Odisha Link
Bridging the Missing Links in Odisha
Daily Archives

August 14, 2020

ସଙ୍ଗରୋଧରେ ଦୁଇ ମନ୍ତ୍ରୀ: ପୁରୀ ଓ…

ଭୁବନେଶ୍ୱର: କ୍ବାରେଣ୍ଟାଇନ୍‌ରେ ରାଜ୍ୟର ୨ ବରିଷ୍ଠ ମନ୍ତ୍ରୀ। ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ କ୍ବାରେଣ୍ଟାଇନ୍‌ ରହିବାକୁ ପରାମର୍ଶ ଦିଆଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବି କ୍ବାରେଣ୍ଟାଇନ୍‌ରେ ରଖିବାକୁ କୁହାଯାଇଛି । ଏନେଇ ଗଞ୍ଜାମ ଓ ପୁରୀରେ ପତାକା ଉତ୍ତୋଳନ କରିବେନି…

ମିଶନ୍ ଶକ୍ତି ମହିଳାଙ୍କୁ ମିଳିବ ବିନା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ବର ଓ କଟକରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୨ଟି ଶାଖା ସହିତ ୨୮ଟି ଜିଲ୍ଲାରେ ୨୮ଟି ଜିଲ୍ଲା ସେଲସ୍‌ ହବ୍‌ ର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ମିଶନ୍‌ ଶକ୍ତି…

କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ୍…

ଭୁବନେଶ୍ୱର: ପ୍ରଥମ ଥର ପାଇଁ କୋଭିଡ୍‌-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ। ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)…

ଅମିତ ଶାହ ସୁସ୍ଥ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ନିଜେ ଅମିତ ଶାହ ଟୁଇଟ କରି ସୂଚନା ଦେଇଛନ୍ତି। ଅମିତ ଶାହ ଟୁଇଟ କରି କହିଛନ୍ତି ଯେ, ସୁସ୍ଥ ହେବା ନେଇ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଅମିତ ଶାହ। ଏଥିସହିତ ନିଜ ଶୁଭେଚ୍ଛୁ, ସମର୍ଥକ ଓ ମେଦାନ୍ତ ହସ୍ପିଟାଲର କାର୍ଯ୍ୟକର୍ତ୍ତାଙ୍କୁ…

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌ରେ ଓଡ଼ିଆ…

ଭୁବନେଶ୍ବର: ମାଇକ୍ରୋସଫ୍ଟ ପକ୍ଷରୁ ଓଡ଼ିଆଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌ରେ ଉପଲବ୍ଧ ହେବ ଓଡ଼ିଆ ଭାଷା। ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ଯୋଡି ହେବା ନେଇ କମ୍ପାନୀ ପକ୍ଷରୁ ଟୁଇଟ୍‌ କରାଯାଇଛି। ମାଇକ୍ରୋସଫ୍ଟ ଅଫିସରେ ମଧ୍ୟ ଏହି ଅନୁବାଦ ସୁବିଧା…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ବିତିଗଲାଣି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏବଂ ତାଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ, ତାହା ସାମ୍ନାକୁ ଆସିପାରି ନାହିଁ। ନ୍ୟାୟ ପାଇବା ପାଇଁ ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ତାଙ୍କ ପରିବାରବର୍ଗ…

ବିଧାନସଭାରେ ବଦଳିଲା ସଚିନ୍ ପାଇଲଟଙ୍କ…

ରାଜସ୍ଥାନ: ଏକ ମାସ ଧରି ରାଜସ୍ଥାନ ରାଜନୀତିରେ ଲାଗି ରହିଥିଲା ରାଜନୈତିକ ସଙ୍କଟ। ଏହି ସଙ୍କଟର ଜବନିକା ପଡ଼ିବା ପରେ ଆଜି ବିଧାନସଭାରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ଅଧିବେଶନ। ବର୍ଷା କାରଣରୁ ଅଧିବେଶନ ଆରମ୍ଭ ହେବାରେ ଟିକେ ବିଳମ୍ବ ହୋଇଥିଲା। ହେଲେ ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍‌…

ନିଶ୍ଚୟ ଗଣେଶ ପୂଜା କରିବୁ : ଜଟଣୀ…

ଜଟଣୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ପୂଜା ମଣ୍ଡପରେ ଗଣେଶ ପୂଜା ପାଳନ ନକରିବାକୁ ବିରୋଧ କରିଛି ଜଟଣୀ ବ୍ୟବସାୟୀ ସଂଘ। ଗଣେଶ ପୂଜା ନିଶ୍ଚିତ କରିବୁ ବୋଲି ପ୍ରେସ୍‌ମିଟ୍‌ ଜରିଆରେ ଗଣମାଧ୍ୟମକୁ‌ ସୂଚନା ଦେଇଛି ଜଟଣୀ ବ୍ୟବସାୟୀ ସଂଘ। ଏନେଇ ଜଟଣୀ ବ୍ୟବସାୟୀ ସଂଘ ସଭାପତି ସୁଦର୍ଶନ ସୁନ୍ଦରରାୟ…

ସ୍ବାଧୀନତା ଦିବସ: ସକାଳ ୭ଟା ୩୦ରେ ଜାତୀୟ…

ନୂଆଦିଲ୍ଲୀ: ଆସନ୍ତାକାଲି କରୋନା କାଳ ମଧ୍ୟରେ ସାରା ଦେଶ ପାଳନ କରିବ ୭୪ ତମ ସ୍ବାଧୀନତା ଦିବସ। କରୋନା ମହାମାରୀ କାରଣରୁ ପୂର୍ବ ବର୍ଷ ଭଳି ଏ ବର୍ଷ ଦେଶବାସୀ ସ୍ବାଧୀନତା ଦିବସ ପାଳନ କରି ପାରିବେ ନାହିଁ। କମ ଲୋକରେ ଏବଂ ସାମାଜିକ ଦୂରତା ଅବଲମ୍ବନ କରି ଚଳିତ ବର୍ଷ ଦେଶବାସୀ ଏହି ଦିନକୁ ପାଳନ କରିବା…

ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ…

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ। ଆକ୍ଷେପମୂଳକ ଟୁଇଟ୍ ମାମଲାରେ ନିଜ ଆଡ଼ୁ ମାମଲା ଗ୍ରହଣ କରି ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ନିମନ୍ତେ ତାଙ୍କୁ…