Odisha Link
Bridging the Missing Links in Odisha

କରୋନାରେ ଚାଲିଗଲା ପୂର୍ବତନ କ୍ରିକେଟରଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: କରୋନାରେ ଚାଲିଗଲା ଆଉ ଜଣେ ରାଜନେତା ତଥା ଜଣେ ପୂର୍ବତନ କ୍ରିକେଟରଙ୍କ ଜୀବନ। ଉତ୍ତରପ୍ରଦେଶର କ୍ରିଡ଼ା ମନ୍ତ୍ରୀ ତଥା ଭାରତୀୟ ଦଳର ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ପରଲୋକ। ଆଜି ଅପରାହ୍ନ ୪ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଗୁରୁଗ୍ରମା ମେଦାନ୍ତ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ୭୩ ବର୍ଷ ବୟସରେ ଶ୍ରୀ ଚୌହାନଙ୍କ ପରଲୋକ ହୋଇଛି।

Comments are closed.