି ହିନ୍ଦୁ ଏକତା​‌ ବାହିନୀ। ଫିଲ୍ମର ଟ୍ରେଲରେ ପ୍ରଦର୍ଶିତ ଅଶ୍ଳୀଳତାକୁ ଦୃଷ୍ଟରେ ରଖି ହିନ୍ଦୁ ଏକତା ବାହିନୀ ଫିଲ୍ମ ବିରୋଧରେ ଏତଲା​‌…

କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ…

ଭୁବନେଶ୍ୱର: କୋଠାବାଡି ନିର୍ମାଣ ନିୟମରେ ପରବର୍ତନ କରିଛନ୍ତି ରାଜ୍ୟ ସରାକର। ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ସରକାର କୋହଳ କଲେ ନିୟମ । ଏଣିକି ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଂଟ କୁହାଯିବ । ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ପଡିବନି ଅନୁମତି । ସେହିଭଳି ଆଉ ମଡେଲ ପ୍ଲାନ ଅନୁମତି ପାଇଁ…

ଆଜିଠାରୁ ରାଜ୍ୟରେ ଖୋଲିବ ଆରଟିଓ

ଭୁବନେଶ୍ବର: କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଆଜିଠାରୁ ରାଜ୍ୟରେ ଖୋଲିବ ଆରଟିଓ ଅଫିସ। ଏନେଇ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକଙ୍କୁ ମାନିବାକୁ ପଡିବ ସାମାଜିକ ଦୂରତା, ସାନିଟାଇଜ୍ କରିବା ସହ ପିନ୍ଧିବାକୁ ପଡିବ ମାସ୍କ। ରାଜ୍ୟର ସମସ୍ତ ଆରଟିଓ,…

ପାଣିରେ ବୁଡ଼ି ବ୍ୟକ୍ତି ନିଖୋଜ

ଅନୁଗୁଳ : ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଖୋଲୁଆ ଗାଁର ଜଣେ ବ୍ୟକ୍ତିଙ୍କ ଜୋରରେ ଭାସିଯାଇ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବ୍ୟକ୍ତି ହେଲେ ମହରଗା ସାହୁ। ତାଙ୍କ ବୟସ ୬୫ ବର୍ଷ। ସେ ଗାଈ ଚରାଇବାକୁ ଯାଇଥିଲା ବେଳେ ପାଣି ସ୍ରୋତରେ ଭାସି ଯାଇଥିବା ତାଙ୍କ ପୁଅ କହିଛନ୍ତି। ଗାଈ ଚରାଉଥିବା ବେଳେ ବର୍ଷା…

ଆତଙ୍କବାଦୀଙ୍କ ଆକ୍ରମଣ; ୨ ଯବାନ ଶହୀଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ନୱଗାଁଓରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଡି ଆକ୍ରମଣରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ସମ୍ପୃକ୍ତ ଅଞ୍ଚଳକୁ…

ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ…

କୋଣାର୍କ : ଝାଉଁବଣରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁରୀ ମୁଖ୍ୟ ରାସ୍ତା ପାଖ ଝାଉଁ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କୋଣାର୍କ ପୋଲିସ୍ ଉଦ୍ଧାର କରିଛି। କୋଣାର୍କ ପୁରୀ ମେରାନଡ୍ରାଇବ୍ ରାସ୍ତା ପାର୍ଶ୍ଵ ଝାଉଁ ଗଛରେ ବ୍ୟକ୍ତି ଜଣଙ୍କ ରସି ଲଗାଇ ଆତ୍ମହତ୍ୟା କରିଥିବା…

କରୋନା: ଆଉ ୧୦ ମୃତ, ମୋଟ ୩୨୪

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଛି ।…